ଧନୀ ହେବାର ଟିକେ ବି ଗର୍ବ କରନ୍ତି ନାହିଁ Bollywoodର ଏହି 5ଜଣ ଅଭିନେତ୍ରୀ, ନମ୍ବର 3 ସମସ୍ତଙ୍କ ପ୍ରିୟ

ବଲିଉଡରେ ଅଭିନୟ କରୁଥିବା କଳକାର ମାନେ ନିଜ ସାନଦାର ଅଭିନୟ ପାଇଁ ପୁରା ଦେଶରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୁକ, ଅନ୍ଦାଜ ପାଇଁ ଦର୍ଶକ ମାନଙ୍କ ହୃଦୟରେ ଲୋକପ୍ରିୟ ହୋଇ ପାରିଛନ୍ତି ।

କେତେକ ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ପାଇଁ ଫ୍ୟାମ୍ସ ହୋଇଛନ୍ତି ତ ଆଉ କେତେକ ଅଭିନେତ୍ରୀ ମାନେ ନିଜର ଫିଗରକୁ ନେଇ ବା ନିଜ ପଇସାକୁ ନେଇ ଖୁବ ଘମଣ୍ଡ ବା ଗର୍ବ କରିଥାନ୍ତି । କିନ୍ତୁ ଏମିତି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ନିଜ ପଇସାକୁ ନେଇ କେବେ ବି ଗର୍ବ କିମ୍ବା ଘମଣ୍ଡ କରିନଥାନ୍ତି । ଆମେ ଆଜି ଆପଣ ମାନଙ୍କୁ ସେହି ମହାନ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

୧- “ଶ୍ରଦ୍ଧା କପୁର” : “ଆଶିକି-୨” ଫିଲ୍ମରେ ବଲିଉଡରେ ନିଜର କ୍ଯାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ଶ୍ରଦ୍ଧା କପୁର ଜଣେ ହସମୁଖ ମଣିଷ ଅଟନ୍ତି । ବଲିଉଡରେ ସେ ଅନେକ ହିଟ ଫିଲ୍ମରେ କାମ କରି ସାରିଛନ୍ତି । ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ସାରିଛନ୍ତି । ସେ ଟଙ୍କା ଲାଇଫ ଷ୍ଟାଇଲକୁ ବହୁତ ସିମ୍ପଲ ଭାବେ ସ୍ପେନ୍ଡ କରନ୍ତି ।

୨- “ହେମା ମାଳିନୀ” : ବଲିଉଡର “ଡ୍ରିମଗାର୍ଲ” ଅଭିନେତ୍ରୀ ହେମା ମାଳିନୀ କୌଣସି ପରିଚୟର ମୋହତାଜ ନୁହନ୍ତି । ସେ ଦେୱଲ ପରିବାର ସଦସ୍ୟ ଅଟନ୍ତି । ଦେୱାଲ ପରିବାର ସବୁ ସମୟରେ ସାଦଗି ପାଇଁ ନାମିଦାମି ପରିବାର ଅଟନ୍ତି । ଅଭିନେତ୍ରୀ ହେମା କ୍ଷେତରେ କାମ କରିବାର ମଧ୍ୟ ନଜର ଆସିଛନ୍ତି । ସେ ବହୁତ ସାଧାରଣ ଭାବେ ନିଜର ଲାଇଫ ବିତାଇବାକୁ ପସନ୍ଦ କରନ୍ତି ।

୩- “ବିଦ୍ୟା ବାଲନ” : ବଲିଉଡରେ ନିଜର ଅଲଗା ଜାଗା ସୃଷ୍ଟି କରିଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ବିଦ୍ୟା ବାଲନ ଜଣେ ଅଟନ୍ତି । “ଦ ଡାର୍ଟି ପିକଚର” ଫିଲ୍ମରେ ବିଦ୍ୟା ବାଲ୍ନ ଅଧିକ ଚର୍ଚ୍ଚାରେ ରହିଥିଲେ । ସେ ସାଧାରଣ ଲାଇଫ ସ୍ପେନ୍ଡ କରିବାକୁ ପସନ୍ଦ କରନ୍ତି । ତାଙ୍କ ପଇସାକୁ ନେଇ ସେ କେବେ ଗର୍ବ କରନ୍ତି ନାହି ।

୪- “ଜାନଭି କପୁର” : ବଲିଉଡର ସବୁଠାରୁ ମୋସ୍ଟ ପାପୁଳାର ଅଭିନେତ୍ରୀ ଶ୍ରୀ ଦେବୀ ଓ ମସୁର ନିର୍ମାତା ବୋନୀ କପୁରଙ୍କ ଝିଅ ଜାନଭି କପୁର ବଲିଉଡରେ “ଧଡକ” ଫିଲ୍ମରେ ନିଜର କ୍ଯାରିଅର ଆରମ୍ଭ କରିଥିଲେ । ତାଙ୍କୁ ୨୨ ବର୍ଷ ହୋଇଥିଲେ ମଧ୍ୟ ବଲିଉଡରେ ସେ ଅନେକ ଫିଲ୍ମରେ କମ କରି ସାରିଛନ୍ତି । ତାଙ୍କ ପିତାଙ୍କର ଏତେ ପଇସା ଥିଲେ ମଧ୍ୟ ସେ କେବେ ବି ଗର୍ବ କରନ୍ତି ନାହି । ସେ ସବୁବେଳେ ସାଧାରଣ ଲାଇଫ ସ୍ପେନ୍ଡ କରନ୍ତି ।

୫- “ସାରା ଅଲ୍ଲୀ ଖାନ” : ବଲିଉଡରେ “କେଦାରନାଥ” ଫିଲ୍ମରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜ କ୍ଯାରିଅର ଆରମ୍ଭ କରିଥିଲେ । ତାଙ୍କ ପିତା ସେଫ ପଟୋଦି ଖାନଦାନର ଉତ୍ତରାଧିକାରୀ ଅଟନ୍ତି । ସେ ଅଭୁତ ନମ୍ର ଓ କୋମଳ ହୃଦୟ ମଣିଷ ଅଟନ୍ତି । ସେ ତାଙ୍କ ପଇସାକୁ ନେଇ କେବେ ଗରବ କରନ୍ତି ନାହି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *