ନିଜ ଘର ଆଗରେ ଲଗାନ୍ତୁ ଏହି 3ଟି ଫୁଲ ଗଛ – ତାପରେ ଦେଖନ୍ତୁ ଚମତ୍କାର |

ଫୁଲ ପ୍ରକୃତିର ଏହି ଭଳି ଏକ ମହତ୍ଵ ପୂର୍ଣ ଓ ଅଭିନ୍ନ ଅ-ଙ୍ଗ ଯାହା ଦ୍ଵାରା ବୃକ୍ଷ ଓ ଜୀବଜଗତ ଅଧୁରା । କାରଣ ଯଦି ଫୁଲ ନ ହେବ ତେବେ ଫଳ ହେବା ଅସମ୍ଭବ । ଆଜି ଆମେ କହିବା ପାଇଁ ଯାଉଛେ କିଛି ଫୁଲ ବି-ଷ-ୟ-ରେ ଯାହା ଘରେ ରହିବା ଦ୍ଵାରା ଶୁଭ ହୋଇଥାଏ । ଆପଣ ମାନେ ସକାଳ ହେଲେ ନିଜ ବାଡି ବଗିଚାରୁ କିଛି ଫୁଲ ତୋଳି ଏହାକୁ ଭଗବାନ ଙ୍କୁ ଅର୍ପଣ କରନ୍ତି । ଏହି ଭଳି କିଛି ବିଶେଷ ଗଛ ଅଛି ଯାହାକୁ ଆପଣ କଣ କେହି ଭି ନିଜ ଘରେ ରଖିବା ପାଇଁ ପସନ୍ଦ କରନ୍ତିନୀ ।

କିନ୍ତୁ ଏହି ଭଳି ମଧ୍ୟ କୁହା ଯାଏ କିକିଛି ଫୁଲ ରଖିବା ଦ୍ଵାରା ଆମେ ଅସୁବିଧାରେ ପଡିଥାଉ କାରଣ ହେଉଛି କି କିଛି ଫୁଲ ଆଡକୁ ଅନେକ ଜି-ବ-ଜ-ନ୍ତୁ ଓ ସ-ରୀ-ସୃ-ପ ମଧ୍ୟ ଆକ୍ରୁଷ୍ଟ ହୋଇ ଯାଇ ଥାନ୍ତି । କିନ୍ତୁ କଣ ଆପଣ ଜାଣି ଛନ୍ତି କି ଏହି ମାନଙ୍କ ମଧ୍ୟ ରୁ କିଛି ଫୁଲ ରଖିବା ଆଡବାରା ମାନେ କିଛି ଗଛ ଲଗାଇବା ଦ୍ଵାରା ଶୁଭ ପରିଣାମ ମିଳିଥାଏ । କହିବାର ଅର୍ଥ ହେଉଛି ଏହାକୁ ଦେଖି କରି ଗଲେ ଆପଣଙ୍କ ଜୀବନରେ ଶୁଭ ହୋଇଥାଏ । ଆଜି ଆମେ ଯାହାଭି କହିବକହିବା ପାଇଁ ଯାଉଛୁ ଏହା ମନରୁ ନୁହେଁ ଶାସ୍ତ୍ରରେ ଲେଖା ହୋଇଥିବା କଥା କହିବା ପାଇଁ ଯାଉଛୁ । ପ୍ରଥମ ଫୁଲ ହେଉଛି ନା-ଗ-ଚ-ମ୍ପା କିମ୍ବା ନା-ଗେ-ଶ୍ଵ-ରୀ ଗଛ ।

ଏହା ସାଧାରଣ ଭାବେ ସବୁ ଜାଗାରେ ମିଳେନି ଯଦି ଏହା ଆପଙ୍କ ଘରେ ଅଛି ଆଗରୁ ତେବେ ଏହାକୁ କା-ଟି-ବେ ନି କାରଣ ଏହା ଯାହା ଭି ଘରେ ଥାଏ ସେମାନଙ୍କ ଘରେ ଦେଖିବେ ସବୁ ବେଳେ ଉର୍ଣ୍ଣତ୍ତି ହୋଇ ଥାଏ ସେମାନେ ସବୁ ବେଳେ କିଛି ନା କିଛି କଥାକୁ ନେଇ ଖୁସିରେ ରୁହନ୍ତି । ତାଙ୍କ ଜୀବରେ ଥିବା ସବୁ ପ୍ରକାର କ-ଷ୍ଟ ଦୂର ହୋଇ ଯାଇଥାଏ । ସେମାନଙ୍କ ଘରେ କେବେଭି ଅସାନ୍ତି ହୋଇ ନଥାଏ । ଆପଣ ଜାଣିଥିବେ କି ଏହାକୁ ଆପଣ ପୂଜା ମଧ୍ୟ କରି ପାରିବେ ଭଗବାନ ଶିବ ଙ୍କୁ ଦେଇକି ।

ଏହା ପରେ ଆସୁଛି ସୁ-ଗ-ନ୍ଧା-ରା-ଜ । ଜଦି ଅପଣଙ୍କ ଘରେ ଏହି ଗଛ ଅଛି ତାହେଲ ଆପଣ ଜାଣି ନିଅନ୍ତୁ କି ଯେଉଁ ଭଳି ଭାବେ ଏହି ଗଛର ଫୁଲ ସବୁ ଆଡେ ନିଜର ସୁ-ଗ-ନ୍ଧ କୁ ଖେଳାଇ ଥାଏ ସେହି ଭଳି ଭାବେ ଆପଣଙ୍କ ଘରେ ସବୁ ବେଳେ ସୁଖ ଶାନ୍ତି ଖେଳାଇ ହୋଇ ରହିବ । ଯଦି ଆପଣଙ୍କ ଘରେ କିଛି ସମସ୍ଯା ଆସିବ ତାହେଲେ ଏହା ମଧ୍ୟ କ୍ଷୀଣ ସ୍ଥାଇ ହୋଇ ରହିବ । ଏହା ପରେ ଚମ୍ପା ଗଛ । ଯଦି ଆପଣଙ୍କ ଘରେ ଏହି ଗଛ ଅଛି କିମ୍ବା ଆପଣ ଆଣି ଏହାକୁ ଲଗାଉ ଛନ୍ତି ତେବେ ଆପଣଙ୍କ ଘରେ ସବୁ ବେଳେ ସୁଖ ସମୃଦ୍ଧି ଭା-ରି ହୋଇ ରହିବ ଏହା ପାଇଁ । ଆପଣ ଯଦି ଏହାକୁ ନିଜ ଘର ସାମନା ରେ ନାଲାଗାଇ ଏହାକୁ ପଛରେ ଲଗାଇ ବେ ଏହା ତାହେଲେ ଅମଧ୍ୟ ଖୁବ ଭଲ ପରିଣାମ ଦେବ ଆପଣଙ୍କୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *