ନିଜର ଏହି 3ଟି ଜିନିଷ କାହାକୁ ଭି ଦାନରେ ଦିଅନ୍ତୁ ନାହିଁ, ନହେଲେ ମହା ସଙ୍କଟ ଆସିବ ଆପଣଙ୍କ ଜୀବନରେ

ସବୁ ଧାର୍ମିକ ଗ୍ରନ୍ଥରେ ଦାନର ମହତ୍ଵ ଲେଖା ଯାଇଛି କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଦାନ ଦ୍ଵାରା ମଣିଷ ର ସବୁ ପାପ ଧୋଇ ହୋଇ ଯାଇ ଥାଏ । କିଛି ନୂଆ ଜିନିଷ ଦାନ କରିବା ଦ୍ଵାରା ଆଗାମୀ ପିଢୀ ପାଇଁ ସବୁ କିଛି ଶୁଭ ହୋଇ ଥାଏ । କୁହାଯାଏ କି ଦାନ ଦ୍ଵାରା ପୂର୍ବ ପୁରୁଷ ଓ ଆଗାମୀ ଜେନେରେସନ ପାଇଁ ଏହା ବହୁତ ଭଲ ହୋଇ ଥାଏ । ଆପଣ ଯଦି ଜାଣି ଥିବେ କି ଦାନ କରିବା ଦାରା ଆମେ ଆମ ସହ ଅନ୍ୟମାନଙ୍କୁ ମଧ୍ୟ ଖୁଶି ଦେଇ ଥାଉ ।

ଏହାର ଅନେକ ଉଦାହରଣ ଆମ ସାତରରେ ଅଛି ଯାହା ଦ୍ଵାରା ଆମେ ଜାଣି ପାରିବା କି ଅନେକ ଡାନୀ ମାନଙ୍କ ଉଦାହରଣ ଲେଖା ହୋଇଛି ଆମ ଇତିହାଶ ରେ । ଆମ ହିନ୍ଦୁ ଧର୍ମରେ ଦାନ କୁ ବହୁତ ବଡ ଧର୍ମ ବୋଲି କୁହାଯାଏ । ଆମ ହିନ୍ଦୁ ଧର୍ମ ଅନୁସାରେ କିଛି ଆୟୋଜନ ହେଲେ ଆମେ ମାନେ ଦାନ କରୁ ଏହା ପାଇଁ ହୋଇଥିବା କାମ ସଫଳ ହୁଏ ବୋଲି କୁହାଯାଏ । ଆମେ କିନ୍ତୁ ଯଦି ଦେଖିବା ପାଇଁ ଯିବା ତ କିଛି ଏହି ଭଳି ଦାନ ଦେଇ ଦଉ ଯାହା ଦ୍ଵାରା ଆମେ ବହୁତ ଖରାପ ପରିସ୍ଥିତି ରେ ପଡିଥାଉ । ଏହି ଭଳି ଦାନ ଦେବା ବର୍ଜିତ ବୋଲି କୁହା ଯାଇଛି । ଏହି ଭଳି ଦାନ ଦେବା ଆଉ ଦାନ ନେବା ଉଭୟ ଖରାପ ହୋଇ ଥାଏ ବୋଲି କୁହା ଯାଇଛି ।

ଦାନ ନେଉଥିବା ଲୋକ ଅସୁବିଧାରେ ପଡିଥାଏ ଓ ନେବା ମଧ୍ୟ ଖୁବ ଖରାପ ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଆପଣ କେଉଁ ଜିନିଷକୁ ଦାନ ରେ ଦେବା ଦ୍ଵାରା ଖରାପ ପ୍ରଭାବ ଆସିଥାଏ । ଆମ ଘରେ ଥିବା ଝାଡୁ ଯାହାକୁ ଆମେ ବ୍ୟବହାର କରୁ ତାକୁ ଦେଖିବା ଦ୍ଵାରା ଖରାପ ପ୍ରଭାବ ଥାଏ । କିନ୍ତୁ ଏହାକୁ ଦାନ କରିବା ଦ୍ଵାରା ସବୁ ପ୍ରକାର ଅସୁବିଧା ଆମ ଜୀବନରେ ଆସିଥାଏ । ଆପଣ ଜାଣି ଥିବେ କି ଆମେ ତେଲ ଦାନ କରିବା ଦ୍ଵାରା ଭଲ ହୋଇ ଥାଏ କିନ୍ତୁ ଆପଣ ଯଦି ଖରାପ ତେଲ କିମ୍ବା ପୋଡା ତେଲ କାହାକୁ ଦାନ କରିବେ ଏହା ମଧ୍ୟ ଖରାପ ଅଟେ ।

ଏହା ପରେ ବାସନ ଆପଣ ମାନେ ଜାଣି ଥିବେ କି ବାସନ କୁସନ ସବୁ ମା ଲକ୍ଷ୍ମୀ ଙ୍କ ବାସନ ଥାଏ । ଆପଣ ଯଦି ଏହାକାଉ କାହାକୁ ଦାନରେ ଦେବେ ତେବେ ଏହା ଆପଣଙ୍କ ପାଇଁ ଅଭିଶାପ ହେଇ ଜୀବ । ଆପଣ ନିଜ ଘରର ଏହି ସବୁ ଜିନିଷ ଯଦି ଦାନରେ ଦେବେ ଏହା ଆପଣଙ୍କ ପାଇଁ ଓ ଆପଣଙ୍କ ପରିବାର ପାଇଁ ଖରାପ ସମୟ ଆଣିଦେବ । ଆପଣ ଯଦି ନିଜ ପରିବାର ଓ ନିଜକୁ ଦାରିଦ୍ରତା କୁ ଦୂରେଇ ରଖିବା ପାଇଁ ଚାହୁଁ ଥିବେ ତେବେ ଆପଣ ଏହାକୁ କେବେ ଭି ଦାନ ରେ ଦିଅନ୍ତୁ ନି ।

Leave a Reply

Your email address will not be published. Required fields are marked *