ନିଜ ସ୍ତ୍ରୀକୁ ଆଖି ପଲକରେ ବସାଇଥାନ୍ତି ଏହି 8ଟି ନାମର ପୁଅ, ଆଉ ଆପଣକ ସ୍ଵାମୀ ?

ନମସ୍କାର ବନ୍ଧୁଗଣ, ସବୁ ଝିଅ ବଡ ହେଲା ପରେ ନିଜ ମନରେ ଯେତେବେଳେ ବିବାହ କଥା ଭାବନ୍ତି, ସେତେବଳେ ତାଙ୍କୁ ଭଲ ପାଉଥିବା ଗୋଟିଏ ସୁନ୍ଦର ରାଜକୁମାର ଟିଏ ତାଙ୍କ ଭାବନା ଦୁନିଆକୁ ଆସିଥାଏ । ସବୁ ଝିଅଙ୍କର ଗୋଟିଏ ହିଁ ଇଚ୍ଛା ଥାଏ ତାଙ୍କ ସ୍ଵାମୀ ତାଙ୍କୁ ଦୁନିଆର ସବୁ ଖୁସି ଆଣିଦେଉ ବୋଲି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ 8ଟି ନାମର ପୁଅଙ୍କ ବିଷୟରେ ଯେଉଁ ମାନେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ।

A: ଏହି ଅକ୍ଷର ନାମର ପୁଅ ମାନେ ନିଜ ଭାବନା ଦୁନିଆରେ ସବୁ କିଛି କରିଥାନ୍ତି । କାହା କଥା ଅନୁସାରେ ନିଜକୁ ପରିଚାଳିତ କରନ୍ତି ନାହିଁ । କିନ୍ତୁ ନିଜ ସ୍ତ୍ରୀକୁ ବହୁତ ଭଲ ପାଇବା ଦେଇଥାନ୍ତି । ସ୍ତ୍ରୀଙ୍କର ସମସ୍ତ ଇଛା ପୁରା କରିଥାନ୍ତି । j: ଏହି8 ନାମର ପୁଅ ମାନେ ନିଜ ସ୍ତ୍ରୀଙ୍କୁ ନିଜ ଜୀବନଠାରୁ ମଧ୍ୟ ବେଶି ଭଲ ପାଇବା ଦେଇଥାନ୍ତି । ଏମାନଙ୍କ ପାଖରେ କୌଣସି ଜିନିଷର ଅଭାବ ନଥାଏ ।

ସେହି ଝିଅ ମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ଯେଉଁ ମାନେ ଏମାନଙ୍କର ଜୀବନ ସାଥି ହୁଅନ୍ତି । K: ନିଜ ସ୍ତ୍ରୀଙ୍କୁ ସବୁବେଳେ ଭଲ ପାଇବା ଦେଇଥାନ୍ତି । ସ୍ବଭାବରେ ଏହି ନାମର ପୁଅ ମାନେ ଭାବୁକ ହୋଇଥାନ୍ତି । ଏହି କାରଣ ପାଇଁ ଏମାନେ କେବେ ମଧ୍ୟ ନିଜ ସ୍ତ୍ରୀକୁ ଚିନ୍ତା କିମ୍ବା ଦୁଖରେ ଦେଖି ପାରନ୍ତି ନାହିଁ ।

H: ଏହି ନାମର ପୁରୁଷ ବିବାହ ପରେ ନିଜ ସ୍ତ୍ରୀର ବହୁତ ଯତ୍ନ ନେଇଥାନ୍ତି । ଦୁନିଆରା ସବୁ ଖୁସି ଦବା ପାଇଁ ଚେଷ୍ଟା କରନ୍ତି । R: ଏହି ନାମର ପୁରୁଷ ନିଜ ସମ୍ପର୍କକୁ ସବୁବେଳେ ଗୁରୁତ୍ଵ ଦେଇଥାନ୍ତି । ନିଜ ସ୍ତ୍ରୀର ଖୁସି ପାଇଁ କିଛି ବି କରିପାରିବାର କ୍ଷମତା ରଖନ୍ତି । ନିଜ ସ୍ତ୍ରୀକୁ ବହୁତ ଭଲ ପାଇବା ଦେଇଥାନ୍ତି । P: ଏହି ନାମର ପୁରୁଷ ବହୁତ ହିଁ ବୁଦ୍ଧିମାନ ଅଟନ୍ତି ।

ନିଜ ସ୍ତ୍ରୀକୁ ରାଣୀ କରି ରଖିଥାନ୍ତି । ସ୍ତ୍ରୀ ମୁହଁରେ ଟିକିଏ ହସ ଆଣିବା ପାଇଁ ଯେକୌଣସି ପରିସ୍ଥିତିକୁ ମଧ୍ୟ ଯାଇପାରନ୍ତି । S: ଏହି ନାମର ପୁରୁଷ ନିଜ ସ୍ତ୍ରୀଙ୍କ ମନରେ ନିଜର ବିଶ୍ଵାସକୁ ବଜାୟ ରଖିଥାନ୍ତି । ଯେବେ ମଧ୍ୟ ନିଜ ସ୍ତ୍ରୀକୁ ଧୋକା ଦେବା କଥା ଭାବନ୍ତି ନାହିଁ । ତାଙ୍କୁ ଜୀବନର ସବୁ ଖୁସି ଦବାକୁ ଚେଷ୍ଟା କରନ୍ତି ।

v: ଏହି ନାମର ପୁରୁଷ ସବୁ ପରିସ୍ଥିତିରେ ନିଜ ସ୍ତ୍ରୀ ସହ ଠିଆ ହୋଇଥାନ୍ତି । ନିଜ ସ୍ତ୍ରୀକୁ ପାଗଳ ଭଳି ଭଲ ପାଇଥାନ୍ତି । ଏହି ନାମର ପୁରୁଷ ସବୁଠାରୁ ଭଲ ସ୍ଵାମୀ ରୂପେ ବିବେଚିତ ହୋଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *