କଣ କହୁଛି ପାଞ୍ଜି? କେବେ କମିବ Corona!

ବନ୍ଧୁଗଣ, ଅସଲି ଦେବରତ୍ନ ପଞ୍ଜିକାରେ କଣ ରହୁଛି ଓଡ଼ିଶା ପାଇଁ ସମ୍ଭାବନା ଆସନ୍ତୁ ଜାଣିବା । ବନ୍ଧୁଗଣ କରୋନା ବର୍ତ୍ତମାନ ସମସ୍ତଙ୍କର ମୁଣ୍ଡ ବ୍ୟଥା ର କାରଣ ପାଲଟି ଯାଇଛି । ଏହାକୁ ନେଇ ଓଡ଼ିଶା ର ପରିସ୍ଥିତି କିଭଳି ରହିବ ତାହା ପଞ୍ଜିକା ମାଧ୍ୟମରେ ନିର୍ଣ୍ଣୟ କରା ଯାଇଛି ।

କିଭଳି ରହିବ ଆଗାମୀ ପରିସ୍ଥିତି ଏହିଭଳି ଭୟାନକ ଅଥବା ସ୍ଥିତି ସୁଧୁରିବ ଏହାକୁ ନେଇ ବଡ଼ ପ୍ରଶ୍ନ ? ବନ୍ଧୁଗଣ କରୋନା ର ପ୍ରକୋପ ଏହିବର୍ଷ କମିବ ନା କମିବ ନାହିଁ ? ଗତ ବର୍ଷ ଭଳି ଚଳିତ ବର୍ଷ ଜନତାଙ୍କ ଆର୍ଥିକ ସ୍ଥିତି ରେ ପରିବର୍ତ୍ତନ ଆସିବ କି ନାହିଁ ? ଏହା ସହିତ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶା ର ପିଛା ଛାଡୁ ନଥିଲା ବେଳେ କଣ ସବୁ ବିପଦ ରହିଛି ଚଳିତ ବର୍ଷ ଓଡ଼ିଶା ପାଇଁ ସେ ବିଷୟରେ ଆମ୍ଭେ ଜଣାଇବାକୁ ଜାଉଅଛୁ ।

ବନ୍ଧୁଗଣ ଦେବଦର୍ଶି ଖଡିରତ୍ନ ଙ୍କ ସୂଚନା ଅନୁଯାୟୀ, ପୂର୍ବବର୍ଷ ଭଳି ଗ୍ରହ ମାନଙ୍କର ସ୍ଥିତି ଯେଉଁଭଳି ଥିଲା ଚଳିତ ବର୍ଷ ମଧ୍ୟ ସମାନ ରହିବ । ସେ କହିଛନ୍ତି ପୂର୍ବବର୍ଷ ଭଳି କରୋନା ର ପ୍ରକୋପ ଏହିବର୍ଷ ମଧ୍ୟ ରହିବ । ଦେବଦର୍ଷି କହିଛନ୍ତି ଯେ, ସେପ୍ଟେମ୍ବର ମାସରୁ ପ୍ରକୋପ କିଛି ମାତ୍ରାରେ କମିବ । ଏହାଛଡ଼ା ଚଳିତ ବର୍ଷ ବର୍ଷା ର ପ୍ରଭାବ ଖୁବ୍ କମ୍ ରହିବ । ମାତ୍ର ହଟାତ୍ ବହୁଳ ଭାବରେ ବର୍ଷା ହେବା ଦ୍ବାରା ମହାବାତ୍ୟା ର ପରିସ୍ଥିତି ସୃଷ୍ଟି ହେଉଛି ଯାହା ଜୁନ ଅଥବା ଜୁଲାଇ ରେ ହୋଇପାରେ ।

ସେ ଏହା ମଧ୍ୟ କହିଛନ୍ତି ଯେ, ବଡ଼ ଧରଣର ଭୂମିକମ୍ପ ହେବ ତଥା ନମ୍ଭେମ୍ବର ପର ଠାରୁ ବହୁତ୍ ଧନଜୀବନ ହାନି ତଥା କ୍ଷୟ ର ଯୋଗ ବନୁଅଛି । ଚଳିତ ବର୍ଷ ବନ୍ୟ ଜିବଜନ୍ତୁ ଙ୍କ ଦ୍ଵାରା ଶସ୍ୟ କ୍ଷୟ ର ସମ୍ଭାବନା ରହିଅଛି । ବନ୍ଧୁଗଣ ବର୍ତ୍ତମାନ ସମୟରେ ନୂଆ ପାଞ୍ଜି କହୁଅଛି ଯେ ସରକାର ଆର୍ଥିକ ସ୍ଥିତି କୁ ଦୂର କରିବାକୁ ଚେଷ୍ଟା କରିବେ ମାତ୍ର ସେଥିରେ ବହୁତ୍ ବାଧା ସୃଷ୍ଟି ହେବ କାରଣ ପ୍ରାୟ ଏହି ବର୍ଷ କୁ ମିଶାଇ ମହାମାରୀ ର ଆତଙ୍କ ୨ ବର୍ଷ ହେଲାଣି ଲାଗିରହିଛି । ଏହା ଫଳରେ ଆର୍ଥିକ ସମସ୍ୟା ବଢ଼ିବାରେ ଲାଗିଛି । ରାଜନୈତିକ ଉଥାନପ୍ରଥାନ ଲାଗି ରହିବ ।

ଶାସକ ଦଳ ତଥା ବିରୋଧୀ ଦଳ ଉଭୟ ପାୱାର ଫୁଲ ରହିବେ । କୃଷି କ୍ଷେତ୍ର ପାଇଁ ଖୁସି ଖବର । ବନ୍ଧୁଗଣ ଓଡ଼ିଶା ଏକ କୃଷି ପ୍ରଧାନ ଦେଶ ଅଟେ । ଚଳିତ ବର୍ଷ କୃଷି କ୍ଷେତ୍ରରେ ବହୁତ୍ ଲାଭ ହେବ । ମାତ୍ର ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ରୁ ଶସ୍ୟ ହାନି ହୋଇପାରେ ।

ବନ୍ଧୁଗଣ କରୋନା ଭଳି ମହାମାରୀ କୁ ନଡରି ଆମ୍ଭେମାନେ ସତର୍କତାର ସମସ୍ତ କାର୍ଯ୍ୟ କଲେ ଏବଂ ସରକାର କହୁଥିବା ନିୟମ ଗୁଡ଼ିକୁ ମାନି ଚାଲିଲେ ଆମ୍ଭର କୌଣସି ପ୍ରକାରର କ୍ଷୟ କ୍ଷତି ହେବନାହିଁ । ବନ୍ଧୁଗଣ ଆପଣ ମାନଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *