ନିଜ ଭାଗ୍ୟ ନିଜେ ଜାଣନ୍ତୁ ନିଜ ହାତ ରେଖା ଦେଖୀ | Hasta Rekha Bichar

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣଙ୍କୁ କହିବୁ ନିଜ ହାତ ଦେଖି ନିଜ ଭବିଷ୍ୟତ ବିଷୟରେ ଜାଣି ପାରିବେ । ଆପଣଙ୍କ ଭାଗ୍ୟ ରେଖା କଣ କହୁଛି ତାହା ମଧ୍ୟ ଜାଣି ପାରିବେ । କଣ ଆପଣ ଆକେବେ ନିଜ ହାତକୁ ଧ୍ୟାନର ସହିତ ଦେଖିଛନ୍ତି, ଆଜି କଲି ହାତ ଦେଖା ଏମିତି ଭାବେ ଚାଲିଛି । ଆପଣ ମଧ୍ୟ ଦେଖାଇ ଥିବେ । ଏହା ଦେଖି ନିଜ ଭବିଷ୍ୟତ ବିଷୟରେ ଜାଣି ହୁଏ । ଲୋକଙ୍କର ଧ୍ୟାନ ଖାଲି ଭାଗ୍ୟ ରେଖା, ଜୀବନ ରେଖା, ଓ ଦୀର୍ଘାୟୁ ରେଖା ପର୍ଯ୍ୟନ୍ତ ହିଁ ସୀମିତ ଥାଏ ।

ହାତର ରେଖା ଦେଖିଲା ପରେ ଏମିତି ବହୁତ କମ ଲୋକ ଥାନ୍ତି ଯିଏ କିଛି ଅନ୍ୟ ରେଖା ଉପରେ ବିଚାର କରିଥାନ୍ତି । ହାତ ଦେଖି ଏହା ମଧ୍ୟ କୁହାଯାଇଥାଏ ସନ୍ତାନ କେମିତି ଓ କେତୋଟି ହୋଇପାରିବ ।

ହାତର ସବୁଠୁ ଛୋଟ ଆଙ୍ଗୁଠି ତଳେ ବୁଧା ପର୍ବତ ହୋଇଥାଏ । ଯଦି ଏହି ରେଖା ଗୋଟିଏରୁ ଅଧିକ ଥାଏ ଏହାକୁ ପ୍ରେମ ପ୍ରସଙ୍ଗ କୁହାଯାଇଥାଏ । ଏହି ରେଖା ଦ୍ଵାରା ବିବାହ ସମ୍ବନ୍ଧରେ କିଛି ତଥ୍ୟ ମଧ୍ୟ ଜାଣି ହୋଇଥାଏ ।


ଆହିରି ମଧ୍ୟ ବହୁତ କଥା ଜାଣି ହୋଇଥାଏ ଯାହା ଆମେ ଆପଣ ମନକୁ କହିବାକୁ ଯାଉଛୁ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସବୁଠୁ ଛୋଟ ଆଙ୍ଗୁଠି ତଳେ ବୁଧ ପର୍ବତ ଥାଏ । ବୁଧ ପର୍ବତ ପାଖରେ ସେଇ ରେଖାକୁ ସନ୍ତାନ ରେଖା ବୋଲି କୁହାଯାଇଥାଏ । ବିବାହ ରେଖା ଉପରେ ସିଧା ସନ୍ତାନ ରେଖା ଓ ସନ୍ତାନ ରେଖା, ସୁସ୍ଥ ରେଖା, କମଜୋର ଝିଅର ସଙ୍କେତ ଦେଇଥାଏ । କୁହାଯାଏକି ଯଦି ସନ୍ତାନ ରେଖା ଯେତିକି ସୃଷ୍ଟି ହୋଇଥାଏ ସେଇକି ଛୁଆ ପିଲା ସ୍ତ୍ରୀର ହୋଇଥାଏ । ତାହେଲେ ସେଇ ବ୍ୟାକ୍ତି ପିଲା ମାନଙ୍କୁ ବହୁତ ଭଲ ପାଇଥାନ୍ତି ।


ଏମିତି ମଧ୍ୟ କୁହାଯାଏ ଥାଏକି ଯେଉଁ ଲୋକଙ୍କ ହାତରେ ସନ୍ତାନ ରେଖା ଛିଣ୍ଡି ଯାଇଥାଏ ତାହେଲେ ତାକୁ ଜ୍ଯୋତିଷ ଶାସ୍ତ୍ର ହିସାବରେ କୁହାଯାଇଥାଏକି ସନ୍ତାନ ସହିତ କିଛି ଖରାପ ହେବ । ହାତର ରେଖା ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଥାଏକି ଯାହାର ବିବାହ ରେଖା ଆରମ୍ଭ ଓ ଶେଷରେ ଦୁଇ ପାଖକୁ ଯାଇଥାଏ ତାହେଲେ ସେଥିରେ ବିବାହ ଭାଙ୍ଗିବାର କାରଣ ବୋଲି କୁହାଯାଇଥାଏ । ଆପଣଙ୍କ ଦୁଇ ହାତ ଯୋଡିବେ ଯଦି ଅର୍ଦ୍ଧ ଚନ୍ଦ୍ର ଭଳି ଦେଖାଯାଉଛି ତାହେଲେ ଆପଣ ଉତ୍ତମ ବନ୍ଧୁ ପାଇବେ ଓ ତାଙ୍କ ସହିତ ଭଲ ସୁ ସମ୍ପର୍କ ମଧ୍ୟ ଗଠନ ହେବ ।

Leave a Reply

Your email address will not be published. Required fields are marked *