ପାରା ଓ ଚୁଚୁନ୍ଦ୍ରା ଆପଣଙ୍କୁ କରିବେ ଧନୀ ବ୍ୟକ୍ତି ? କେମିତି ଜାଣନ୍ତୁ

ବନ୍ଧୁଗଣ ସମସ୍ତ ପକ୍ଷୀ ବହୁତ ଚଞ୍ଚଳ ଓ ସରଳ ହୋଇଥାନ୍ତି । କିନ୍ତୁ ପାରା ଚଞ୍ଚଳ କମ ସରଳ ଅଧିକ ହୋଇଥାନ୍ତି । ଏମାନେ ବିଶ୍ରାମ ନେବା ପାଇଁ ଐତିହାସିକ ଉଚ୍ଚ କୋଠା ଅଧିକ ପସନ୍ଦ ହୋଇଥାଏ । ଆପଣ ଜାଣିଛନ୍ତି ପାରା ଘରକୁ ଆସିଲେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । କେହି କେହି ପାରାକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମଧ୍ୟ କହିଥାନ୍ତି । ପକ୍ଷୀଙ୍କୁ ଦାନା ଦେବା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । କିନ୍ତୁ ପାରାକୁ ଶାନ୍ତିର ପ୍ରତୀକ ବୋଲି ବିଚାର କରାଯାଏ । ପାରାଙ୍କୁ ଦାନା ଦେବା ପୂଣ୍ୟର କାମ ଅଟେ ।

ଆଜି ଆମେ ଆପଣଙ୍କୁ ପାରା ଓ ଚୁଚୁନ୍ଦ୍ରା କିପରି ଧନୀ କରିପାରିବ ସେହି ବିଷୟରେ କହିବାକୁ ଯାଉଛୁ । ଘରର ଅଗଣାରେ ପାରାକୁ ଦାନା ଦେବା ଉଚିତ । ଧ୍ୟାନ ରଖିବେ କେବେବି ପାରାକୁ ଘରେ ବସା ବାନ୍ଧିବାକୁ ଦେବା ଉଚିତ ନୁହେଁ ଏହା ଅଶୁଭ ଅଟେ । ଯଦି ପାରା ଦେଖୁ ନାହାନ୍ତି ତେବେ ସବୁଦିନ ଖୋଲା ସ୍ଥାନରେ କିଛି ଦାନା ଆଉ ପାଣି ରଖନ୍ତୁ । ଏପରି କରିଲେ ପାରାମାନେ ଆସିଯିବାକୁ ଲାଗିଥାନ୍ତି । ପରାଙ୍କୁ ଏପରି ଦାନ ଦେଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଧନ ଜନିତ ସମସ୍ଯା ଦୂରେଇ ଯାଇଥାଏ ।

ଘରେ କୌଣସି ଭଲ ଜାଗା ନ ଥିଲେ ପାରାକୁ ଛାତ ଉପରେ ଦାନା ଦେଇପାରିବେ । ଜ୍ଯୋତିଷ ଅନୁଯାୟୀ ଛାତକୁ ରାହୁ ଓ ପାରକୁ ବୁଧ ବୋଲି ବିଚାର କରାଯାଏ । ଯେଉଁ ବ୍ଯକ୍ତିର କୁଣ୍ଡଳୀରେ ରାହୁ ଓ ବୁଧର ମିଳନ ହୋଇଥାଏ ସେଠାରେ ସ୍ଥିତି ଖରାପ ହୁଏ । ଜନ୍ମ କୁଣ୍ଡଳୀରେ ରାହୁ ଓ ବୁଧଙ୍କ ମେଳ ଖରାପ ଥାଏ ତେବେ ସେହି ବ୍ୟକ୍ତି ପାଇଁ ବହୁତ ଅଶୁଭ ବିଚାର କରାଯାଏ । ତେଣୁ ପାରାକୁ ଘରର ଅଗଣାରେ ଦାନା ଦେବା ଉଚିତ । ଏବେ ଚାଲନ୍ତୁ ଜାଣିବା ଚୁଚୁନ୍ଦ୍ରା କିପରି ଶୁଭ ଅଶୁଭ ସଂକେତ ଦେଇଥାଏ ।

ତେବେ ଚୁଚୁନ୍ଦ୍ରା ବହୁତ ଭୟଙ୍କର ଅଟେ । ମୂଷା ଓ ସାପକୁ ଦେଖିବା କ୍ଷଣି ଖାଇଦେଇଥାଏ । ପକ୍ଷୀ ମଧ୍ୟରେ ପେଚା କେବଳ ଚୁଚୁନ୍ଦ୍ରାକୁ ଖାଇପାରେ । ଚୁଚୁନ୍ଦ୍ରାକୁ ଖାଇବାକୁ ଅନ୍ୟ ପଶୁପକ୍ଷୀ ଏଥିପାଇଁ ଭୟ କରିଥାନ୍ତି କି ତାର ଲାଳରେ ବିଷ ରହିଥାଏ । ଏହାର ଦାନ୍ତ ବାଜିବା କ୍ଷଣୀ ଶିକାରୀକୁ ବୁଦ୍ଧି ବାଟ ଦେଖାଯାଏ ନାହି,ନ୍ବିଶ୍ଵାସ ନେବାରେ କଷ୍ଟ ହୋଇଥାଏ ଓ ବ୍ଯକ୍ତିର ମୃତ୍ୟୁ ହୁଏ । ଚୁଚୁନ୍ଦ୍ରାର ଆୟୁଷ କାଳ ୧୦ରୁ ୨୦ ବର୍ଷ ହୋଇଥାଏ । ଯେଉଁ ଘରେ ଚୁଚୁନ୍ଦ୍ରା ଥାଏ ସେଠାରେ ମା ଲକ୍ଷ୍ମୀଙ୍କ ବାସ ଥାଏ ଏମିତି କୁହାଯାଏ ।

ଅନ୍ୟ ପକ୍ଷରେ ଯେଉଁଠି ହୁଚୁନ୍ଦ୍ରା ଥାଏ ସେଠାରେ ସାପ, ମୂଷା, କୀଟପତଙ୍ଗ ରହିନ ଥାନ୍ତି । ଏମାନେ ଘରର ସୁରକ୍ଷାକର୍ମୀ, ସଫାକର୍ମୀ ହୋଇଥାନ୍ତି । ଏମାନେ ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଯେମିତି ଭୟଙ୍କର ହୋଇଥାଏ ମଣିଷ ପାଇଁ ମଧ୍ୟ ଭୟଙ୍କର ହୋଇଥାଏ । ଚୁଚୁନ୍ଦ୍ରା ଘର ଚାରିପଟେ ଥରେ ବୁଲିଗଲେ ବିପଦ ଦୂର ହୁଏ । ଦୀପାବଳିରେ ଚୁଚୁନ୍ଦ୍ରା ଦେଖିଲେ ବ୍ଯକ୍ତିର ଭାଗ୍ୟ ବଦଳିଯାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *