IAS ଇଣ୍ଟରଭିୟୁ ରେ ପଚରା ଯାଇଥିବା ପ୍ରଶ୍ନ- ସେଇଟା କଣ ଯାହା ଝିଅ ମାନେ ପ୍ରଥମ ଥରେ କରିଲେ ବହୁତ କଷ୍ଟ ହୁଏ ? ଏହା ସହ ଆହୁରି 18 GK Quiz

ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି । ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ ।

ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରଖିଥାନ୍ତି । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।

୧- ଗ୍ରହ ମାନେ ସର୍ବଦା କେଉଁ ଦିଗରୁ କେଉଁ ଦିଗକୁ ଘୁରିଥାନ୍ତି ?

ଉତ୍ତର- ପଶ୍ଚିମ ରୁ ପୂର୍ବକୁ

୨- ଏ ପର୍ଯ୍ଯନ୍ତ କେତୋଟି ଉପଗ୍ରହ ଆବିଷ୍କାର ହୋଇଛି ?

ଉତ୍ତର- ୫୩ଟି

୩- ଲାଞ୍ଜା ତାରା କାହାକୁ କୁହନ୍ତି ?

ଉତ୍ତର- ଧୂମକେତୁ

୪- କେଉଁ ଧୂମକେତୁ ୭୬ ବର୍ଷରେ ଥରେ ଦେଖାଦିଏ ?

ଉତ୍ତର- ହ୍ୟାଲି ଧୂମକେତୁ

୫- ଚନ୍ଦ୍ର ର ଓଜନ କେତେ ?

ଉତ୍ତର- ପୃଥିବୀର ଓଜନର ୮୧ ଭାଗରୁ ଏକ ଭାଗ

୬- ପୃଥିବୀର ଆବର୍ତ୍ତନ ସମୟ କେତେ ?

ଉତ୍ତର- ୨୩ ଘଣ୍ଟା ୫୬ ମିନିଟ ୯ ସେକେଣ୍ଡ

୭- ପୃଥିବୀର ବୃହତ୍ତମ ମହାଦେଶ କିଏ ?

ଉତ୍ତର- ଏସିଆ

୮- ପୃଥିବୀର କ୍ଷୁଦ୍ରତମ ମହାଦେଶ କିଏ ?

ଉତ୍ତର- ଅଷ୍ଟ୍ରେଲିୟା

୯- ସବୁଠାରୁ ବଡ ମହାସାଗର କିଏ ?

ଉତ୍ତର- ପ୍ରଶାନ୍ତ ମାହସାଗର

୧୦- ଶୀତଳତମ ଗ୍ରହ କିଏ ?

ଉତ୍ତର- ପ୍ଲୁଟୋ

୧୧- ବିଶ୍ଵ ର ସବୁଠାରୁ ବଡ ପାଚେରି କଣ ଅଟେ ?

ଉତ୍ତର- ଦ ଗ୍ରେଟ ୱାଲ ଅଫ ଚାଇନା

୧୨- ନୀତି ଆୟୋଗର ଅଧ୍ୟକ୍ଷ କିଏ ହୋଇଥାଏ ?

ଉତ୍ତର- ପ୍ରଧାନମନ୍ତ୍ରୀ

୧୩- ଦିଲ୍ଲୀ ଚାଲୋ ଡାକରା କିଏ ଦେଇଥିଲେ ?

ଉତ୍ତର- ସୁଭାଷ ଚନ୍ଦ୍ର ବୋଷ

୧୪- ଭାରତର ସବୁଠାରୁ ଅଧିକ ଚନ୍ଦନ ଗଛ କେଉଁ ରାଜ୍ଯରେ ଅଛି ?

ଉତ୍ତର- କର୍ଣ୍ଣାଟକ

୧୫- କଳା ଗୋଲାପ କେଉଁ ଦେଶରେ ଦେଖଜାଏ ?

ଉତ୍ତର- ତୁର୍କୀ

୧୬- ଲେଖିଥାଏ କିନ୍ତୁ ପେନ ନୁହେଁ, ଚାଲିଥାଏ କିନ୍ତୁ ଗାଡି ନୁହେଟି କଟ କଟ କରେ କିନ୍ତୁ ଘଡି ନୁହେଁ ତେବେ ମୁଁ କିଏ ?

ଉତ୍ତର- ଟାଇପ ମେସିନ

୧୭- ମାଉଣ୍ଟ ଏଭରେଷ୍ଟ କେଉଁ ଥରେ ଅବସ୍ଥିତ ?

ଉତ୍ତର- ନେପାଳ

୧୮- ଭାରତର ପ୍ରଥମ ଭାଇସରଏ କିଏ ଥିଲେ ?

ଉତ୍ତର- ଲର୍ଡ କେନିଙ୍ଗ

୧୯- ସେଇଟା କଣ ଯାହା ଝିଅ ମାନେ ପ୍ରଥମ ଥରେ କରିଲେ ବହୁତ କଷ୍ଟ ହୁଏ ?

ଉତ୍ତର- କାନ ଫୋଡାଇଲେ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *