ଆଜି ରାତିରେ କହିଦିଅ ଏହି ୩ ଅକ୍ଷର ମନ୍ତ୍ର ଘରେ ଧନ ବର୍ଷା ହେବ

ଜୀବନ ମାନେ ସୁଖ ଦୁଃଖ ଓ କଷ୍ଟ ସହ ଖୁଶି ମଧ୍ୟ ଯଦି ଆମେ ଦେଖିବା ଅପାଇନ ଯିବା ତ ଜାଣି ପାରିବା କି କିଛି ରାଶି ମାନେ ଅଛନ୍ତି ଯେଉଁ ମାନେ କିଛି ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି ଯେଉଁ ମାନେ ସବୁ ବେଳେ ଧୀରେ ଧୀରେ ଆଗକୁ ଯାଇ ଥାନ୍ତି । ଆମେ ଆଜି କିନ୍ତୁ କହିବ ଅପାଇନ ଯିବୁ କି ଯେଉଁ ମାନେ ନିଜକୁ ଆଗକୁ ନେବା ପାଇଁ ଯାଉଛନ୍ତି ଓ ସବୁ ସମସ୍ୟାର ମୁକ୍ତି ପାଇବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ଏକ କାମ କରିବା ଦ୍ଵାରା ତାଙ୍କ ଜୀବନରେ ଥିବା ସମସ୍ଯା ଦୂର ହୋଇଯିବ ।

ଯେଉଁ ମାନେ ବିବାହ କରି ପାରି ନାହାଁନ୍ତି ବିବାହ କରିବେ । ଘରେ ଯଦି କିଛି ସମସ୍ଯା ଅଛି ତାହା ଦୂର ହୋଇଯିବ । ଯେଉଁ ମାନେ ଏହାକୁ କରିବେ ଦେଖି ଚାହିଁ କରିବେ କାରଣ ଆପଣ ଏହି ଉପାୟ କରିବା ଆଡବାରା ଯଦି ଆପାନନ୍କୁ କେହି ଦେଖି ନିଏ ତେବେ ଆପଣଙ୍କ ପାଇଁ ଏହା ଅସୁବିଧା ହେବ । ଏହା ସଫଳ ହେବ ନି ଓ ଆପାଙ୍କୁ ଲାଗି ପାରେ ଏହା ମିଛ ଅଟେ । ତେଣୂ ଯେଉଁ ଭଳି କୁହା ଯାଉଛି ସେହି ନିୟମ ଅନୁସାରେ କରିବା ଦ୍ଵାରା ହି ଆପଣ ଲାଭ ବାନ ହୋଇ ପାରିବେ । ଯଦି ଆପଣଙ୍କ ପରିବାର କିମ୍ବା ଆପଣଙ୍କ ଉପରେ କାହାର ନିଜର ଲାଗି ଯାଇଛି ଓ ଆପଣଙ୍କ ସହ ଠିଆ ହେବା ପାଇଁ କେହି ଭି ନାହାଁନ୍ତି କେହି ଆପଣଙ୍କୁ ବୁଝି ପାରୁ ନାହାଁନ୍ତି ।

ତେବେ ଆପଣ ଏକ କାମ କରନ୍ତୁ । ଆପଣ ନିଜ ଘରେ ଥିବା ଗୁଜୁରାତି ରେ ଏକ ଉପାୟ କରିବେ ଯାହା ଦ୍ଵାରା ଆପଣଙ୍କ ସବୁ କଷ୍ଟ ଦୂର ହୋଇ ଜୀବ । ଆପଣ ଏକ ଗୂଜୁରାତି ନେଇ ଏହାକୁ ହାତରେ ଧରି ଭଗବାନ ଙ୍କ ପାଖରେ ବଶି ଶାନ୍ତିରେ କୁହନ୍ତୁ ଯାହା ତଳେ ଲେଖା ଯାଇଛି । ଲେଖା ହୋଇ ଥିବା ମନ୍ତ୍ର କୁ ଏକ ସ୍ପଟିକ ମାଲା ନେଇ ୧୦୮ ଥର ଏହାକୁ ଜପ କରନ୍ତୁ । ଏହାକୁ କରିବା ବେଳେ କେହି ଯେମିତି ଏହା ଭିତରେ ଆପଣଙ୍କୁ ନାଡାକ ନ୍ତି । ଆପଣ ଏହା ପରେ ଘର ର ୭ ଥର ପରିକ୍ରମା କରିବେ ଏହାକୁ ଧରିକି । ଏହାକୁ ଏକ ଲାଲ ରଙ୍ଗର ର କନାରେ ବାନ୍ଧି ଦିଅନ୍ତୁ । ଏହା ଅପୁରୁଣା ଅକଣା ହୋଇ ଥିଲେ ଚାଲିବ କିନ୍ତୁ ଏହା ଲାଲ ହୋଇ ଥିବା ଦରକାର ଅଟେ ।

ଏହା ପରେ ଆପଣ ଏହାକୁ ଏକ ଜାଗାରେ ରଖିବେ ଯେଉଁ ଜାଗାରେ କେହି ଭି ଏହାକୁ ଯେଉଁ ଭଳି ନପାନ୍ତି । ଆପଣ ଏହାକୁ କାହାକୁ ନ କହିକି କରିଲେ ଏହା ଆହୁରି ଭଲ ଅଟେ । ଏହାକୁ ଆପଣ ମନ ଇଛା ଅନୁସାରେ ମନ ଇଛା ସମୟ ରେ ରାଖୀ ପାରିବେ । ଆପଣ ମାନେ ଏହାକୁ ଯେଉଁ ଭି ଦିନ କରିବେ ଏହାକୁ ୨୧ ଦିନ ପରେ ଏହାକୁ ସେହି ଜାଗାରୁ ନେଇ ଏକ ନଇ ରେ ଏହାକୁ ଉଜାଇ ଦେବେ । ଆପଣ ଏହାକୁ ଗଛ ପାଖରେ ମଧ୍ୟ ପୋତି ପାରିବେ ଯଦି ଆପଣଙ୍କ ଆଖ ପାଖରେ ପାଣି ନାଇ ତ । ଆପଣ ଯଦି ଚାହିଁବେ ତାହେଲେ ଆପଣ ଏହାକୁ ବର ଗଛ ମୂଳରେ ପୋତି ପାରିବେ ।

Leave a Reply

Your email address will not be published. Required fields are marked *