ସବୁ ଧାର୍ମିକ ଗ୍ରନ୍ଥରେ ଦାନର ମହତ୍ଵ ଲେଖା ଯାଇଛି କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଦାନ ଦ୍ଵାରା ମଣିଷ ର ସବୁ ପାପ ଧୋଇ ହୋଇ ଯାଇ ଥାଏ । କିଛି ନୂଆ ଜିନିଷ ଦାନ କରିବା ଦ୍ଵାରା ଆଗାମୀ ପିଢୀ ପାଇଁ ସବୁ କିଛି ଶୁଭ ହୋଇ ଥାଏ । କୁହାଯାଏ କି ଦାନ ଦ୍ଵାରା ପୂର୍ବ ପୁରୁଷ ଓ ଆଗାମୀ ଜେନେରେସନ ପାଇଁ ଏହା ବହୁତ ଭଲ ହୋଇ ଥାଏ । ଆପଣ ଯଦି ଜାଣି ଥିବେ କି ଦାନ କରିବା ଦାରା ଆମେ ଆମ ସହ ଅନ୍ୟମାନଙ୍କୁ ମଧ୍ୟ ଖୁଶି ଦେଇ ଥାଉ ।
ଏହାର ଅନେକ ଉଦାହରଣ ଆମ ସାତରରେ ଅଛି ଯାହା ଦ୍ଵାରା ଆମେ ଜାଣି ପାରିବା କି ଅନେକ ଡାନୀ ମାନଙ୍କ ଉଦାହରଣ ଲେଖା ହୋଇଛି ଆମ ଇତିହାଶ ରେ । ଆମ ହିନ୍ଦୁ ଧର୍ମରେ ଦାନ କୁ ବହୁତ ବଡ ଧର୍ମ ବୋଲି କୁହାଯାଏ । ଆମ ହିନ୍ଦୁ ଧର୍ମ ଅନୁସାରେ କିଛି ଆୟୋଜନ ହେଲେ ଆମେ ମାନେ ଦାନ କରୁ ଏହା ପାଇଁ ହୋଇଥିବା କାମ ସଫଳ ହୁଏ ବୋଲି କୁହାଯାଏ । ଆମେ କିନ୍ତୁ ଯଦି ଦେଖିବା ପାଇଁ ଯିବା ତ କିଛି ଏହି ଭଳି ଦାନ ଦେଇ ଦଉ ଯାହା ଦ୍ଵାରା ଆମେ ବହୁତ ଖରାପ ପରିସ୍ଥିତି ରେ ପଡିଥାଉ । ଏହି ଭଳି ଦାନ ଦେବା ବର୍ଜିତ ବୋଲି କୁହା ଯାଇଛି । ଏହି ଭଳି ଦାନ ଦେବା ଆଉ ଦାନ ନେବା ଉଭୟ ଖରାପ ହୋଇ ଥାଏ ବୋଲି କୁହା ଯାଇଛି ।
ଦାନ ନେଉଥିବା ଲୋକ ଅସୁବିଧାରେ ପଡିଥାଏ ଓ ନେବା ମଧ୍ୟ ଖୁବ ଖରାପ ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଆପଣ କେଉଁ ଜିନିଷକୁ ଦାନ ରେ ଦେବା ଦ୍ଵାରା ଖରାପ ପ୍ରଭାବ ଆସିଥାଏ । ଆମ ଘରେ ଥିବା ଝାଡୁ ଯାହାକୁ ଆମେ ବ୍ୟବହାର କରୁ ତାକୁ ଦେଖିବା ଦ୍ଵାରା ଖରାପ ପ୍ରଭାବ ଥାଏ । କିନ୍ତୁ ଏହାକୁ ଦାନ କରିବା ଦ୍ଵାରା ସବୁ ପ୍ରକାର ଅସୁବିଧା ଆମ ଜୀବନରେ ଆସିଥାଏ । ଆପଣ ଜାଣି ଥିବେ କି ଆମେ ତେଲ ଦାନ କରିବା ଦ୍ଵାରା ଭଲ ହୋଇ ଥାଏ କିନ୍ତୁ ଆପଣ ଯଦି ଖରାପ ତେଲ କିମ୍ବା ପୋଡା ତେଲ କାହାକୁ ଦାନ କରିବେ ଏହା ମଧ୍ୟ ଖରାପ ଅଟେ ।
ଏହା ପରେ ବାସନ ଆପଣ ମାନେ ଜାଣି ଥିବେ କି ବାସନ କୁସନ ସବୁ ମା ଲକ୍ଷ୍ମୀ ଙ୍କ ବାସନ ଥାଏ । ଆପଣ ଯଦି ଏହାକାଉ କାହାକୁ ଦାନରେ ଦେବେ ତେବେ ଏହା ଆପଣଙ୍କ ପାଇଁ ଅଭିଶାପ ହେଇ ଜୀବ । ଆପଣ ନିଜ ଘରର ଏହି ସବୁ ଜିନିଷ ଯଦି ଦାନରେ ଦେବେ ଏହା ଆପଣଙ୍କ ପାଇଁ ଓ ଆପଣଙ୍କ ପରିବାର ପାଇଁ ଖରାପ ସମୟ ଆଣିଦେବ । ଆପଣ ଯଦି ନିଜ ପରିବାର ଓ ନିଜକୁ ଦାରିଦ୍ରତା କୁ ଦୂରେଇ ରଖିବା ପାଇଁ ଚାହୁଁ ଥିବେ ତେବେ ଆପଣ ଏହାକୁ କେବେ ଭି ଦାନ ରେ ଦିଅନ୍ତୁ ନି ।