ଏମିତି ଝିଅ ଯେଉଁଠି ମିଳିବ ସଙ୍ଗେ ସଙ୍ଗେ ବିବାହ କରି ନେବା ଉଚିତ- Chanakya Niti

ବିବାହକୁ ନେଇ ବହୁତ ଲୋକ ଚିନ୍ତିତ ରୁହନ୍ତି । ବେସୀ କରି ପୁଆ ମାନେ ବହୁତ ଦ୍ଵନ୍ଦରେ ପଡିଥାନ୍ତି । ସେ ଭାବିଥାନ୍ତି ଯେଉଁ ଝିଅ ସହିତ ଆମର ବିବାହ ହେବ ସେଇ ଝିଅ କେମିତି ହୋଇଥିବ । ତା ସହିତ ତା ଜୀବନ ଭଲରେ ବିତିବ, ଆଉ ଅନ୍ୟ ସମସ୍ୟା ହେବନିତ । ଏହିଭଳି କଥା ବିବାହ ସମୟରେ ଆମ ଚିନ୍ତାକୁ ବଢାଇ ଦେଇଥାଏ । ଏହି ସବୁ କଥା ଶାସ୍ତ୍ର ଓ ଚାଣକ୍ୟ ନୀତିରେ ମଧ୍ୟ କୁହାଯାଇଛି । ଯୋଗ୍ୟ ଜୀବନ ସାଥି ସହିତ ବିବାହ କରିବାକୁ ପଡିଥାଏ ନହେଲେ ଜୀବନରେ ବହୁତ ସାରା ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ ।

ଏହା ଭାବିଥାନ୍ତି ଯେଉଁ ଝିଅ ସହିତ ବିବାହ ହେଉଛି ସେ ଭଲ କି ନୁହେଁ ସେଇ ଚିନ୍ତା ଲାଗି ରହିଥାଏ । ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯଦି ସେଇ ହିସାବରେ ଏମିତି କିଛି ଝିଅ ମିଳନ୍ତି ତେବେ ତାଙ୍କୁ ବିବାହ କରିବାରେ କେବେବି ଡେରି କରିବା ଉଚିତ ନୁହେଁ ।

ଚାଣକ୍ୟ କହିଛନ୍ତି ଯଦି କୌଣସି ସ୍ତ୍ରୀର କାମ କାର୍ଯ୍ୟ ନହିଁ କିନ୍ତୁ ତାର ଘର ପରିବାର ଓ ସମାଜ ବିଷୟରେ ବହୁତ ଜ୍ଞାନ ରହିଛି ତେବେ ଏହା ବହୁତ ଭଲ କଥା ଅଟେ । ଏହି ଭଳି ସ୍ତ୍ରୀ ଜାଗୃତ ରହିଥାଏ ଓ ପରିବାରର ସବୁବେଳେ ମାନ ସନମାନ ବଢାଇ ଥାଏ ।

ବିବାହ ପାଇଁ ସ୍ତ୍ରୀ ଭିତରେ ଗୋଟିଏ ଗୁଣ ରହିଥିବା ଦରକାର ହୋଇଥାଏ । ସମସ୍ତଙ୍କୁ ଉଚିତ ମାନ ସନମାନ ଦେବା ଜାଣିଥିବ । ନିଜଠୁ ବଡ ଓ ଛୋଟ ଲୋକଙ୍କୁ ସନମାନ ଦେବା ଦରକାର ହୋଇଥାଏ । ଯେଉଁ ସ୍ତ୍ରୀ ସଂସ୍କୃତି ଓ ପରମ୍ପରାର ପାଳନ କରିଥାଏ ସେ ବିବାହ ପାଇଁ ଶ୍ରେଠ ରହିଥାଏ । ଏହିଭଳି ସ୍ତ୍ରୀ ସ୍ଵାମୀ ପାଇଁ ସୌଭାଗ୍ୟ ବଢାଇ ଥାଏ । ସେ ପୂଜା ପାଠରେ ଦେବୀ ଦେବତାଙ୍କ କୃପା ପ୍ରାପ୍ତ କରିଥାଏ । ଯାହା ଦ୍ଵାରା ଘରେ ସମୃଦ୍ଧି ଆସିଥାଏ । ଯେଉଁ ସ୍ତ୍ରୀ ଭିତରେ ବଚତ କରିବାର ଗୁଣ ଥାଏ ସେ ପରିବାର ପାଇଁ ଶୁଭ ରହିଥାଏ ।

ପରିବାରରେ ଆର୍ଥିକ ରୂପରେ ସାହାର୍ଯ୍ୟ କରିବା ପାଇଁ ମହତ୍ଵ ପୂର୍ଣ ଭୂମିକା ନିଭାଇ ଥାଏ । ଏମିତି ସ୍ତ୍ରୀକୁ ଲକ୍ଷ୍ମୀର ସ୍ୱରୂପ ବୋଲି କୁହାଯାଇଥାଏ । ଯେଉଁ ସ୍ତ୍ରୀଙ୍କର ଆବାଜ ମିଠା ହୋଇଥାଏ ଯାହାର କଥା ହେବା ଦ୍ଵାରା ସୁଖର ଅନୁଭବ ହୋଇଥାଏ। ସେ ବିବାହ ପାଇଁ ଶ୍ରେଷ୍ଠ ହୋଇଥାଏ । ଯେଉଁ ସ୍ତ୍ରୀ ଖରାପ ସମୟରେ ସ୍ଵାମୀର ସାଥ ଦେଇଥାଏ ଓ ବିପଦରେ ସ୍ଵାମୀ ପାଖରେ ରହି ଠିକ ସଜେସନ ଦେଇପାରିବ ।


ଯେଉଁ ସ୍ତ୍ରୀ ଭାଇ ଭଉଣୀ ଓ ସମ୍ପର୍କୀୟଙ୍କ ସହିତ ଭଲ ସମ୍ପର୍କ ରଖିଥାନ୍ତି ଓ ସମସ୍ତଙ୍କ ଧ୍ୟାନ ରଖିଥାନ୍ତି । ସେଇ ଝିଅ ବିବାହ ପାଇଁ ଉତ୍ତମ ହୋଇଥାଏ । ଯେଉଁ ସ୍ତ୍ରୀ ନିଜ ମରିୟଦାରେ ରହିଥାଏ ଓ ଘର ପରିବାରର ମାନ ସନମାନ ବଜାଏ ରଖିଥାଏ ସେଇ ସ୍ତ୍ରୀ ଶ୍ରେଷ୍ଠ ସ୍ତ୍ରୀ ହୋଇଥାଏ । ଶ୍ରେଷ୍ଠ ସ୍ତ୍ରୀ ସେଇ ହୋଇଥାଏ ତାଙ୍କ ଭିତରେ ଅହଂ ଭାବ ନଥାଏ ଓ ପରିବାରକୁ ସବୁବେଳେ ଖୁସିରେ ରଖିଥାଏ । ସେଇ ଝିଅ ସବୁ ବେଳେ ଉତ୍ତମ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *