ଦୁର୍ଘଟଣା କାହିଁକି ହୁଏ ? କାହାର ଅଭିଶାପ ପଡିଲେ ଆପଣଙ୍କ ସହ ହୋଇଥାଏ ଦୁର୍ଘଟଣା… ଦେଖନ୍ତୁ Ajira Anuchinta

ନମସ୍କାର ବନ୍ଧୁଗଣ। ଆଜିର ଏହି ଯୁଗରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଯଦି ସବୁବେଳେ କାହା ସହ ଦୁର୍ଘଟଣା ଘଟୁଅଛି ତେବେ ଏହାକୁ ଅଣଦେଖା କରିବା ଉଚିତ ହୋଇନଥାଏ । ଏହା ଏକ ବଡ ବିପଦ ଅଟେ । ଯାହାକି ଆପଣଙ୍କ ମୁଣ୍ଡ ଉପରେ ଖଣ୍ଡା ଧାର ପରି ଝୁଲୁଥାଏ । କେତେବଳେ କଣ ହେବ ତାହାର କୌଣସି ବାସ୍ତବ ନଥାଏ । ତେଣୁ ଆପଣ ନିହାତି ଭାବରେ ରଖିବା ଉଚିତ କି ଦୁର୍ଘଟଣା କାହିଁକି ହୋଇଥାଏ ଏବଂ ଏହାର ପ୍ରତିକାର କଣ ଅଟେ । ତେବେ ଆସନ୍ତୁ ଜାଣିବା ।

ଜୀବନକୁ ସୁରକ୍ଷିତ ରଖିବାର ଅନୁଭବ କରିଇବା ବହୁତ କଷ୍ଟ ହୋଇସାରିଲାଣି । କେତେବଳେ କଣ ଘଟିବ ତାହା କାହାକୁ ଜଣାନଥାଏ । ଜୀବନ ଅଛି ତ ଛୋଟ ମୋଟ ଦୁର୍ଘଟଣା ତ ବେଳେବେଳେ ହୋଇଥାଏ । କିନ୍ତୁ ସେହି ଦୁର୍ଘଟଣା ଯଦି ଆପଣଙ୍କ ସହ ବାରମ୍ବାର ବଡ ଧରଣର ହେଉଥାଏ । କେତେବଳେ ଆପଣଙ୍କ ହାତ ଭାଙ୍ଗିଲାଣି ତ କେତେବେଳେ ଆପଣଙ୍କ ଗୋଡ ଆଉ କେତେବଳେ ମୁଣ୍ଡ ଫାଟିବା ଭଳି ବଡ ବଡ ଦୁର୍ଘଟଣା ଯଦି ଆପଣଙ୍କ ସହ ହେଉଛି ତେବେ ଏହା ଗ୍ରହ ଦୋଷ କାରଣରୁ ହୋଇଥାଏ ।

କିଛି ଲୋକଙ୍କର ବାରମ୍ବାର ଦୁର୍ଘଟଣା ଘଟିଥାଏ । ତାଙ୍କ ଶରୀରରେ କୌଣସି ନା କୌଣସି ଜାଗାରେ ଆଘାତ ଆସିଥାଏ । ଏହି ଦୁର୍ଘଟଣା ରାହୁଙ୍କ କୋପ ଦୃଷ୍ଟି ଫଳରେ ହୋଇଥାଏ । ତେଣୁ ଯଦି ଆପଣଙ୍କ ସହ ବାରମ୍ବାର ଦୁର୍ଘଟଣା ହେଉଥାଏ ତେବେ ଏହି ସବୁ ପାଇଁ ରାହୁ ଗ୍ରହ ହିଁ ଦାୟୀ ହୋଇଥାନ୍ତି । ତେଣୁ ଆପଣଙ୍କୁ ପ୍ରଥମେ ରାହୁ ଗ୍ରହକୁ ଶାନ୍ତ କରିବା ଦରକାର ।

ରାହୁଙ୍କର ସବୁଠାରୁ ପ୍ରିୟ ହୋଇଥାଏ ଚନ୍ଦନ । ଯଦି ଆପଣଙ୍କ ସହ ବାରମ୍ବାର ଦୁର୍ଘଟଣା ଦେଉଛି ତେବେ ଆପଣ ରାହୁଙ୍କ ପ୍ରିୟ ଚନ୍ଦନ ଟୋପା ଟିଏ ନିଜ ମୁଣ୍ଡରେ ନିହାତି ଲଗାନ୍ତୁ । ଆପଣ ମୁଣ୍ଡରେ ଚନ୍ଦନ ଟୋପାଟିଏ ଲଗାଇବା ସହ ଆପଣଙ୍କ ପକେଟରେ ଗୋଟିଏ ଦୁବ ଘାସ ନିହାତି ରଖନ୍ତୁ । ଆପଣ ଯଦି ଏହି ଦୁଇଟି ଉପାୟକୁ ପାଳନ କରନ୍ତି ତେବେ ଆପଣଙ୍କ ସହ ହେଉଥିବା ଦୁର୍ଘଟଣା ଆଉ ହେବ ନାହିଁ ।

ମଣିଷ ଜୀବନରେ ଘଟଣା ଘଟିବା ପଛରେ ଗ୍ରହ ଦାୟୀ ଥାଏ । ମଣିଷ ଗ୍ରହ ମାନଙ୍କ ଇସାରାରେ ହିଁ ଚାଲିଥାଏ । ଗ୍ରହର ଚଳନ ମଣିଷ ଜୀବନରେ ପରିବର୍ତ୍ତନ ଆଣିଥାଏ । କେତେବଳେ ଶୁଭ ପରିଣାମ ଆଣିଥାଏ ତ କେତେବେଳେ ଦୁର୍ଘଟଣା ଭଳି ଅଶୁଭ ପରିଣାମ ମଣିଷକୁ ଭୋଗ କରାଇଥାନ୍ତି ।

ତେଣୁ ଆପଣ ପ୍ରତିଦିନ ଘରୁ ବାହାରିବା ବେଳେ ମୁଣ୍ଡରେ ଚନ୍ଦନା ଟିପା ଲଗାଇ ବାହାରନ୍ତୁ । ଏବଂ ନିଜ ଡ୍ରେସ ପକେଟ ଦୁବ ଘାସ ରଖି ବାହାରିବା ଦ୍ଵାରା ଆପଣଙ୍କ ଗ୍ରହ ଦୋଷ କଟିଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *