ବାଛନ୍ତୁ ଗୋଟେ କବାଟ ଏବଂ ଜାଣନ୍ତୁ ନିଜ ବିଷୟରେ ଗୋଟେ ବଡ ସତ!

ନମସ୍କାର ବନ୍ଧୁଗଣ, କିଛି କଥା କଥା ଥାଏ ଆମ ବିଷୟରେ ଯାହା ଅନ୍ୟମାନଙ୍କୁ ବେସ ଭଲ ଭାବରେ ଜଣାଥାଏ । କିନ୍ତୁ ଆମେ ନିଜେ ହିଁ ଅଜ୍ଞାତ ଥାଉ । ତେବେ ନିଜ ବିଷୟରେ ଅଜ୍ଞାତ ଥିବା ସେହି ସତ କୁ କିଭଳି ଆପଣ ଏକ କବାଟ ବାଛି ଜାଣିପାରିବେ ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ଉପରେ 1, 2, 3, 4, 5, 6 ନାମରେ ରହିଥିବା 6ଟି କବାଟ ମଧ୍ୟରୁ ଯେଉଁଟି ଆପଣଙ୍କୁ ଆକର୍ଷିତ କରୁଅଛି ଆପଣ ସେହି କବାଟ ଟିକୁ ବାଛନ୍ତୁ । 1: ଏହି କବାଟଟିକୁ ବାଛିଥିବା ବ୍ୟକ୍ତି ଜାଣି ରଖନ୍ତୁ କି ଆପଣ ସ୍ଵତନ୍ତ୍ରତାକୁ ପସନ୍ଦ କରୁଥିବା ବ୍ୟକ୍ତି ଅଟନ୍ତି । ଜୀବନରେ କୌଣସି ଡିସିସନ ନେବା ପୂର୍ବରୁ ଆପଣ ଭଲ ଭାବରେ ସମୟ ନେଇ ଭାବିଥାନ୍ତି । ଏହାପରେ ଆପଣ ଆଗକୁ ବଢିଥାନ୍ତି ।

2: ଏହାକୁ ବାଛିଥିବା ବ୍ୟକ୍ତି ନିଜର ଅଲଗା ଦୁନିଆରେ ହିଁ ରହିବା ପାଇଁ ପସନ୍ଦ କରିଥାନ୍ତି । ଏକ ରହି ନିଜ ବିଷୟରେ ଭାବିବା ନିଜକୁ ଭଲ ପାଇବ ଗୁଣ ଆପଣଙ୍କ ପାଖରେ ରହିଛି । ଏହାର ଅର୍ଥ ଏହା ନୁହେଁ କି ଆପଣଙ୍କର କେହି ବନ୍ଧୁ ନାହାନ୍ତି । ଆପଣ ଏକୁଟିଆ ହିଁ ସମସ୍ତ କାର୍ଯ୍ୟ କରିବାର କ୍ଷମତା ରଖିଥାନ୍ତି । ତେଣୁ ଆପଣ କାହାକୁ ନିଜ ସାଥିରେ ଲୋଡନ୍ତି ନାହିଁ ।

3: ଏହାକୁ ଚୟନ କରିଥିବା ବ୍ୟକ୍ତି ସ୍ୱଭାବରେ ବହୁତ ଖୁସି ମିଞ୍ଜାସର ଲୋକ ଅଟନ୍ତି । କାରଣ ଏମାନଙ୍କୁ ଜୀବନର ସମସ୍ତ ରଙ୍ଗ ବହୁତ ପ୍ରିୟ ଅଟେ । ସବୁ କଥାକୁ ନିଜ ରଙ୍ଗ ବିରଙ୍ଗୀ ଭାବନାରେ ରଙ୍ଗୀନ କରିଦେଇଥାନ୍ତି । ନିଜ ଭିତରେ ରହିଥିବା ଉତ୍ସାହ କେବେ ମରେ ନାହିଁ । 4: ଏହାକୁ ବାଛିଥିବା ବ୍ୟକ୍ତି ନିଜ ଭିତରେ ବହୁତ ଜୋସ ରଖିଥାନ୍ତି ସମସ୍ତ କାର୍ଯ୍ୟ ପାଇଁ । ଏହି ଜୋସ ପାଇଁ ଏମାନେ ଅନେକ କାର୍ଯ୍ୟ ନିୟମ ଭାଙ୍ଗି ହିଁ କରିଦିଅନ୍ତି ।

ଯେଉଁଥି ପାଇଁ ପରେ ପସ୍ତେଇବା ପାଇଁ ପଡିଥାଏ । କିନ୍ତୁ ନିଜର ଏହି ଅନ୍ଦାଜ ଅନ୍ୟ ମାନଙ୍କୁ ଆକର୍ଷିତ କରିଥାଏ । 5: ଏହାକୁ ଚୟନ କରିଥିବା ବ୍ୟକ୍ତି ପରିସ୍ଥିତି ଅନୁଯାୟୀ ହିଁ ଚାଲିଥାନ୍ତି । ନିଜକୁ ସ୍ଥିତି ଅନୁସାରେ ହିଁ ପରିବର୍ତ୍ତନ କରିଦିଅନ୍ତି । ପରିବାର ଲୋକ ଆପଣ ମାନଙ୍କ ଉପରେ ବହୁତ ହିଁ ଖୁସି ରହିଥାନ୍ତି । ନିଜ ଭାବପ୍ରବଣତାକୁ ଆୟତ୍ତରେ ରଖିବା ଏମାନଙ୍କୁ ବେସ ଭଲରେ ଜଣା ଥାଏ ।

6: ଆପଣ ନିଜ ଜୀବନରେ ସ୍ଥାୟୀ ସମୟକୁ ବହୁତ ହିଁ ପସନ୍ଦ କରିଥାନ୍ତି । ଜୀବନରେ କିଛି ବି ଏପଟ ସେପଟ ଘଟିଲେ ଆପଣ ବ୍ୟସ୍ତ ବିବ୍ରତ ହୋଇ ପଡନ୍ତି । ତେଣୁ ସବୁବେଳେ ଆପଣ ଚାହିଁଥାନ୍ତି ସମୟ ଭଲ ସମୟ ପାଖରେ ହିଁ ଅଟକି ଯାଉ ବୋଲି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *