ନୂଆ ବର୍ଷରେ ଘରକୁ ଆଣନ୍ତୁ ମା ଲକ୍ଷ୍ମୀଙ୍କ ପ୍ରିୟ ଏହି ଜିନିଷ, ବର୍ଷ ସାରା ହେବ ଧନର ବର୍ଷା- Jyotish Shastra

ଆପଣ ଯଦି ନୂଆ ବର୍ଷ ଦିନ ଏହି କିଛି ଜିନିଷ ମାନଙ୍କୁ ଘରକୁ ଆଣିବେ ତେବେ ଆପଣାଙ୍କ ଘରକୁ ମା ଲକ୍ଷ୍ମୀ ଙ୍କ ଆଗମନ ହେବା ସୁନିଶ୍ଚିତ ଥାଏ । ଆପଣ ମାନେ ଯଦି ଭଗବାନ ଙ୍କ ପାଖରେ କିଛି ମାନଶୀକ କରିଛନ୍ତି ଓ ଆପଣ ଚାହାଁନ୍ତି କି ଏହା ପୂରଣ ହୋଇ ଯାଇଥାଏ । ଆପଣମାନେ ଭଗବାନ ଗଣେଶଙ୍କ ମୂର୍ତ୍ତି କୁ ଯଦି ଆଣିକି ଘରେ ରଖିବେ ତେବେ ଆପଣ ଚାହୁଁ ଥିବା ଜିନିଷ କୁ ଆପଣ ନିଶ୍ଚିତ ଭାବେ ପାଇ ପାରିବେ ।

କୁହାଯାଏ କି ନୂଆ ଜିନିଷ ଆମେ ପାଇବା ପାଇଁ ହେଲେ କିଛି ନୂଆ କାମ କରିବା ଭଲ ହୋଇଥାଏ ଯେଉଁ ଭଳି କି ଆମେ ଯଦି କିଛି ଚିନ୍ତା କରି ନୂଆ ବର୍ଷର ଆରମ୍ଭ କରୁଛେ ତେବେ ଆମେ କିଛି ନିୟମ ଅନୁସାରେ ଚାଲିବା କଥା । ଆପଣ ମାନେ ଘରକୁ ଭଗବାନ ଗଣେଶ ଭଗବାନ ଙ୍କ ପୂଜା କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ କଷ୍ଟ ଦୂର ହୋଇ ଯାଇଥାଏ ।

ଆପଣ ମାନେ ଯଦି ଭଗାବାନ ଙ୍କୁ ଘରକୁ ଆଣିକି ତାଙ୍କ ପୂଜା କରିବେ ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହେବ । ଯଦି ଆପଣ ଭଗବାନ ଙ୍କ ମୂର୍ତ୍ତି ଘରେ ଆଗରୁ ରଖି ଛନ୍ତି ତେବେ ଆପଣ କ୍ଷୀର ଓ ହଳଦୀ ମିଶାଇକି ଅଳ୍ପ କିଛି ଗଙ୍ଗାଜଳ ମିଶାଇ ଭଗବାନଙ୍କ ମୂର୍ତ୍ତି କୁ ଗାଧୋଇ ଦେଇ ଏହାଙ୍କୁ ପୂଜା ସ୍ଥାନକୁ ନେଇ ଭଲରେ ପୂଜା କରନ୍ତୁ ଦେଖିବେ ଆପଣଙ୍କ ସମସ୍ଯା ମାନ ଦୂର ହୋଇଯିବ ।

ଆପଣ ଏହି ଦିନ କିଛି ଚାନ୍ଦି ର ଜିନିଷ କିଣିବେ ଯଦି ଏହା ମଧ୍ୟ ଭଲ ହୋଇଥାଏ କୁହାଯାଏ କି ଚାନ୍ଦି ଚନ୍ଦ୍ରମାନଙ୍କ କାରକ ଅଟେ ଏହାକୁ କିଣିବା ଦ୍ଵାରା ମୁଣ୍ଡ ସ୍ଥିର ହୋଇ ରହିଥାଏ । ଆପଣଙ୍କ ମସ୍ତିସ୍କ ମଧ୍ୟ ସାନ୍ତ ରହିବ । ଆପଣ ଏହାକୁ ଘରକୁ ଆଣିବା ଦ୍ଵାରା ଆପଣ ଖୁବ ଭଲ ପରିଣାମ ପାଇବେ ।

ଆପଣ ଯଦି ହଳଦୀ ଆଣିବେ ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଖୁବ ବ୍ଭାଳ ପରିଣାମ ଦେବ କାରଣ ହେଉଛି ହଳଦୀ ମା ଲକ୍ଷ୍ମୀ ଙ୍କ ପ୍ରିୟ ଅଟେ । କିନ୍ତୁ ଆପଣ ଖଣ୍ଡ ହଳଦୀ ଯଦି ଆଣିବେ ଏହା ଆହୁରି ଭଲ ହେବ ଆପଣଙ୍କ ପାଇଁ । ନଡିଆ କୁ ଶ୍ରୀ ଫଳ କୁହାଯାଏ ଆପଣ ନଡିଆ କୁ ଆଣିକି ଏହାକୁ କଳଶ ଭାବେ ସ୍ଥାପନା କରିଲେ ଏହି ଦିନ ଭଲ ହୋଇଥାଏ ।

ମୟୂର ପୁଚ୍ଛ ଯାହା ଆପଣ ମାନେ ସାଧାରଣ ଭାବେ ବଜାର ରେ ପାଇଯିବେ ତାକୁ ଆଣିକି ରଖିବା ଦ୍ଵାରା ଗହରେ ଥିବା ସବୁ ପ୍ରକାର ଖରାପ ଶକ୍ତି ଆଖ ପାଖରୁ ଦୂରେଇ ଯାଇଥାଏ । ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ଏହା ସହ ଆପଣ ଜାଡୀ ମା ବୃନ୍ଦା ବାତତି ଙ୍କୁ ଆଣିବେ ଏହା ମଧ୍ୟ ଶୁଭ ହୋଇଥାଏ ଭଗବାନ ବିଷ୍ଣୁ ଙ୍କ ପାଖରେ ପ୍ରଥମେ ତୁଳଶି ଅର୍ପଣ କରାଯାଏ ତେଣୁ ଆପଣ ଯଦି ତୁଳଶି ଗଛ କୁ ଆଣିକି ପୂଜା କରିବେ ଏହା ମଧ୍ୟ ଭଲ ହୋଇଥାଏ । ଏହି ସବୁ ଜିନିଷ ଆଣିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।

Leave a Reply

Your email address will not be published. Required fields are marked *