କାର୍ତ୍ତିକ ମାସ 2021, ଭୁଲରେ ବି କରନ୍ତୁ ନାହିଁ ଏହି 5 ଟି କାର୍ଯ୍ୟ… ନଚେତ ହୋଇଯିବେ ବରବାଦ

ଆପଣ ମାନେ ଜାଣି ଥିବେ କି ଏହା ହେଉଛି ପୂଣ୍ୟର ର ମାସ କାର୍ତ୍ତିକ ମାସ । ଏହି ମାସରେ କୁହାଯାଏ କି ଆମେ ଭଗବାନ ବିଷ୍ଣୁ ଓ ଭଗବାନ କାର୍ତ୍ତିକ ଙ୍କୁ ପୂଜା କରି ଥାଉ । ଏହା ପୂଣ୍ୟର ଏହି ପାଇଁ କୁହାଯାଇଛି କାରଣ ଏହି ଅମାସରେ ଲୋକମାନେ ଆମିଷ ତ ଛାଡ ପିଆଜ ରସୁଣ ମଧ୍ୟ ଖାଇବା ଛାଡି ଦେଇ ଥାନ୍ତି । ଦାନ ଧର୍ମ କରି ଥାନ୍ତି । ଏହା ସହ ଏମାନେ କିଛି ଗରିବ କିମ୍ବା ଅବହେଳିତ ଲୋକମାନଙ୍କ ପାଇଁ କିଛି ବସ୍ତ୍ର ସହ ଖାଇବା ଦେବା ଅଭଳି କମ ମଧ୍ୟ କରି ଥାନ୍ତି ।

କୁହା ଯାଏ କି ଏହି ମାସ ସାରା ଯେଉଁ ମାନେ ଭଗବାନ ଙ୍କୁ ପୂଜା କରିକି ବିତାଇ ଥାନ୍ତି ସେମାନେ ବହୁତ ଭଲ ପରିଣାମ ପାଇ ଥାନ୍ତି । ଏହି ମାସରେ ଭଗବାନ ରାମ ଚନ୍ଦ୍ର କହିଛନ୍ତି କି ଯେଉଁ ମାନେ ଆମିଷ ଖାଇବେ ସେମାନେ ବାଗର ପାପ କୁ ନିଜ ମୁଣ୍ଡରେ ନେବେ । ତେବେ ଏହି ମାସରେ ଆମେ କିଛି ଭୁଲ କରି ଦେଇ ଥାଉ ଅଜାଣତରେ । ଯାହା ଆମ ପାଇଁ ଖୁବ ଖରାପ ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ ସେହି କାମ କୁ ଯାହା କୁ ଆପଣ କାର୍ତ୍ତିକ ମାସରେ କେବେ ହେଲେ କରିବେ ନି । ଆପଣ ଏହି ମାସରେ କାହାକୁ ଭି ଖରାପ କଥା କୁହନ୍ତୁ ନି କିମ୍ବା ଏହା କାହାକୁ କହିବା ପାଇଁ ଦିଅନ୍ତୁ ନି ।

ଆପଣ ଯଦି କାହା ବିଶୟରେ କିଛି ଖରାପ ଚିନ୍ତା କରିବା ଅସହ କାହା ର ଖରାପ କରନ୍ତୁ ନି । ଏହା ଦ୍ଵାରା ଆପଣ ଲାଭ ବାନ ହେବେ । ଆପଣ ଏହି ମାସରେ କେବେ ହେଲେ ଗଛ ମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ ନି । ଆପଣ ଏହି ଭଳି କରିବା ଦ୍ଵାରା ସ୍ଵାସ୍ଥ୍ୟରେ ସମସ୍ଯା ଦେଖା ଯାଏ ତେଣୁ ଏହା ଠାରୁ ନିଜକୁ ଦୂରେଇ କି ରଖନ୍ତୁ ଆପଣ । ଆପଣ ଏହି ମାସରେ କିଛି ନୂଆ ଗଛ ଲଗାଇ ପାରିବେ କିନ୍ତୁ ଏହାକୁ କ୍ଷତି ପହନଚାଇବା କଥା ଚିନ୍ତା କରନ୍ତୁ ନି ।

ଆପଣ ଏହି ମାସରେ ଜୀବ ମାନଙ୍କ ପାଇଁ ଖାଇବା କୁ ଦିଅନ୍ତୁ କିନ୍ତୁ କାହାକୁ ଭି ମାରନ୍ତୁ ନି ଜୀବ ହତ୍ୟା ଏକ ପାପ ଅଟେ । କିନ୍ତୁ ଏହି ମାସରେ ଏହା ଅଧିକ ମାତ୍ରାରେ ପ୍ରଭାବ ପକାଇ ଥାଏ । କାର୍ତ୍ତିକ ମାସରେ କେଉଁ ଭି ଗୁରୁଜନ ମାନଙ୍କୁ ଆପଣ ଅପମାନିତ କରନ୍ତୁ ନି । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୋପ ର ଶିକାର ଆମେ ହୋଇ ଥାଉ । ଏହା ପରେ ଆମେ ଆପଣଙ୍କୁ ଆଉ ଏକ ଅକଥା କହିବା ପାଇଁ ଯାଉଛୁ କି ଆପଣ କେବେ ହେଲେ ଏହି ମାସରେ ନିଶା ଦ୍ରବ୍ଯ କୁ ସେବନ କରିବେ ନି ଏହା ଦ୍ଵାରା ଘରେ ଅଲକ୍ଷ୍ମୀ ର ବାସ ହୋଇ ଥାଏ । ତେଣୁ ଏଇ 5 ଜିନିଷ ଠାରୁ ଆପଣ ନିଜକୁ ଦୂରେଇ ରଖନ୍ତୁ କାର୍ତ୍ତିକ ମାସରେ ।

Leave a Reply

Your email address will not be published. Required fields are marked *