ପୁରୁଷକୁ ଖୁସିରେ ରଖିଥାନ୍ତି ଏହି 3ଟି ନାମର ଝିଅ- Jyotisha Shastra

ବନ୍ଧୁଗଣ ଏଥିରେ କିଛି ସନ୍ଦେହ ନାହି କି ବିବାହ ପରେ କାହାର ବି ଜୀବନ ବଦଳି ଯାଇଥାଏ । ବିବାହ ପରେ ଝିଅଙ୍କ ପାଇଁ ଯେମିତି ସବୁ କିଛି ନୂଆ ହୋଇଥାଏ ଠିକ ସେମିତି ପୁଅ ମାନଙ୍କର ଜୀବନରେ ବି ନୂଆ ଜୀବନ ସାଥିର ଆଗମନ ହୁଏ । ବିବାହ ପରେ ଝିଅ ନୁହେଁ ବରଂ ପୁରୁଷଙ୍କର ବି ଜୀବନ ବଦଳିଯାଏ । ଦେଖିବାକୁ ଗଲେ ବିବାହ ପରେ ଝିଅଙ୍କୁ ଅଧିକ ତ୍ୟାଗ କରିବାକୁ ପଡିଥାଏ । କିନ୍ତୁ ଯେଉଁ ବିବାହରେ ପ୍ରେମ ଥାଏ ସେଠାରେ ତ୍ୟାଗ କରିବାକୁ ପଡେ ନାହି ।

ଆଜି ଆମେ ଆପଣଙ୍କୁ କହିବୁ ଏମିତି ୩ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ପୁରୁଷଙ୍କୁ ଖୁସିରେ ରଖିଥାନ୍ତି । ୧- A ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ବାମୀଙ୍କୁ ସବୁବେଳେ ଖୁସି ରେ ରଖିଥାନ୍ତି । କାରଣ ଏହି ନାମର ଝିଅ ମାନେ ପଇସା ଠାରୁ ଅଧିକ ନିଜ ସ୍ବାମୀଙ୍କୁ ଅଧିକ ଭଲ ପାଇଥାନ୍ତି ।

ଯଦି ଏହି ନାମର ଝିଅ ମାନେ କୌଣସି ପୁରୁଷ ଙ୍କ ଜୀବନରେ ଥାନ୍ତି ତେବେ ଚିନ୍ତା କରିବା ଦରକାର ନାହି । ଏହି ନାମର ଝିଅ ମାନେ କିସ୍ମତ ରେ ଥିଲେ ମିଳିଥାନ୍ତି । ଏମାନେ ନିଜ ସ୍ଵାମୀ ଙ୍କୁ ଖୁସି ରଖିବା ପାଇଁ ବହୁତ କିଛି କରିଥାନ୍ତି ।

୨- B ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସର୍ବଦା ନିଜ ସ୍ଵାମୀ ଙ୍କୁ ଖୁସି ରେ ରଖିଥାନ୍ତି । କାରଣ ଏହି ନାମର ମହିଳା କେବେ ବି ସ୍ଵାମୀକୁ ମିଛ କୁହନ୍ତି ନାହି କି ଧୋକା ଦିଅନ୍ତୁ ନାହି । ଯଦି କୌଣସି ପୁରୁଷ ଙ୍କ ଜୀବନରେ ଏହି ନାମର ଝିଅ ମାନେ ଅଛନ୍ତି ତେବେ ଚିନ୍ତା କରନ୍ତୁ ନାହି । ଏହି ଝିଅ ମାନଙ୍କୁ ବିବାହ କରିଲେ ଲାଇଫ ସେଟ ହୋଇଯାଏ । ଏମାନଙ୍କୁ ବିବାହ କରିଥିବା ପୁରୁଷ ବହୁତ ଖୁସି ରେ ରହିଥାନ୍ତି ।

୩- S ନାମର ଝିଅ ମାନେ : ଯେଉଁ ମହିଳା ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀ ଙ୍କୁ ବହୁତ ଅଧିକା ଭଲ ପାଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କ ପ୍ରତେକ ସ୍ଥିତି କୁ ବୁଝିଥାନ୍ତି ଓ ସେମାନଙ୍କର ସାଥ ବି ଦେଇଥାନ୍ତି । ଏମାନେ କୌଣସି ଜିନିଷ ପାଇଁ କେବେ ବି ଜିଦି କରନ୍ତି ନାହି ।

ଏମାନେ ନିଜ ସ୍ବାମୀଙ୍କୁ ବହୁତ ଖୁସି ରେ ରଖିଥାନ୍ତି । ଏମାନେ ନିଜ ସ୍ବାମୀଙ୍କର ପ୍ରତେକ ଛୋଟ ବଡ ଜରୁରତ ର ଧ୍ୟାନ ଦେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇନ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *