ନିଜ ଘର ବାଡ଼ିରେ ଜଦି ଏହି ଗଛ ଗୁଡିକ ଅଛି – ତେବେ ସାବଧାନ | ହେବ ଅକାଳ ମୃତ୍ୟୁ |

ନିଜ ଘରେ ହେଉକି ବାଡିରେ ହେଉ ବହୁତ ପ୍ରକାରର ଗଛ ରହିଥାଏ । ଆପଣ କଣ ଜାଣିଛନ୍ତି ବାଡିରେ ଏହି ପ୍ରକରର ଗଛ ରହିବା ହେତୁ ଆପଣଙ୍କର ବହୁତ ଅନିଷ୍ଟ ହୋଇଥାଏ । ଆପଣଙ୍କ ଘରେ ସବୁବେଳେ ଝ-ଗ-ଡା ଝାଟି ଲାଗିରହିଥାଏ । ଏମିତିକି ଯାହା କିଛି ଆଣିଲେ ମଧ୍ୟ ଅଣ୍ଟେ ନାହିଁ । ଆଉସେଥିରୁ ମଧ୍ୟ ନେଗେଟିଭ ଏନର୍ଜି ଆସିଥାଏ । ଆସନ୍ତୁ ଜାଣିବା କେଉଁ ଗଛ ରହିଲେ ଆପଣଙ୍କ ପାଇଁ ଅଶୁଭ ହୋଇଥାଏ ।


କଣ୍ଟା ଜାତୀୟ ଗଛ :- ଯଦି ଆପଣଙ୍କ ଘର ସାମ୍ନାରେ କୌଣସି କଣ୍ଟା ଜାତୀୟ ଗଛ ରହିଛି ତେବେ ତାକୁ କେବେବି ରଖନ୍ତୁ ନାହିଁ । କାହିଁକି ନା ଘର ସାମ୍ନାରେ ରାତି ପାହିଲେ ଆପଣ ଯଦି ସେହି କଣ୍ଟା ଜାତୀୟ ଗଛର ମୁହଁ ଦେଖୁଛନ୍ତି ତେବେ ଆପଣଙ୍କର ଘୋର ଅନିଷ୍ଟ ହୋଇଥାଏ ।


କନିଅର ଗଛ :- ଆପଣ ମାନେ ସମସ୍ତେ କନିଅର ଗଛ ବିଷୟରେ ଜାଣିଥିବେ । ଏହି ଗଛ ଯଦି ଆପଣ ନିଜ ବାଡିରେ ରଖୁଛନ୍ତି ବା ଘର ପଛ ପାଖେ ରଖୁଛନ୍ତି ତେବେ ଏହାକୁ କେବେବି ରଖନ୍ତୁ ନାହିଁ । କୌଣସି ଦୂର ସ୍ଥାନକୁ ରଖନ୍ତୁ । ଘର ପାଖାପାଖି କି ଘରର ଚାରି ପାଖରେ ରଖନ୍ତୁ ନାହିଁ । ଏହି ଗଛକୁ ରଖିବା ଦ୍ଵାରା ନିଜ ପରିବାରରେ କୌଣସି ବ୍ୟକ୍ତି କେବେ ନା କେବେ ବିସ ଫାଇବାରେ ମଧ୍ୟ ଦେଖାଦେଇଥାଏ । ତେଣୁ କରି ଆପଣ କୌଣସି ସମୟରେ ଘର ପାଖାପାଖି ଏହି ଗଛକୁ ରଖନ୍ତୁ ନାହିଁ ।


ବର ଗଛ ଓ ଅସ୍ଵସ୍ଥ ଗଛ :- ଏହି ଦୁଇଟି ଗଛ ଯଦି ଆପଣଙ୍କ ଘର ପାଖାପାଖି ରହିଛି ମାନେ ଘରର ଚାରି ପାଖେ କେଉଁଠି ରଖୁଛନ୍ତି । ତାହେଲେ ମଧ୍ୟ ଘୋର ବିପଦ ମାଡିଆସେ । ତେଣୁ କରି ଏହି ଦୁଇଟି ଗଛ କେବେ ସାଙ୍ଗରେ ପାଖାପାଖି ରଖନ୍ତୁ ନାହିଁ । ଯଦି ଗୋଟିଏ ଗଛ ରହିଛି ତେବେ ଥାଉ ଯଦି ଦୁଇଟି ଯାକ ଗଛ ସାମ୍ନାରେ ରହିଛି । ଏମିତିକି ଘରର ଆଖ ପାଖରେ ରହିଛି । ତେବେ ଏହି ଦୁଇଟି ଯାକ ଗଛକୁ ପାଖାପାଖି ରଖିବାକୁ ଦିଅନ୍ତୁ ନାହିଁ । ନହେଲେ ଆପଣଙ୍କ ଘରେ ବହୁତ ଅନିଷ୍ଟ ଘଟିପାରେ । ଏହା ଥିଲା ସେହି ସବୁ ଗଛ ଗୁଡିକ ଯାହା ଦ୍ଵାରା ଆପଣ ନିଜ ଘରର ବାଡିରେ ରଖିବା ଦ୍ଵାରା ଘୋର ଅନିଷ୍ଟ ହୋଇଥାଏ ।

Leave a Reply

Your email address will not be published. Required fields are marked *