ତୁଳସୀ ଦାସ କହିଛନ୍ତି ସଫଳତା ପାଇବାର 6ଟି ସୂତ୍ର, ସବୁ ମଣିଷ ଜାଣିବା ଉଚିତ !

ବନ୍ଧୁଗଣ ରାମ ଚରିତା ମାନସର ରଚୟତା ତୁଳସୀ ଦାସ କହିଛନ୍ତି ପ୍ରାଏକ ବ୍ୟକ୍ତି ସଫଳ ହେବା ପାଇଁ ୬ଟି ମନ୍ତ୍ର ବା ସୂତ୍ର ବିଷୟରେ ଜଣାଇବା ନିହାତି ଜରୁରୀ ଅଟେ । ଆଜିକାଲି ପ୍ରତେକ ବ୍ୟକ୍ତି ଜୀବନରେ ଆନନ୍ଦ ଓ ଉନ୍ନତି ର ବାଟ ଖୋଜିଥାନ୍ତି । ପ୍ରତେକ ବ୍ୟକ୍ତି ଇଚ୍ଛା ରଖିଥାଏ କି ନିଜକୁ ସମ୍ମାନ ମିଳୁ ନିଜର ନାମ ଆଗକୁ ଯାଉ ଓ ଧନ ସମ୍ପତି ରେ ଘର ପରି ପୂର୍ଣ୍ଣ ହେଉ । ତେବେ ମଣିଷ ଭାବେ ନାହି କି ଏ ସବୁର ଆବଶ୍ୟକତା ଜୀବନରେ କାହିଁକି ହୋଇଥାଏ । ଜୀବନରେ ସମ୍ମାନ, ଯଶ ଧନ ସମ୍ପତି ପାଇବା ପାଇଁ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ଚାଲେ ।

ତେବେ ସଫଳତା ପାଇବା କଷ୍ଟସାଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସଫଳତା ପାଇବାର ସୂତ୍ର ବିଷୟରେ । ୧- ତୁଳସୀ ଦାସ କହିଛନ୍ତି ଯେ ମିଠା ବଚନ କହୁଥିବା ବ୍ୟକ୍ତି ସର୍ବଦା ଖୁସି ରେ ରହିଥାନ୍ତି । କାହାକୁ ଜୀବନରେ ସଫଳ ହେବାକୁ ହେଲେ ଏହା ସହଜ ଉପାୟ ଅଟେ । ତେଣୁ ବ୍ୟକ୍ତିକୁ କଠୋର ବଚନ ନ କହି ମିଠା ବଚନ କହିବା ଉଚିତ ।

୨- ତୁଳସୀ ଦାସ କହିଛନ୍ତି ଭଗବାନ ରାମଚନ୍ଦ୍ର ଙ୍କ ଉପରେ ବିଶ୍ଵାସ କରି ବଂଶୀ ବଜାଅ । ଏହା ଦ୍ଵାରା ସଂସାର ରେ କିଛି ଅସମ୍ଭବ ହେବ ନାହି । ଆଉ ଯାହା ହେବ ତାହାକୁ କେହି ଅଟକାଇ ପାରିବେ ନାହି । କାରଣ ଭଗବାନ ଙ୍କ ବିନା ଦୁନିଆରେ ଗୋଟେ ପତ୍ର ବି ହଲି ନ ଥାଏ । ତେଣୁ ଆପଣ ନିଜର ସବୁ ଚିନ୍ତା ରୁ ଉକ୍ତ ହୋଇ କର୍ମ କରି ଚାଳନ୍ତୁ ।

୩- ତୁଳସୀ ଦାସ କହିଛନ୍ତି ଯେ ବର୍ଷା ଋତୁରେ ବେଙ୍ଗର ଭୟାନକ ଧ୍ୱନି ଏତେ ଅହଡିକ ହୋଇଥାଏ ଯେ ମିଠା ବାଣୀ ତାର ଧ୍ୟାନ ରେ ଆସେ ନାହି । ଯେବେ ଚତୁର ଓ ମିଠା ବାର୍ତ୍ତାଳାପ ହୋଇଥାଏ ତେବେ ଭଲ ଲୋକଙ୍କର କଥା ପ୍ରତି କେବେ ଧ୍ୟାନ ଦିଅନ୍ତୁ ନାହି । ଏହି ସମୟରେ ଚୁପ ରହିବା ଉଚିତ ତାହା ହେଲେ ଜୀବନରେ ସଫଳ ହୋଇପାରିବେ ।

୪- ତୁଳସୀ ଦାସ କହିଛନ୍ତି କି ଗୁରୁ ଦେଇଥିବା ଶିକ୍ଷା କୁ ଯେଉଁ ବ୍ୟକ୍ତି ସମାନ କରେ ନାହି ଓ ପରିହାସ କରିଥାନ୍ତି ତାକୁ ସମୟ ରେ ସେମାନେ ବହୁତ ଅନୁତାପ କରିଥାନ୍ତି ।

୫- ତୁଳସୀ ଦାସ କହିଛନ୍ତି କି ମୁଖିଆ ଓ ମୁଖ୍ୟ ସମାନ ହୋଇଥିବା ଦରକାର । ଅର୍ଥାତ ଖାଇବା ପିଇବା ପାଇଁ ଏକାଠି ହୋଇଥାଏ । କିନ୍ତୁ ବିବେକ ପୂର୍ବକୁ ସବୁ ଅଙ୍କର ପାଳନପୋଷଣ କରିଥାଏ ।

୬- ତୁଳସୀ ଦାସ କହିଛନ୍ତି କି ସମୟ ମଣିଷକୁ ସର୍ବ ଶ୍ରେଷ୍ଠ ସ୍ଥାନକୁ ଉପାନ୍ଵିତ କରିଥାଏ । ସମୟ ହିଁ ମଣିଷକୁ ଦୁର୍ବଳ କରିଥାଏ । ଯେବେ ଅର୍ଜୁନଙ୍କ ସମୟ ଖରାପ ଥିଲା ସେତେବେଳେ ସ୍ତ୍ରୀ ରହୁଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *