କୁମ୍ଭ ରାଶି 2022 ପାଇଁ 5ଟି ମହା ଉପାୟ – ଯାହା ଆପଣଙ୍କ ଜୀବନ ବଦଳାଇଦେବ

ଆଗାମୀ ଦିନ ମାନଙ୍କ ରେ ଆପଣ ନିଜ ଭାଗ୍ଯର ଉଧାର କରି ପାରିବେ କିଛି ଉପାୟ କରିକି । ଏହା କେବଳ କୁମ୍ଭ ରାଶିର ଜାତକ ମାନଙ୍କ ପାଇଁ । କୁହା ଯାଏ କି ନବ ବର୍ଷ ନୂଆ ଦିନ ଓ ନୂଆ ଜୀବନ ଓ ନୂଆ ସମୟ ଏଇ ଆସିବା । ଏହାକୁ ଆହୁରି ସୁନ୍ଦର କରିବା ପାଇଁ ଆମେ କିଛି ଉପାୟ କରିବା ପାଇଁ ଯାଉଛୁ । ଏହାକୁ କରିବା ଦ୍ଵାରା ଆମେ କିଛି ଉପାୟ କରିବା ଯାହା ଦ୍ଵାରା ଆପଣ ନିଶ୍ଚିତ ଭାବେ ଉପକୃତ ହେବ ।

ଏକ ଉପାୟ ହେଉଛି ଆପଣ କିଛି ଜଳ ନେଇ ସେଥିରେ ଅଳ୍ପ କିଛି ମାତ୍ରାରେ ହଳଦୀ ପକାଇ ଏହାକୁ ସ୍ନାନ କରିବା ପରେ ସୂର୍ଯ୍ୟ ଙ୍କୁ ଅରପଣ କରନ୍ତୁ ଦେଖିବେ ଭଲ ପରିଣାମ ପାଇବେ । ଆପଣ ଯଦି କିଛି ମାନଶିକ କରିଛନ୍ତି ଏହା ପୂରଣ ହେଉନି ଏହା ତୁରନ୍ତ ହୋଇ ଜୀବ । ଆପଣ ଏକ ଜିନିଷ ର ଧ୍ୟାନ ରଖିବେ କି ଏହା ତମ୍ବା ପାତ୍ର ରେ ଦେବା ଉଚିତ ଅଟେ । ଆପଣ ଆଉ ଏକ କାମ କରି ପାରିବେ କି ଆପଣ ମନ୍ଦାର ଫୁଲ ମଧ୍ୟ ଏହା ସହ ଦେବେ ଦେଖିବେ । ଆପଣ ଚାହୁଁ ଥିବା ଅକାମ ନିଶ୍ଚିତ ଭାବେ ହୋଇଯିବ । ଏହା ସହ ଆପଣ ଯଦି କିଛି ଅସୁବିଧାରେ ଫଶୀ ଯାଇ ଛନ୍ତି ତାହା ମଧ୍ୟ ଦୂର ହୋଇ ଜୀବ । ଆପଣ ସମାଜରେ ସମ୍ମାନ ପାଇବେ ।

ଦ୍ଵିତୀୟ ଉପାୟ ହେଉଛି ଆପଣ ନିଜ ପାଖରେସବୁ ବେଳେ କିଛି ଚାନ୍ଦିର ଜିନିଷ ରଖନ୍ତୁ । ଏହା ଚାନ୍ଦିର ଚେନ ହେଉ କିମ୍ବା ଚାନ୍ଦିର ମୁଦି ହେଉ ଆପଣ ଏହାକୁ ରଖିବା ଦ୍ଵାରା ଧନର ସମସ୍ଯା ବଢି ଜୀବ । ଆପଣ ଜାଣି ଥିବେ କି ଆମେ କିଛି ନା କିଛି କାମ ପାଇଁ ଧନ ସଞ୍ଚୟ କରୁ କିନ୍ତୁ ଯଦି ଆପଣଙ୍କ ପାଖେ ସମ୍ପୂର୍ଣ ପଇସା ନାଇ ଘର ପାଇଁ ତେବେ ଆପଣ ଏକ କାମ କରିବେ ଆପଣ ନିଶ୍ଚିତ ଭାବେ ଏହାକୁ ନ କରିବା ଅଭଲ । ଆପଣଙ୍କ ଘର ଯଦି ଦକ୍ଷିଣ ମୁଖା ହୋଇକି ଅଛି ଚେଷ୍ଟା କରନ୍ତୁ କି ଏହାର ଦ୍ଵାରା କେଉଁ ଅଲଗା ଦିଗରେ ଖୋଲିବେ ।

 

ଆପଣ ଶନି ଦେବଙ୍କ ପୂଜା ଅର୍ଚନା କରିବା ଆପଣଙ୍କ ପାଇଁ ଖୁବ ଭଲ । ଆପଣ ଯଦି ଏହାକୁ ଖୁଶି କରି ପାରିବେ ତେବେ ଆପଣ ସବୁ ସୁଖ ପାଇବେ । ଏହା ଶନି ଦେବଙ୍କ କୋପରୁ ଆପଣଙ୍କୁ ବଞ୍ଚିବା ପାଇଁ ପଡିବ । ଆପଣ ସବୁ ବେଳେ ଭଗବାନ ଙ୍କୁ ପୂଜା କରନ୍ତୁ । ଆପଣ ଶନି ବାର ଦିନ କଳା ବସ୍ତ୍ର ଦାନ କରନ୍ତୁ । ଏହା ଛଡା ଆପଣ ଗୃହରେ ଥିବା ବଡ ଲୋକଙ୍କୁ ନିଶ୍ଚିତ ଭାବେ ଆଦର ସମ୍ମାନ ଦିଅନ୍ତୁ ଏହା ସହ ଆପଣ କିଛି ଖାଇବା ମାନେ ଅଟା ଗୁଲା କରି ମାଛ ଙ୍କୁ ଖାଇବା ପାଇଁ ଦିଅନ୍ତୁ । ଗୁରୁବାର ଦିନ ଆପଣ ରୁଟି ଗାଈ କୁ ଖାଇବା ପାଇଁ ଦିଅନ୍ତୁ । ଆପଣ ନାରୀ କୁ ଅପମାନିତ କରନ୍ତୁ ନି ଶନିବାର ଦିନ କୁ ଛାଡିକି ଆପଣ ମଙ୍ଗଳ ବାର ଦିନ ହନୁମା ଜି ଙ୍କୁ ପୂଜା କରନ୍ତୁ ଯାହା ଦ୍ଵାରା ଆପଣ ଖୁବ ଭଲ ପରିଣାମ ପାଇବେ ।

Leave a Reply

Your email address will not be published. Required fields are marked *