ନାମର ପ୍ରଥମ ଅକ୍ଷର ଏହା ଥିଲେ – 2022ରେ ଏମାନଙ୍କୁ ମିଳିବ ବଡ ଖୁସିଖବର

ଆମ ଜାତକ ଆମ ଜନ୍ମ ସମୟରେ ଆମ ଜାତାକ ରେ ଥିବା ଅଗଣନା ଅନୁସାରେ ଦେଖିବା ପାଇଁ ଗଲେ ସାଧାରଣ ଭାବେ ଆମ ନାମ ରଖା ଯାଇ ଥାଏ । ଏହା ସବୁ ଲୋକ ମାନେ ଜାଣି ଛନ୍ତି କି ଆମେ ପ୍ରତେକ ଲୋକ କିଛି ନା କିଛି ନାମ ଧାରଣ କରିଥାନ୍ତି କିନ୍ତୁ ଦେଖିବା ପାଇଁ ଗଲେ ସବୁ ଅକ୍ଷର ର କିଛି ନା କିଛି ମହତ୍ଵ ମଧ୍ୟ ଅଛି । ଆପଣ ମାନଙ୍କୁ ଆମେ କିଛି ଏହି ଭଳି ନାମ କହିବା ପାଇଁ ଯାଉଛେ ଯାହାଙ୍କୁ ନିକଟ ଭବିଶ୍ଵତରେ ଏମାନେ କିଛି ଭଲ ଖବର ପାଇବା ପାଇଁ ଯାଉଛନ୍ତି ।

ପ୍ରଥମ ଅକ୍ଷର ହେଉଛି “S” ଏମାନେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇ ଥାନ୍ତି । ଏମାନେ ବହୁତ ପରିଶ୍ରମି ହୋଇ ଥାନ୍ତି । ଏମାନେ ଏତେ ଭଲ ହୋଇ ଥାନ୍ତି କି ସବୁ ଏମାନଙ୍କ ଆଡକୁ ଟାଣି ହୋଇ ଆସିଥାନ୍ତି । ଏମାନେ ଭଲ ପାଇବା ରେ ବହୁତ ଲାଜକୁଳା ହୋଇ ଥାନ୍ତି । ଏମାନେ ଦେଖିବା କୁ ସାହାଶୀ ହୋଇ ଥାନ୍ତି । ଏମାନେ ନିଜ ବ୍ୟକ୍ତିଗତ କଥାକୁ କାହାକୁ କହି ନଥାନ୍ତି । ଏମାନେ ମନରୁ ଖରାୟ ହୋଇ ନଥାନ୍ତି କିନ୍ତୁ ଏମାନଙ୍କ କହିବା ଶୈଳୀ ଏମାନଙ୍କୁ ଖରାପ କରି ଦେଇ ଥାଏ । ଅନ୍ୟ ନାମ ହେଉଛି “R” ଏହି ନାମାର ଲୋକ ମାନେ ଅଧିକ ସ୍ପିଡରେ କାମ କରି ଥାନ୍ତି । ଏମାନେ ବହୁତ ଆକର୍ଷକ ହୋଇ ଥାନ୍ତି ।

ଏମାନଙ୍କ ପାଇଁ ପରିବାର ଅଧିକ ମହତ୍ଵ ଅଛି । ଏମାନେ ଯାହାଭି କରିବେ କିମ୍ବା ଯାହାଭି କରିବା ପାଇଁ ଚେଷ୍ଟା କରିବେ ତା ପାଇଁ ଏମାନେ ଅଲଗା ରାସ୍ତା ବାଛି ଥାନ୍ତି । ଏମାନେ ଭଲ ପାଇ ନଥାନ୍ତି କି ଏମାନଙ୍କୁ କେହି ଭୁଲ ନଥାଇକି କିଛି କହୁ । ଏମାନେ ଏହିଭଳି କାମ କରନ୍ତି ଯାହା କେହିଭି କରି ପାରନ୍ତିନୀ । ଏହା ପରେ ନାମ ଆସେ “B” ଏହି ନାମର ଲୋକମାନେ ଭଲ ଥାନ୍ତି କିନ୍ତୁ ରହସ୍ୟମୟ ହୋଇ ଥାନ୍ତି । ଏମାନେ ନିଜର ଲୋକଙ୍କୁ ମଧ୍ୟ ନିଜ ରହସ୍ୟ କହି ନଥାନ୍ତି । ଏମାନେ ଖୁବ ସଙ୍କୁଚିତ ସ୍ଵଭାବର ହୋଇ ଥାନ୍ତି । ଏହା ପରେ “P” ନାମର ବ୍ୟକ୍ତି ଏମାନେ ବହୁତ ଭଲ ଥାନ୍ତି । ଏମାନେ କେବେ କେବେ ନିଜ ବିଚାର ଅନ୍ୟମାନଙ୍କୁ ଉପରେ କହି ଥାନ୍ତି ।

ଏମାନେ ଯାହାକୁ ଭଲ ପାନ୍ତି ଏମାନେ ତାକୁ ହି ଭଲ ପାଇଥାନ୍ତି ଓ ବିବାହ ମଧ୍ୟ କରିଥାନ୍ତି । ଏମାନେ ନିଜ ପରିବାରର ଲୋକଙ୍କୁ ନିଜ ଅପେକ୍ଷା ଅଧିକ ଭଲ ପାଇ ଥାନ୍ତି । ଏମାନେ ଦେଖିବା କୁ ଯେଉ ଭଳି ହୋଇଥାନ୍ତି ସେମାନେ ପ୍ରକୃତରେ ସେହି ଭଳି ହୋଇ ଥାନ୍ତି । ଆପଣ ମାନେ ଜାଣି ଥିବେ କି ଏହି ନାମର ଲୋକମାନେ ଖୁବ ଧାର୍ମିକ ହୋଇଥାନ୍ତି । ଆପଣ ମାନେ ଯଦି ନିଜ ଆଖ ପାଖରେ ଏହି ଭଳି କିଛି ଲୋକମାନଙ୍କୁ ଦେଖିଥିବେ ତେବେ ଆପଣ ମଧ୍ୟ ଜାଣି ଥିବେ ଏହି ବିଶୟରେ । “M”, “N” ନାମର ଲୋକ ମାନେ ଅମଧ୍ୟ ନିଆରା ଥାନ୍ତି ଏମାନେ ଯେଉଁ ମାନଙ୍କ କଥା ଆମେ କହିଲୁ ସେମାନେ ଆଗକୁ ନିକଟ ଭବିଷ୍ୟତରେ କିଛି ଭଲ ଖବର ପାଇବା ପାଇଁ ଯାଉଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *