ନୂଆବର୍ଷ 2023ରେ ଘରକୁ ଆଣନ୍ତୁ ଏହି 1ଟି ଜିନିଷ, ହେବ ଧନର ବର୍ଷା

ବନ୍ଧୁଗଣ ଆସୁଅଛି ନୂଆବର୍ଷ ୨୦୨୩ ଆଉ ମାତ୍ର ଦୁଇ ଦିନ ପରେ । ନୂଆବର୍ଷ ଆସିବା ନେଇ ଆମ ମାନଙ୍କ ମନରେ ଅନେକ ଖୁସି ରହିଥାଏ । ନୂଆବର୍ଷକୁ ଆମେ ଅନେକ କଥା ଭାବିଥାଉ । ଜାନୁଆରୀ ୧ ତାରିଖ ପୌଷ ମାସ ଶୁକ୍ଲା ପକ୍ଷ, ଦଶମୀ ତିଥି ରବିବାର ଦିନ ପଡିବାକୁ ଯାଉଛି । ଜାନୁଆରୀ ୧ ରେ ଶାମ୍ବ ଦଶମୀ ମଧ୍ୟ ପଡୁଛି । ଆଜି ଆମେ ଆପଣଙ୍କୁ କହିବୁ ନୂଆବର୍ଷ ଦିନ କେଉଁ ଜିନିଷ ଘରକୁ ଆଣିଲେ ଧନର ବର୍ଷା ହୋଇଥାଏ ।

ନୂଆବର୍ଷ ଦିନ ଘରକୁ ତମ୍ବା, ଗୁଡ, ଗହମ, ମସୁର ଡାଲି, ଘିଅ ଆଣିଲେ କେଉଁ ପ୍ରକାରର ଲାଭ ମିଳିଥାଏ ଆସନ୍ତୁ ଜାଣିବା । ତମ୍ବା କୁ ସୂର୍ଯ୍ୟ ଙ୍କ ସମ୍ବଧିତ କୁହାଯାଏ । ଯଦି ଆପଣ ତମ୍ବା ପାତ୍ରରେ ଭଗବାନ ସୂର୍ଯ୍ୟ ଙ୍କୁ ନୂଆବର୍ଷ ଦିନ ଜଳ ଅର୍ପଣ କରିବେ ତେବେ ଆପଣଙ୍କୁ ଦୀର୍ଘାୟୁ, ଆରୋଗ୍ଯ ପ୍ରାପ୍ତ ହୋଇଥାଏ । ତେବେ ଦ୍ଵିତୀୟ ଜିନିଷ ଟି ହେଉଛି ଗୁଡ ଯାହା ଆପଣଙ୍କୁ ନୂଆବର୍ଷ ଦିନ ଘରକୁ କିଣିକି ଆଣିବାର ଅଛି ।

ଗୁଡକୁ ଧର୍ମର ପ୍ରତୀକ ମାନା ଯାଇଥାଏ । ଗୁଡ ଦ୍ଵାରା ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ଜାନୁଆରୀ 1 ରେ ଗୁଡ କିଣି ଆଣି ପିମ୍ପୁଡି ବା ଜନ୍ଦା କୁ ଖାଇବାକୁ ଦିଅନ୍ତୁ । ସେଠାରୁ ଆପଣଙ୍କର ଆଧ୍ୟାତ୍ମିକ ଉନ୍ନତି ହେବା ଆରମ୍ଭ ହୋଇଥାଏ । ତୃତୀୟ ଜିନିଷ ଟି ହେଉଛି ଗହମ । ଗହମ ଦ୍ଵାରା ଭୌତିକ ସୁଖ ପ୍ରାପ୍ତ ହୋଇଥାଏ ।

ନୂଆବର୍ଷ ଦିନ ଯଦି ଆପଣ ଗହଣା କିଣିକି ଆଣିବେ ସେହି ଗହମରେ ପେସା ହୋଇଥିବା ଅଟା ରେ ରୁଟି ତିଆରି କରି ଗୋମାତା ଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ସୂର୍ଯ୍ୟ ନାରାୟଣ ପ୍ରସନ୍ନ ହେବେ । ଏହା ସହ ସବୁ ଦେବିଦେବତା ମଧ୍ୟ ପ୍ରସନ୍ନ ହେବେ । ତା ପରେ ହେଉଛି ମସୁର ଡାଲି ଯାହାକୁ ନୂଆବର୍ଷ ଦିନ କରିଲେ ସଫଳତା ଲାଭ ହୁଏ । ଜୀବନରେ ଆଗକୁ ବଢିବା ପାଇଁ । ମସୁର ଡାଲି କିଣିକି ଆଣି ଆପଣ ଖାଇପାରିବେ ।

ଯଦି ଆପଣ ଚାହୁଁ ଛନ୍ତି ତେବେ ଘିଅ ମଧ୍ୟ କିଣିକି ଆଣିପାରିବେ । ଗୋବର ରେ ତିଆରି ହୋଇଥିବା ଘଷି ରେ ମା ଲକ୍ଷ୍ମୀ, ଭଗବାନ ବିଶୁଣୁ, ସୂର୍ଯ୍ୟ ନାରାୟଣଙ୍କ ନାମ ରେ ଘିଅ ଢାଳନ୍ତୁ । ଏହା ଦ୍ଵାରା ଧନର ବୃଦ୍ଧି ହୋଇଥାଏ । ଏହା ସହ ନୂଆ ବର୍ଷ ଦିନ ହଳଦୀ ଆପଣ ନିଜ ପର୍ସ ରେ ରଖନ୍ତୁ । ଏହା ଦ୍ଵାରା ଗୁରୁଦେବ ଓ ସୂର୍ଯ୍ୟଦେବ କମଜୋର ଥିଲେ ମଜବୁତ ହୋଇଥାନ୍ତି ।

ଏହା ସହ ଭଗବାନ ବିଶୁଣୁ ଓ ଗଣେଶ ଙ୍କ କୃପା ଲାଭ ହୋଇଥାଏ । ଏହା ସହ ନୂଆବର୍ଷ ଦିନ ମୟୁର ପର ମଧ୍ୟ ଘରକୁ ନିଶ୍ଚୟ କିଣି ଆଣନ୍ତୁ । ଦେଖିବେ ଧନର ବର୍ଷା ହେବାରେ ଲାଗିବ । ଏହା ସହ ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *