ରାକ୍ଷୀ ପୁର୍ଣିମା 5ଟି ରାଶିରେ ଘଟିବ ମହାସଂଯୋଗ { 22 august } ବଦଳିବ ଭାଗ୍ୟ

ରାକ୍ଷୀ ପୁରଣିମା ପରେ କିଛି ରାଶି ମାନଙ୍କ ଭାଗ୍ୟ ବଦଳିବା ଅପାଇନ ଯାଉଛି । ଯଦି ଦେଖିବା ପାଇଁ ଯିବା ଏହି ଦିନ କୁ ଗମ୍ଭା ପୁରଣିମା ମଧ୍ୟ କୁହାଯାଏ । ଆପଣ ଦେଖିଲେ ଜାଣି ପାରିବେ କି ଏହି ଦିନ ଭଗବାନ ବଳଭଦ୍ର ଙ୍କ ଜନ୍ମ ଦିନ ମଧ୍ୟ ହୋଇଥିଲା । ଯଦି ଦେଖିବା ତ ଏହି ଦିନ ଗାଇକୁ କିଛି ଲୋକମାନେ ରାକ୍ଷୀ ବାନ୍ଧିବା ଓ ପୂଜା କରି ଥାନ୍ତି । ଏହି ଦିନ ଦେଖିବା ପାଇଁ ଗଲେ ଏକ ପୂଣ୍ୟର ଦିନ ବୋଲି କୁହାଯାଏ । ଆପଣ ଜାଣି ଥିବେ କି ଏହି ଦିନ ପ୍ରତେକ ଭାଇ ଓ ଭଉଣୀ ଙ୍କ ପାଇଁ ଏକ ଶୁଭ ଦିନ ଅଟେ ।

ଏହି ଦିନ ସକାଳଉ ଭଉଣୀ ମାନେ ଉଠିକି ନିଜ ନିତ୍ୟକର୍ମ ସାରିକି ନ ଖାଇକି ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଅପେକ୍ଷା କରିଥାନ୍ତି । ଏହି ଦିନ ସେମାନେ ନିଜ ଭାଇକୁ ରାକ୍ଷୀ ବାନ୍ଧିବା ପରେ ହିଁ କିଛି ଖାଧ୍ୟ ଗ୍ରହଣ କରି ଥାନ୍ତି ।

ଦେଖିବା ପାଇଁ ଗଲେ ଏହି ଦିନ କିଛି ଏହି ଭଳି ସଂଯୋଗ ହେବା ପାଇଁ ଯାଉଛି କି ଯାହା ଦ୍ଵାରା କିଛି ଲୋକଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି । ଏହି ଦିନ କିଛି ଭଲ ମିଠା ଓ ଫଳ ମୂଳ ସହ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଥାନ୍ତି ଭଉଣୀ ମାନେ । ଏହାର ନାମ ଏହି ଭଳି ହେବାର କାରଣ ହେଉଛି କି ଏହି ଦିନ ଆମେ ସେହି ମାନଙ୍କୁ ରାକ୍ଷି ବାନ୍ଧି ଥାଉ ଯେଉଁ ମାନେ ଆମକୁ ଅନ୍ୟ ମାନଙ୍କ ଖରାପ ନଜର ରୁ ବଞ୍ଚାଇ ଥାନ୍ତି ।

ଆମେ ଜାଣିଛେ କି ଏହି ଦିନ ଆମେ ଯଦି ଚାହିଁବା ତେବେ ଗଛ କୁ ମଧ୍ୟ ରାକ୍ଷୀ ବାନ୍ଧି ପାରିବା । ଏହି ଦିନ ହେବାକୁ ଯାଉଥିବା ମହା ସଂଯୋଗ ଦ୍ଵାରା କିଛି ରାଶି ମାନଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି । ସେହି ରାଶି ମାନଙ୍କର ଭାଗ୍ୟ ଖରାପ ଥିଲେ ତାହା ଏବେ ଭଲ ହେବାରେ ଲାଗିବ । ଯଦି କେହି ଏମାନଙ୍କ ଠାରୁ ଦୂରେଇ ଯାଇଛନ୍ତି ସେମାନେ ନିଶ୍ଚିତ ଭାବେ ଏହି ଦିନ ପରେ ଫେରି ଆସିବେ । ଯେଉଁ ମାନେ ପ୍ରେମ ସମ୍ପର୍କ ରେ ଅଛନ୍ତି ସେମାନଙ୍କ ପାଇଁ ସମୟ ଖୁବ ଭଲ ରହିବ । ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନେ ନିଶ୍ଚିତ ଭାବେ ଚାକିରି ପାଇଯିବେ ।

ଯେଉଁ ମାନେ କାମ ପାଇଁ ନିଜ ପରିବାର ଓ ସନ୍ତାନ ମାନଙ୍କ ଠାରୁ ଦୂରେଇ ଅଛନ୍ତି ଅନେକ ଦିନରୁ ଏବେ ସେମାନେ ନିଶ୍ଚିତ ଭାବେ ଆସିଯିବେ । ଯେଉଁ ମାନେ ବିବାହ ପାଇଁ ଚେଷ୍ଟା କରୁଥିବେ ସେମାନଙ୍କୁ ଉପଯୁକ୍ତ ପାତ୍ର ମିଳିବ । ଯେଉଁ ମାନେ କିଛି ପଢା ପାଇଁ ବିଦେଶ ଯାତ୍ରା କରିବା କୁ ଚାହୁଁ ଥିବେ ଏହି ସମୟରେ ତାଙ୍କ ମନସ୍କାମନା ପୂରଣ ହେବ । ବ୍ୟବଶାୟୀ ଲୋକମାନେ ଖୁବ ଲାଭ ପାଇବେ । ତେବେ ଆସନ୍ତୁ ଜାଣି ନେବା ଏହି ଭାଗ୍ଯବାନ ରାଶି ମାନଙ୍କ ନାମ କନ୍ୟା, ତୁଳା, ମିଥୁନ, ସିଂହ, କୁମ୍ଭ ରାଶି ଏହି ରାଶିର ଲୋକମାନେ ହେବା ପାଇ ଯାଉଛନ୍ତି ଖୁବ ଭାଗ୍ଯବାନ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *