ନୂଆ ବର୍ଷ ଦିନ ଏହି ଉପାୟ କଲେ ସାରା ବର୍ଷ ହେବ ଧନର ବର୍ଷା, ଥରେ ନିଶ୍ଚୟ କରନ୍ତୁ

ଜ୍ଯୋତିଷ ଶାସ୍ତ୍ରରେ ଗ୍ରହ ମାନାଙ୍କର ବିଶେଷ ମହତ୍ଵ ରହିଛି । ଯାହା ଦ୍ଵାରା ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ପ୍ରତେକ ବ୍ୟକ୍ତି ଧନୀ ହେବାକୁ ଇଚ୍ଛା କରିଥାଏ । କିନ୍ତୁ କିଛି କ୍ଷେତ୍ରରେ ଏହା ସଫଳ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ବିଫଳ ହୋଇଥାଏ । ତେବେ ଆସୁଛି ନୂଆବର୍ଷ ୨୦୨୨ । ନୂଆବର୍ଷରେ ଲୋକ ମାନେ ଘରକୁ ନୂଆ ଜିନିଷ ଆଣିବାକୁ ପସନ୍ଦ କରିଥାନ୍ତି । ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ନୂଆବର୍ଷରେ କେଉଁ ଜିନିଷ ଘରକୁ ଆଣିଲେ ଧନର ବର୍ଷା ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ନୂଆବର୍ଷ ଜାନୁଆରୀ ମାସ ୧ ତାରିଖରେ ଗୋଟିଏ ଉପାୟ କରନ୍ତୁ । ଗୋଟିଏ ଖାଲି ଡବା ନେଇ ସେଥିରେ ଏକ ମୁଠା ଅରୁଆ ଚାଉଳ ଓ କିଛି ହଳଦୀ ଗୁଣ୍ଡ ଭାରି ଦିଅନ୍ତୁ । ଅରୁଆ ଚାଉଳ ଭଙ୍ଗା ହୋଇ ନ ଥିବ । ଚାଉଳକୁ ହଳଦୀରେ ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ପରେ ଡବାରେ ହଳଦୀ ମିଶା ଚାଉଳ ସହ ଗୋଟିଏ ଗୋଲ୍ଡ ରଙ୍ଗ ଥିବା କଏନ ରଖି ଦିଅନ୍ତୁ ।

ଏହା ଦ୍ଵାରା ବୃହସ୍ପତି ଓ ଶୁକ୍ର ଗ୍ରହ ମଜବୁତ ହୋଇଥାଏ । ଯାହା କି ଧନବାନ କରିବାରେ ସହାୟକ ହୋଇଥାଏ । କାରଣ ବୃହସ୍ପତି ଓ ଶୁକ୍ର ଗ୍ରହର ମିଳନ ଧନୀ କରିବାରେ ସହାୟକ ହୋଇଥାଏ । କାରଣ ଚାଉଳ ହେଉଛି ଶୁକ୍ରଙ୍କର ପ୍ରତୀକ ଓ ହଳଦୀ ହେଉଛି ବୃହସ୍ପତିଙ୍କର ପ୍ରତୀକ । ଏହି ଦୁଇଟି ଜିନିଷର ମିଶ୍ରଣ ହେବା ଦ୍ଵାରା ଧନ ବୃଦ୍ଧି ହେବା ସହ ଅନେକ ଉନ୍ନତି ହୋଇଥାଏ ।

ଏହି ଡବାକୁ ଆପଣ ରୋଷେଇ ଘର ବା ଠାକୁର ଘର ବା କାମ କରୁଥିବା ଜାଗାରେ ରଖିବେ । ପ୍ରତି ଦିନ ଏହାକାଉ ଧୂପ ଦୀପ ଦେଇ ପୂଜା କରନ୍ତୁ । ଏହା ଦ୍ଵାରା ଜାତକରେ ଥିବା ସବୁ ଦୋଷ ଦୂର ହୋଇଥାଏ । ଅଚାନକ ଧନ ଲାଭ ହେବା ସହ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବା ସହ ଆପଣ ରାଜା ଭଳି ଜୀବନଯାପନ କରିବାକୁ ଲାଗିବେ ।

ଆପଣ ଗୃହରେ ଓ ବେପାର କ୍ଷେତ୍ର ରେ ଉନ୍ନତି ପରିଲକ୍ଷିତ ହେବାରେ ଲାଗିବ । ଏହି ଚାଉଳ ଡବାକୁ ଆପଣଙ୍କୁ ବର୍ଷକ ଯାକ ରଖିବାକୁ ପଡିବ । ଆସନ୍ତା ନୂଆବର୍ଷ ହେବା ଯାଏଁ ଏହି ଡବାକୁ ରଖିବା ପରେ ଏହି ଚାଉଳକୁ ଜଳ ସ୍ରୋତ ରେ ଭସାଇ ଦିଅନ୍ତୁ । ପୁଣି ଥରେ ଆଉ ଏକ ଡବା ରେ ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ଧନ ଜନିତ ସମସ୍ୟା ବହୁତ ଜଲ୍ଦି ଦୂର ହେବ ।

ଧନବାନ ହେବାର ସରଳ ଓ ସହଳ ଉପାୟ ଯାହା ଆପଣଙ୍କୁ ଜୀବନରେ ପ୍ରଗତି ଆଡକୁ ଅଗ୍ରସର କରାଇବ । ତେବେ ଆପଣ ମାନେ ନିଶ୍ଚିନ୍ତ ଭାବେ ଏହି ଉପାୟ କୁ ନିଜ ଘରେ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *