ମିଠା ବାଣ୍ଟିବାକୁ ହୋଇଯାନ୍ତୁ ପ୍ରସ୍ତୁତ, କାରଣ ଆଜି ରାତିଠାରୁ 7ଟି ରାଶିର ସମସ୍ତ କଷ୍ଟ ଦୂର କରିବେ ବଜରଙ୍ଗବଲି, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ ?

ସମୟ ଚକ୍ର ରେ ସବୁ ପ୍ରାଣୀମାନେ ନିଜ ଜୀବନ ବିତାଇ ଥାନ୍ତି ଆମେ ଏହାକୁ ଛାଡି ପାରିବା ନି ଭଲ ସମୟ ଆମ ପାଇଁ ପରୀକ୍ଷା ଥାଏ ଓ ଆମ ପାଇଁ ଦୁଃଖ ସମୟ କିଛି ଶିଖିବା ପାଇଁ ଦେଇ ଥାଏ । ଆପଣ ଯଦି ଏହି ଭଳି କଳିଯୁଗରେ ନ୍ୟାୟ ପାଇଁ ଲଢେଇ କରୁଛେ ତେବେ ଆମେ ଏହା ଜାଣିବା ନିହାତି ଭାବେ ଦରକାର କି କଳିଯୁଗ ରେ ଥିବା ଏହି ସବୁ ସମସ୍ଯା ରୁ ଆମେ ମୁକ୍ତି ପାଇବା ପାଇ ହନୁମାନ ଜି ଙ୍କ ଆରାଧନା କରିବା ନିହାତି ଭାବେ ଦରକାର ଅଟେ ।

 

ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ହନୁମାନ ଜି ଙ୍କୁ ଆରାଧନା କରିବା ଦ୍ଵାରା ସବୁ ପ୍ରକାର ବିପଦ ଆମ ଠାରୁ ଦୂରେଇ ରହିବ ହନୁମାନ ଜି ଙ୍କ ବାର ମଧ୍ୟରେ ଦୁଇ ଟି ବାର ଆସିଥାଏ ପ୍ରଥମ ହେଉଛି ଶନିବାର ଓ ଦ୍ଵିତୀୟ ହେଉଛି ମଙ୍ଗଲ ବାର ।

ଏହି ଦୁଇ ବାର ରେ ଆମେ ଯଦି ହନୁମାନ ଜି ଙ୍କୁ ପୂଜା କରିବା କିମ୍ବା କିଛି ଭୋଗ ଲଗେଇକି ଏହାକୁ ଗରିବ କିମ୍ବା ଭୋକରେ ଥିବା ବ୍ୟକ୍ତି ଙ୍କୁ ବାଣ୍ଟି ଦେବା ତାହେଲେ ଏହା ଆମକୁ ଭଲ ପରିଣାମ ଦେବ । କୁହାଯାଏ କି ଶନି ଦେବଙ୍କ ଦୟା ସେହି ବ୍ୟକ୍ତି ଙ୍କ ଉପରେ ରହି ଥାଏ ଯେଉଁ ମାନଙ୍କ ଉପରେ ପବନ ପୁତ୍ର ଙ୍କ ଦୟା ରହି ଥାଏ ।

ହନୁମାନ ଜି ଙ୍କ ଆଶୀର୍ବାଦ ଥିବା ଲୋକମାନେ କେବେହେଲେ ନିଜ ର କେଉଁ ଭି କାମରେ ହାତ ଦେଲେ ସେମାନେ ସଫଳ ହୋଇଥାନ୍ତି । କାରଣ ତାଙ୍କ ପଛରେ ସବୁ ଦେବା ଦେବୀଙ୍କ ଆଶୀର୍ବାଦ ଅଛି । ହନୁମାନ ଜି ସବୁ ବେଳେ ନିଜ ଭକ୍ତ ମାନଙ୍କ ସହ ଠିଆ ହୋଇଥାନ୍ତି ।

ଆପଣ ମଙ୍ଗଳବାର ଦିନ କିଛି ବେଳ ପାତ୍ର ରେ ଶ୍ରୀ ରାମ ଙ୍କ ନାମ ଲେଖିକି ଚନ୍ଦନ ରେ ଚଢାଇବା ଦ୍ଵାରା ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଆପଣ ଭଗବାନ ଜି ଙ୍କ ଅସିମ କୃପା ପାଇବେ । ଆଜି ଆମେ ଆପଣଙ୍କୁ ସେହି ଭାଗ୍ଯବାନ ରାଶି କଥା କହିବା ଯେଉଁ ମାନଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି ।

ଏହି ରାଶିର ଲୋକଙ୍କ ଜୀବନର ସମସ୍ଯା ଦୂର ହୋଇଯିବ । ଆପଣ ଯଦି କିଛି ନୂଆ ବ୍ୟାପାର ଆରମ୍ଭ କରିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ ଆରମ୍ଭ କରି ପାରିବେ । କାହାର କଥା ଅନୁସାରେ ଆମେ ଯଦି ଚାଲିବା ତ ଆମେ କେବେହେଲେ ଆମ ଲକ୍ଷ ମିଳିବନି । କାହା ସହ ବାଦ ବିବାଦର ସମାଧାନ ଏବେ ହୋଇଯିବ । ଆପଣଙ୍କ ଘରେ ଥିବା ସବୁ ପ୍ରକାର ନକାରାତ୍ମକ ଶକ୍ତି ଏବେ ଦୂରେଇ ରହିବ ।

ଆପଣଙ୍କ ରାସ୍ତା ରେ ଆସୁଥିବା ଅସୁବିଧା ଏବେ ଦୂରେଇ ଜୀବ ସବୁ ଦିନ ପାଇଁ । କାହାର କିଛି ହଜି ଯାଇ ଥିଲେ ଏବେ ପାଇଯିବେ । କାହାର ଚାକିରି ରେ ପ୍ରମୋଶନ ହେବାର ଥିଲେ ଏବେ ତାହା ହୋଇଯିବ । ଧନ ଅଚାନକ ମିଳିବା ପାଇଁ ଯାଉଛି ଆପଣଙ୍କୁ । ସବୁ ଦୃଷ୍ଟିରୁ ଆପଣ ଭଲ ପରିଣାମ ପାଇବେ । ଭାଗ୍ଯବାନ ରାଶୀମାନେ ହେଲେ ମେଷ, ବୃଷ, କୁମ୍ଭ, ମିଥୁନ, କନ୍ୟା, ମୀନ, ସିଂହ ରାଶି ।

Leave a Reply

Your email address will not be published. Required fields are marked *