ନୂଆବର୍ଷ 2023, ଏହି 4ଟି ରାଶିରେ ଖୁସିର ସମୟ…. ଶନିଙ୍କ କୃପା ପାଇବେ

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ 12ଟି ରାଶି ରହିଛି । ଯେବେ ଗ୍ରହ ମାନଙ୍କର ଗତି ବିଧିରେ ପରିବର୍ତ୍ତନ ହୁଏ ସେତେବଳେ ଏହାର ସିଧା ପ୍ରଭାବ ରାଶି ଉପରେ ପଡିଥାଏ । ଯାହା ଫଳରେ ବ୍ୟକ୍ତି ବିଶେଷଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ହୋଇଥାଏ । ଯେଉଁ କାରଣରୁ ବ୍ୟକ୍ତି କଠିନ ପରିଶ୍ରମ କରି ବି ସଫଳ ହୁଏ ନାହି । ଅନ୍ୟ ପକ୍ଷରେ ବ୍ୟକ୍ତି ଖୁବ କମ ପ୍ରୟାସ କରି ବଡ ସଫଳତା ହାସଲ କରିଥାଏ । ବର୍ଷ ୨୦୨୩ରେ କିଛି ରାଶି ହେବାକୁ ଯାଉଛନ୍ତି ମାଲାମାଲ ଆସନ୍ତୁ ଜାଣିବା ସମର୍ଣ୍ଣ ବିବରଣୀ ।

ମିଥୁନ ରାଶି : ଏହି ସମୟରେ ଆପଣଙ୍କର ଯେଉଁ ସବୁ ଅସୁବିଧା ଥିଲା ତାହା ସମାପ୍ତ ହୋଇଯିବ । ଶନି ଆପଣଙ୍କ ଭାଗ୍ୟ ସ୍ଥାନରେ 30 ବର୍ଷ ପରେ ଗୋଚର କରିବେ । ବହୁତ ଦିନରୁ ଯେଉଁ କାମ ଅଟକି ରହିଛି ବା ଭାଗ୍ଯର ସାଥ ମିଳୁ ନ ଥିଲା ସେହି କାମ ପୂରଣ ହେବାକୁ ଯାଉଛି । ଆପଣଙ୍କ ଭାଗ୍ୟରେ ୨୦୨୩ରୁ ୨୦୨୫ ଯାଏଁ ଜବରଦସ୍ତ ରାଜଯୋଗ ବନୁଅଛି । ଏହି ସମୟରେ ଆପଣ ଯାହା କରିବେ ସେଥିରେ ଶୁଭ ଫଳ ମିଳିବ ।

ସିଂହ ରାଶି : ଆପଣଙ୍କ ଜୀବନରେ ୨୦୨୩ ରେ ଦୀର୍ଘ ୩୦ ବର୍ଷ ପରେ ବଣିବାକୁ ଯାଉଛି ରାଜଯୋଗ । ଶନି ଆପଣଙ୍କର ସପ୍ତମ ଭାବରେ କୁମ୍ଭ ରାଶିକୁ ଗୋଚର କରିବେ । ଯାହା ଫଳରେ ଆପଣଙ୍କର ଦୈନିକ ବ୍ୟାପାର ରେ ବୃଦ୍ଧି ହେବ । ପାର୍ଟନରସିପ ରେ କାମ କରୁଥିଲେ ସମୟ ଶୁଭ ହେବାର ଅଛି । ବିବାହ ହେବାର ସମ୍ଭାବନା ରହିଛି । ବିବାହ ପରେ ମଧ୍ୟ ଆପଣଙ୍କର ଭାଗ୍ୟ ଖୋଲିଯିବ । ୨୦୨୩ ରୁ ୨୨୫ ଜାଣେ ଆପଣ ବହୁତ କିଛି ପାଇବାକୁ ଯାଉଛନ୍ତି । ଆପଣଙ୍କୁ ଭାଗ୍ଯର ସହଯୋଗ ମିଳିବ । ରାଜଯୋଗ କାରଣରୁ ଆପଣ ମାନେ ମାଲାମାଲ ହେବାକୁ ଯାଉଛନ୍ତି ।

ତୁଳା ରାଶି : ଆପଣଙ୍କର ପଞ୍ଚମ ଭାବରେ ଶନିଦେବ ଗୋଚର କରିବେ ୩୦ ବର୍ଷ ପରେ । ଏହି ସମୟ ଶୁଭ ରହିବ । ସନ୍ତାନ ପକ୍ଷରୁ ଖୁସି ହବାର ପ୍ରାପ୍ତ ହେବ । ପଢାପଢିରେ ଅଧିକ ଶୁଭ ଫଳ ପ୍ରାପ୍ତି କରିବେ । ସବୁଠାରୁ ବଡ କଥା ହେଲା ଫାଇନାନ୍ସ କ୍ଷେତ୍ରରେ ଫାଇଦା ଅଧିକ ବଢିଯିବ । ଯାହା ଫଳରେ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ ସହ ଧନ ସଞ୍ଚୟ କରିପାରିବେ । ଆପଣଙ୍କର ଯଥା ଖର୍ଚ୍ଚ ଆଉ ହେବ ନାହି । ପୈତୃକ ସମ୍ପତିରୁ ଲାଭବାନ ହେବେ ।

କୁମ୍ଭ ରାଶି : କୁମ୍ଭ ରାଶିରେ ଶନିଦେବ ଆପଣଙ୍କର ୩୦ ବର୍ଷ ପରେ ପ୍ରଥା ଘରେ ବସିବେ । ରାଜନୀତି କ୍ଷେତ୍ରରେ ସଫଳ ହେବେ । ବିବାହ କାର୍ଯ୍ୟ ବା ବ୍ୟାପାର କରିବାକୁ ଚାହୁଁଥିଲେ ସମୟ ଶୁଭ ରହିବ । ଶନି ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ନେଇକି ଆସୁଛନ୍ତି । ଆପଣଙ୍କ ଲେବଲ ବଦଳିଯିବ ।

ଯେଉଁ ମାନେ ଖାଲି ବସିଥିଲେ ସେମାନଙ୍କୁ ଚାକିରି ମିଳିବ । ବହୁତ ଦିନରୁ କିକି କରିବାକୁ ଚାହୁଁଥିଲେ ବା ଯାନବାହାନ କ୍ରୟ କରିବାକୁ ଚାହୁଁଥିଲେ ନିଶ୍ଚୟ କିଣିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *