ବିଛା ରାଶି 2022 November ମାସରେ ପଡିବ ଶନିଙ୍କ କୋପଦୃଷ୍ଟି, ରୁହନ୍ତୁ ସାବଧାନ!

ନମସ୍କାର ବନ୍ଧୁଗଣ, ସମସ୍ତ ଭଗବାନଙ୍କ ମଧ୍ୟରେ ନ୍ୟାୟର ଦେବତା ଭାବେ ଶନିଦେବ ଶ୍ରେଷ୍ଠ ଅଟନ୍ତି । ମଣିଷର କାର୍ଯ୍ୟ କଳାପ ଅନୁଯାୟୀ ଶନିଦେବ ନ୍ୟାୟ ବିଚାର କରିଥାନ୍ତି । ତେବେ ମାସ ପରିବର୍ତ୍ତନ ହେବା ଫଳରେ ବିଛା ରାଶି ଉପରେ ଶନିଙ୍କ କୋପ ଦୃଷ୍ଟି ପଡିବାକୁ ଯାଉଛି । ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନଭେମ୍ବର ମାସଟି କିପରି ରହିବାକୁ ଯାଉଛି । ଆଉ ଡେରି ନକରି ଆସନ୍ତୁ ସମ୍ପୂର୍ଣ ଭାବରେ ଆଲୋଚନା କରିବା ବିଛା ରାଶି ବିଷୟରେ ।

ବିଛା ରାଶି: ଏହି ରାଶିର ଲୋକଙ୍କ ପାଇଁ ନଭେମ୍ବର ମାସଟି କିଛି ମାତ୍ରାରେ ଖରାପ ରହିବ । ମାସ ଆରମ୍ଭ ସମୟଟି ଆପଣଙ୍କ ସାଥ କିଛି ମାତ୍ରାରେ ନଦେଇପାରେ । କିନ୍ତୁ ମାସର ଦିତୀୟର୍ଦ୍ଧରେ ଆପଣଙ୍କୁ କିଛି ନୂଆ ଅବସର ପ୍ରାପ୍ତ ହେବ । ମାସ ଆରମ୍ଭରେ ଆପଣ ନିଜ କାର୍ଯ୍ୟ କ୍ଷେତ୍ରକୁ ନେଇ ସଜାଗ ରହିବେ । ଅଧିକ ପରିଶ୍ରମ କରିବେ ।

ଚାକିରି କରୁଥିବା ବ୍ୟକ୍ତିଙ୍କୁ ବିଦେଶ ଯାତ୍ରା କରିବାର ଯୋଗ ରହିଛି । ୧୬ ତାରିଖରେ ସୂର୍ଯ୍ୟ ଦେବଙ୍କ ଗୋଚର ଆପଣଙ୍କ ଲଗ୍ନ ଭାଗକୁ ହେବ । ଏହାଫଳରେ ଆପଣ ପୂର୍ବରୁ କରିଥିବା କାର୍ଯ୍ୟର ଭଲ ପରିଣାମ ପାଇବେ । ଆପଣ କରିଥିବା ପରିଶ୍ରମର ଉଚିତ ମୂଲ୍ୟ ଆପଣଙ୍କୁ ମିଳିବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହେବାର ଯୋଗ ରହିଛି । ଯାହାଫଳରେ ଆପଣଙ୍କୁ ଅନେକ ମାନ ସମ୍ମାନ ମିଳିବ ।

ଆପଣଙ୍କ ବିରୋଧୀ ମାନେ ଆପଣଙ୍କ ପାଇଁ ଷଡଯନ୍ତ୍ର କରିବେ । କିନ୍ତୁ ମାସର ଦିତୀୟର୍ଦ୍ଧରେ ଆପଣ ତାଙ୍କୁ ପରାଜିତ କରିବାରେ ସଫଳ ହେବେ । ତାଙ୍କର କୌଣସି ଷଡଯନ୍ତ୍ର ସଫଳ ହେବ ନାହିଁ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ମାସର ଆରମ୍ଭ ଏତେ ଫଳପ୍ରଦ ରହିବ ନାହିଁ । କିନ୍ତୁ ଯେଉଁମାନେ ବିଦେଶ କ୍ଷେତ୍ରରେ ବ୍ୟବସାୟ କରୁଛନ୍ତି ତାଙ୍କୁ ବିଶେଷ ଲାଭ ହେବାର ଯୋଗ ରହିଛି ।

ମାସର ଦିତୀୟର୍ଦ୍ଧରେ ବ୍ୟବସାୟ ସ୍ଥିତିରେ ସୁଧାର ଆସିବ । ଆର୍ଥିକ ସ୍ଥିତି ଅନୁଯାୟୀ ନଭେମ୍ବର ମାସଟି ସଂଘର୍ଷ ପୂର୍ଣ ରହିବାକୁ ଯାଉଛି । ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଆୟ ଅନୁଯାୟୀ ବ୍ୟୟ ବଢିବ । ୧୧ ନଭେମ୍ବର ଠାରୁ ଖର୍ଚରେ ହାନି ଘଟିବ । ଏବଂ ପୁଣି ଥରେ ଆର୍ଥିକ ସ୍ଥିତିରେ ସୁଧାର ଆସିବାକୁ ଲାଗିବ । ପ୍ରେମ ସମ୍ପର୍କ ଭଲ ରହିବ । ନିଜ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ ।

ମାସର ଆରମ୍ଭରେ ଜୀବନସାଥିଙ୍କ ପରିବର୍ତ୍ତନ ଆପଣଙ୍କୁ ଚିନ୍ତାରେ ପକାଇବ । କିନ୍ତୁ ମାସର ଦିତୀୟାର୍ଦ୍ଧରେ ସ୍ଥିତିରେ ସୁଧାର ଆସିବ । ଏବଂ ଜୀବନସାଥିଙ୍କ ପ୍ରତି ଭଲ ପାଇବା ବୃଦ୍ଧି ହେବ । ପରିବାରରେ ଉଚ ନୀଚ ସ୍ଥିତି ଦେଖିବାକୁ ମିଳିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *