ମହିଳାଙ୍କ ଏହି 4ଟି ଭୋକ କେବେ ମେଣ୍ଟେ ନାହିଁ- Chanakya Niti

ମହିଳା ମାନଙ୍କ ବିଷୟରେ ଏମିତି ମଧ୍ୟ କୁହାଯାଇଥାଏକି ସ୍ଵୟଂ ଭଗବାନ ମଧ୍ୟ ମହିଳାଙ୍କ ଭାବନାକୁ ବୁଝି ପାରି ନଥାନ୍ତି । ଏମାନଙ୍କୁ ଜାଣିବା ଏତେ ସହଜ ହୋଇନଥାଏ । କିଛି ଏମିତି କଥା ରହିଥାଏ ଯାହା ସବୁ ମହିଳାଙ୍କର ସମାନ ଥାଏ । ସ୍ତ୍ରୀ ମାନେ ଥାନ୍ତି କିଛି ସରଳ ଆଉ କିଛି ଜଟିଳ ପ୍ରକୃତିର । ସ୍ତ୍ରୀ ପ ପୁରୁଷ ଖାଲି ଶାରୀରିକ ରୂପରେ ନୁହେଁ ମାନସିକ ରୂପରେ ମଧ୍ୟ ବହୁତ ଭିନ୍ନ ହୋଇଥାନ୍ତି । ବହୁତ ବାର ମହିଳା ମାନେ ଯାହା କହିଥାନ୍ତି ତାହା ଠିକ ହୋଇନଥାଏ । ଆସନ୍ତୁ ଜାଣିବା ସ୍ତ୍ରୀ ମାନଙ୍କର ମନର କିଛି ଏମିତି କଥା ରହିଛି ଯାହା ପୁରୁଷ ମାନେ କେବେ ଜାଣି ନଥାନ୍ତି ।


ପର ସ୍ତ୍ରୀ ପ୍ରଶଂସା :- ମହିଳା ମାନଙ୍କୁ ଯଦି ଯଦି ଅଧିକ କିଛି ଖରାପ ଲାଗିଥାଏ ତାହା ହେଉଛି ସ୍ଵାମୀ ଯଦି ପର ସ୍ତ୍ରୀର ପ୍ରଶଂସା କରିଥାନ୍ତି । ପୁରୁଷ ମାନେ ଯଦି କାହା ପ୍ରଶଂସା ନିଜ ସ୍ତ୍ରୀ ଆଗରେ କରନ୍ତି ତେବେ ଭାବି ଚିନ୍ତି କରିବେ । ଯଦି କାହାର ପ୍ରସନା କରୁଛନ୍ତି ନିଜ ସ୍ତ୍ରୀର ପ୍ରଶଂସା ମଧ୍ୟ କରନ୍ତୁ । ଆଉ ଜଣେ ସ୍ତ୍ରୀ କେବେବି ଚାହେଁ ନହିଁ ତାର ସ୍ଵାମୀ ଆଉ କାହାର ପ୍ରଶଂସା କରୁ ବୋଲି । ହୋଇପାରେ ସେ କାହା ଆଗରେ କେବେ ପ୍ରଶଂସା ନକରୁ କିନ୍ତୁ ଏହା ଆପଣଙ୍କୁ ବୁଝିବାକୁ ହେବ ।


ମନ୍ତବ୍ୟ ଦେବା :- ଏହା ଗୋଟିଏ ଏମିତି ଜିନିଷ ହୋଇଥାଏ ଯାହା ମହିଳା ମାନେ କେବେବି ପସନ୍ଦ କରିନଥାନ୍ତି । ସେ ଏହି ଜିନିଷକୁ ବହୁତ ଘୃଣା ମଧ୍ୟ କରିଥାନ୍ତି । ଯଦି କୌଣସି ମହିଳା ତାର ସମସ୍ଯା ବିଷୟରେ ବତାଇଥାଏ ଏହାର ମାନେ ଏହୀ ହୋଇଠେ ସେ ଚାହିଁ ଥାଏକି ଆପଣ ତାର କଥା କୌଣସି ଭଲ ସ୍ରୋତା ଭଳି ଶୁଣନ୍ତୁ । ଆଉ ସେଇ କଥା ଉପରେ କୌଣସି ମନ୍ତବ୍ୟ ଦିଅନ୍ତୁ ନହିଁ । ଯଦି ଆପଣଙ୍କୁ ନିଜ ସ୍ତ୍ରୀ ମୁହଁରେ ଦୁଃଖ ଓ ଚିନ୍ତିତ ଦେଖାଯାଏ ତେବେ ଆପଣ ତାଙ୍କୁ ପଚାରି ବୁଝାନ୍ତୁ । ଆଉ ସେତେ ପର୍ଯ୍ୟନ୍ତ କିଛି ସଜେସନ ଦିଅନ୍ତୁ ନହିଁ ଯେତେ ପର୍ଯ୍ୟନ୍ତ ସେ ଚାହିଁ ନାହାନ୍ତି ।


ଖର୍ଚର ହିସାବ :- ସ୍ତ୍ରୀ ଓ ମହିଳା ମାନଙ୍କୁ ଅନ୍ୟ ଲୋକର ଖର୍ଚ ଓ ହିସାବ ରଖିବା ପସନ୍ଦ ହୋଇ ଥାଏ । ଯଦି ତାର ସ୍ଵାମୀ ହିସାବ ମାଗିଥାଏ ତେବେ ତାଙ୍କୁ ଜମାବି ପସନ୍ଦ ହୋଇନଥାଏ । ଆଗକୁ ତାର ସ୍ଵାମୀ କି ବୟ ଫ୍ରେନ୍ଡ ହିସାବ ମାଗିଥାଏ ତେବେ ଜମାବି ପସନ୍ଦ ହୋଇନଥାଏ । ନିଜ ଖର୍ଚର ତୁଳନା ଆଉ କାହା ସହିତ ନକରନ୍ତୁ ଏମିତି କିଛି କହିଲେ ତାଙ୍କ ମୁଡ ପୁରା ଖରାପ ହୋଇଯାଇଥାଏ ।


ବିନା କହି ବୁଝି ଯିବା :- ମହିଳା ମାନେ ସବୁବେଳେ ଚାହିଁ ଥାନ୍ତିକି ତାର ପ୍ରିୟ କଥା ନହିବା ପୂର୍ବରୁ ତାଙ୍କ ମନ କଥା ବୁଝି ଯାଅନ୍ତୁ । ବିନା ନ କହି ତାଙ୍କର ସବୁ ଆବଶ୍ୟକତାକୁ ବୁଝି ଯାଆନ୍ତୁ ଆଉ ତାକୁ ପୁରା କରି ଦିଅନ୍ତୁ । ଆବଶ୍ୟକ ପ୍ରେମର ହେଉକି କୌଣସି ଜିନିଷର ହେଉ । କିନ୍ତୁ ସ୍ତ୍ରୀ ମାନେ ବିନା କହିଲେବି ସମସ୍ତଙ୍କ ଭାବନାକୁ ବୁଝି ପାରନ୍ତି । ମହିଳାଙ୍କ ପାଇଁ ପ୍ରେମ ମାଗିବା ପାଇଁ ହୋଇନଥାଏ ସେ ବିନା ମାଗିବା ପ୍ରେମରେ ବିଶ୍ବାସ ରଖିଥାନ୍ତି ।

Leave a Reply

Your email address will not be published. Required fields are marked *