ପୁର୍ଣିମା ଦିନ ସନ୍ଧ୍ୟା ସମୟରେ ଚୁପଚାପ କରନ୍ତୁ ଏହି 1 ଉପାୟ ଭାଗ୍ୟ ବଦଳିଯିବ

ଦୁନିଆରେ ଅନେକ ପ୍ରକାର ପର୍ବ ପର୍ବାଣି ଅଛି ଦେଖିବା ପାଇଁ ଗଲେ ଏହି ସବୁକୁ ମାନି ଅନେକ ଲୋକମାନେ ଅନେକ ପ୍ରକାର ନିୟମ ମଧ୍ୟ ଅଛି ଯାହା ପାଇଁ ଆମେ ଖୁବ ଲାଭ ବାନ ହେଇ ପାରିବା । ଆମ ଦେଶର ଗଣନା ଅନୁସାରେ ଦେଖିବା ପାଇଁ ପୁର୍ଣିମା ଓ ଅମାବାଶ୍ୟାର ଅନେକ ମହତ୍ଵ ଅଛି । ଆଗାମୀ ଦିନ ଆସୁଥିବା ପୁର୍ଣିମା ରେ ଯଦି ଆପଣ ନିଜ ର ଶରଧା ସହ ଏହି ଦିନ କିଛି ଉପାୟ କରିବେ ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ।

କେବଳ ଆମ ଧର୍ମ ଅନୁସାରେ ନୁହେଁ ସବୁ ପ୍ରକାର ଧର୍ମ ରେ ଆମେ ଏହି ପ୍ରକାର ପୂଜା ଦେଖିବା ନିଶ୍ଚିତ ଭାବେ ଭଲ ପରିଣାମ ମିଳିବ ଆପଣଙ୍କୁ । ଯେଉଁ ମାନେ ଏହାକୁ କରିବେ ସେମାନେ ନିଶ୍ଚିତ ଭାଭ ପାଇବେ ।

ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ଆମେ ଜାଣିଛେ କି ପୁର୍ଣିମା ଦିନ ମା ଲକ୍ଷ୍ମୀ ଙ୍କୁ ମଧ୍ୟ ପୂଜା କରା ଯାଏ । ତେବେ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ବେଳେ ଆମେ କିଛି ଖିରୀ କରି ପୂଜା କରିବା ଦ୍ଵାରା ଖୁବ ଭଲ ପରିଣାମ ମିଳିଥାଏ । ଏହା ସହ ପୁର୍ଣିମା ଦିନ ଆମେ ଏକ ଆମ୍ବ ଡାଳ ଆଣିକି ଏହାକୁ ଗଙ୍ଗା ଜଳ ରେ ବୁଡେଇକି ଏହାକୂ ଘରର ସାମନାରେ ରଖିବା । ଏହାକୁ କରିବା ଦ୍ଵାରା ଘରେ ଥିବା ବାସ୍ତୁ ଦୋଷ ସବୁ ଦୂର ହୋଇଥାଏ ।

ଏହା ପରେ ଆପଣ ଆଉ ଏକ ଉପାୟ ଅଛି ତାହା ହେଉଛି ଆପଣ ଏହି ଦିନ କେଭେବୀ ଆମିଷ ଭୋଜନ କରିବେ ନି । ଆପଣ ଏହି ଦିନ କିଛି ନିଶା ଦ୍ରବ୍ଯ କୁ ସେବନ କରିବେ ନି । ଏହି ଦିନ ହଳଦୀ ରେ କିଛି ଗଙ୍ଗା ଜଳ ମିଶାଇକି ତାକୁ ଆପଣ ନିଜ ଘର କାନ୍ଥରେ ଏହାକୁ ଲଗାଇବା ସହ ଓମ ଓ ସ୍ଵସ୍ତିକ ଚିହ୍ନ ମଧ୍ୟ ଆଙ୍କନ୍ତୁ ଦେଖିବେ ଭଲ ପରିଣାମ ମିଳିବ । ଆପଣ ଏହି ଦିନ ସନ୍ଧ୍ୟା ଦେବେ ସେତେବେଲେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦାନ କରନ୍ତୁ । ଏବଂ କୁହନ୍ତୁ କି ମୋ ଦ୍ଵାରା ହୋଇଥିବା ଆଜିର ଭୁଲ କୁ କ୍ଷମା ଆକରୀ ଦିଅନ୍ତୁ । ଏହି ଦିନ ଆପଣ କ୍ଷୀର ର ଭୋଗ ଲଗାନ୍ତୁ ।

ଆପଣ ଏହି ଦିନ ଆପଣ ଭଗବାନ ଶିବଙ୍କୁ ଆରାଧନା କରନ୍ତୁ । ଏହି ଦିନ ସକାଳୁ ଉଠିକି ଆପଣ ଭଗବାନ ଶିବ ଙ୍କ ପୂଜା କରିବା ସହ ତାଙ୍କ ମଠାରେ ବେଲ ପତ୍ର ଚଢାନତୁ ଦେଖିବେ ଭଲ ପରିଣାମ ମିଳିବ । ପୁର୍ଣିମା ଦିନ ଏହି ଉପାୟ କରିବା ଦ୍ଵାରା ଆପଣ ଖୁବ ଭଲ ପରିଣାମ ପାଇବେ । ଆପଣଙ୍କ ମାନଶିକ ଅସାନ୍ତି ଆସି ଥାଏ । ଆପଣଙ୍କ ପିଲା ମାନେ ଖୁବ ଭଲ ଜାଗାରେ ଚାକିରି ପାଇ ଥାନ୍ତି । ଆପଣଙ୍କ ଘରେ ଯଦି କେହି ବେମାର ରେ ପଡିଛନ୍ତି ତେବେ ଏହି ପୂଜା କରିବା ଦ୍ଵାରା ଆପଣ ନିଜ ପିଲା ସହ ନିଜ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ କୁ ଭି ଖୁବ ଭଲ କରି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *