ନିଜ ପ୍ରେମିକ/ ପ୍ରେମିକାର ନାଁ ଭାବନ୍ତୁ ଓ ତାଙ୍କ ବିଷୟରେ ଜାଣନ୍ତୁ ଏହି ବଡ ରାଜ- Love Quiz

ବନ୍ଧୁଗଣ କଣ ଆପଣ ବି ଜାଣିବାକୁ ଚାହୁଁଛନ୍ତି ଆପଣଙ୍କର ଲଭରଙ୍କ ସତ କଣ । ଏଥିପାଇଁ ଆପଣଙ୍କୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରିବାକୁ ହେବ । ଆପଣ ନିଜର ଲଭର ଙ୍କ ନାଁ ନେଇ ଏହି ୫ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରନ୍ତୁ । ଏହା ପରେ ଦେଖିବା ସେମାନଙ୍କର ରାଜ କଣ ରହିଛି । ଆପଣଙ୍କ ପାଇଁ ତାଙ୍କ ମରେ ପ୍ରେମ ଅଛି କି ନାହି କି ତାଙ୍କ ମନରେ କଣ ଚାଲିଛି । ତେବେ ଆସନ୍ତୁ ଆରମ୍ଭ କରିବା ଏହି ମଜାଦାର କୁଇଜ ଗେମ ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଲଭର ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ସେ ଆପଣଙ୍କୁ ହୃଦୟ ରୁ ଭଲ ପାଉଛନ୍ତି ଓ ଆପଣଙ୍କର ବହୁତ ସମ୍ମାନ ମଧ୍ୟ କରୁଛନ୍ତି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଲଭର ଙ୍କୁ ବହୁତ ରାଗ ଆସିଥାଏ କଥା କଥାରେ । ସେ କଥା କଥା ରେ ରାଗି ଯାଇ ଝଗଡା କରିବାରେ ଲାଗିଥାନ୍ତି ଯାହା ସେମାନଙ୍କର ସବୁଠାରୁ ବଡ ସମସ୍ଯା ଅଟେ ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଲଭରଙ୍କ ହୃଦୟ କାହା ଉପରେ ଥରେ ଆସିଗଲେ ତ ସେ କେବେ ତାଙ୍କର ହାତ ଛାଡନ୍ତି ନାହି । ସର୍ବଦା ତାଙ୍କର ସାଥ ଦେଇଥାନ୍ତି । କେହି ତାଙ୍କର ବିରୁଦ୍ଧରେ ଗଲେ ମଧ୍ୟ ସେ କେବେ ଆପଣଙ୍କର ସାଥ ଛାଡିବେ ନାହି । ବର୍ତ୍ତମାନ ତାଙ୍କ ମନ ଆପଣଙ୍କ ଉପରେ ଆସିଛି ।

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଲଭର ଙ୍କ ହୃଦୟ ବହୁତ କୋମଳ ଅଟେ । ସେ ଯେତେବେଳେ ବି କହିଥାନ୍ତି ସର୍ବଦା ହୃଦ୍ୟ ରୁ ହିଁ କହିଥାନ୍ତି । ସେ ସବୁବେଳେ ସତ କଥା କହିଥାନ୍ତି କେବେ ବି ମିଛ କୁହନ୍ତୁ ନାହି । ତାଙ୍କୁ ମିଛ କହୁଥିବା ଲୋକ ପସନ୍ଦ ନୁହେଁ । ଆପଣଙ୍କ ଲଭର ଆପଣଙ୍କ ଉପରେ ଭରସା ରଖିଛନ୍ତି କି ଆପଣ ତାଙ୍କୁ କେବେ ବି ମିଛ କହିବେ ନାହି ।

୫- ପଞ୍ଚମ ନମ୍ବର: ଯଦି ଆପଣ ପଞ୍ଚମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଲଭର ଙ୍କୁ ନିଜ ଠାରୁ ଅଧିକ ବିଶ୍ଵାସ ଆପଣଙ୍କ ଉପରେ ଅଛି । ତାଙ୍କୁ ଲାଗୁଛି କି ଆପଣ କେବେ ବି ତାଙ୍କର ବିଶ୍ଵାସ ଭାଙ୍ଗିବେ ନାହି । ସେ ଆପଣଙ୍କ ଠାରୁ ଏମିତି କିଛି ଆଶା ବି ରଖୁଛନ୍ତି । କାରଣ ଯେଉଁ ଦିନ ତାଙ୍କର ବିଶ୍ଵାସ ଆପଣଙ୍କ ଉପରୁ ଭାଙ୍ଗିଯିବ ସେଦିନ ଆପଣଙ୍କର ସମ୍ପର୍କ ମଧ୍ୟ ଭାଙ୍ଗିଯିବ ।

ଆଶା କରୁଛୁ ଆପଣଙ୍କୁ ଏହି ମଜାଦାର କୁଇଜ ଗେମ ଟି ନିଶ୍ଚିନ୍ତ ଭାବେ ପସନ୍ଦ ଆସିଥିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *