Malika Bachana: ନେମାଳ ବଟରୁ ମିଳିଲା ସଂକେତ, 2023 ରେ ଏହି ସବୁ ଦେଶ ହେବ ଜଳମଗ୍ନ…. ଦେଖନ୍ତୁ କଣ କହୁଛନ୍ତି ବାବା Diabakar

ବନ୍ଧୁଗଣ ଦୀର୍ଘ ୬୦୦ ବର୍ଷ ତଳେ ମହାପୁରୁଷ ବା ପଞ୍ଚସଖା ମାନେ ଲେଖି ଯାଇଛନ୍ତି ମାଳିକା । ଯେଉଁଥିରେ କଳିଯୁଗରେ କଣ କଣ ସବୁ ଘଟଣା ଘଟିବ ତାହା ବିସ୍ତାର ଭାବେ ବର୍ଣ୍ଣନା କରା ଯାଇଛି । ଯାହା ସତ ମଧ୍ୟ ପ୍ରମାଣିତ ହେବାରେ ଲାଗିଛି । ଯେମିତି ଶ୍ରୀ କ୍ଷେତ୍ର ପୁରୀ ରେ ଚିଲ ଉଡିବା କଥା ହେଉ ବା ଅରୁଣ ସ୍ତମ୍ବ ରେ ଫାଟ ହେଉ ବା ଶ୍ରୀ ଅଙ୍ଗକୁ ଛୁଇଁ ପଥର ଖସିବା ହେଉ । ଅନେକ ସଂକେତ କୁ ଦେଖିବା ସାରିଲା ପରେ କିଛି ବିପଦ ଘଟୁଛି ସାରା ବିଶ୍ଵ ରେ ।

୬୦୦ ବର୍ଷ ତଳେ ମହାପୁରୁଷ କହିଥିଲେ ଅନେକ ପିଠ ରୁ ସଂକେତ ମିଳିବ ଯାହା ସତ୍ୟ ହୋଇଛି । ଅଚ୍ୟୁତାନନ୍ଦ ଙ୍କ ପବିତ୍ର ନେମାଳ ପିଠା ରୁ ମିଳିଲାଣି ସଂକେତ ଆଉ ସଂକେତ ଏହା କି ବଟ ବୃକ୍ଷ ର ପତ୍ର ଗୁଡିକ ସବୁ ଅଜଣା ପୋକ ଆସି ନଷ୍ଟ କରିସାରିଲେଣି ଥୁଣ୍ଟା ହୋଇ ଗଲାଣି ବର ଗଛ । ଲାଗୁଛି ଯେଉଁ ସମୟ ଭିତରେ ପତ୍ର ଝଡା ଦେଖାଯିବା କଥା ନୁହେଁ ଯେଉଁ ଭଳି ଭାବେ ଗଛ ଶ୍ରୀହୀନ ଦେଖା ଯାଉଛି ଲାଗୁଛି କିଛି ଅଶୁଭ ସଂକେତ ମିଳୁଛି ।

ମହାପୁରୁଷ କହିଛନ୍ତି କଳିଯୁଗର ଶେଷ ସମୟରେ ନେମାଳ ପୀଠ ରୁ ସଂକେତ ମିଳିବ । ଅନେକ ପଶୁପକ୍ଷୀ ଅଜଣା ରୋଗରେ ମରିକି ପଡିବେ । ଅନେକ ଅଜଣା ମହାମାରି ଆସିବ ଆଉ ଯାହାର ନିଦାନ ବା ଔଷଧ ଡାକ୍ତର ପାଖରେ ନ ଥିବ । ଯେମିତି କୋରୋନା ମହାମାରୀ ଆସିଲା ଯାହାର ନିବାରଣ କାହାରି ପାଖରେ ନ ଥିଲା । ତଥାପି ଆମେ ଚେତିଲେ ନାହି । ନାନା ପ୍ରକାରର ହିଂସା କରିବା, ଲୁଟିବା, ପର ଦ୍ରବ୍ୟକୁ ଲୁଟିକି ଖାଇବା, ରାଜସ୍ଵ, ଦେବସ୍ଵ ହରଣ କରି ଖାଇବା ଇତ୍ୟାଦି । ମଣିଷ ଅହଂକାର ରେ ଏମିତି ବୁଡିଗଲା ।

ତେବେ ଭକ୍ତ ବନ୍ଧୁ କୋରୋନା ଆସିଲା ଏତେ କ୍ଷୟ କ୍ଷତି ହେଲା ତଥାପି ଲୋକ ମାନେ ଚେତିଲେ ନାହି । ଯେତେବେଳେ ମହାପୁରୁଷ କହିଛନ୍ତି ଚେତନା ବାରମ୍ବାର ମହାପ୍ରହୁ ଦେବେ କିନ୍ତୁ ଲୋକ ମାନେ ନ ଚେତିଲେ ସୃଷ୍ଟି ଧ୍ଵଂସ ହେବ । ଆଉ ପୁନଶ୍ଚ ବଟ ବୃକ୍ଷ ଶୁଖିଗଲେ ମହାପୁରୁଷ କହିଛନ୍ତି ମୋ ବାକ୍ୟ ଶୁଣିବା ପରେ ଅନେକ ଲୋକ ପରିହାସ କରିବେ । କିନ୍ତୁ ଏହି ଘଟଣା  ଘଟିବ । ଆଗକୁ ଅନେକ ଚର୍ମ ରୋଗ ଆସିବ । ପଶୁ ଠାରୁ ଅନେକ ରୋଗ ମଣିଷଙ୍କୁ ବ୍ୟାପୀବ ।

ଅନେକ ଇସଲାମ ଦେଶ ଜଳମଗ୍ନ ହେବ । ଆଉ ତା ସହ ଭୂମିକମ୍ପ ହେବ । ବିଦେଶରେ ଅନେକ ଭୂମିକମ୍ପ ଘଟିବ । ୨୦୨୩ରେ ଅନେକ ଦେଶ ଭୂମିକମ୍ପ ଘଟିବ । ମହାପୁରୁଷ ଲେଖିଛନ୍ତି ବାରମ୍ବାର ଶ୍ରୀକ୍ଷେତ୍ର ରେ ପଥର ଖସିବା ସହ ନୀଳଚକ୍ରରେ ଗୋଦର ପକ୍ଷୀ ବସିବା କଥା କହିଥିଲେ । ଯାହା ସତ୍ୟ ପ୍ରମାଣିତ ହୋଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *