ପାରା ଜଦି ଘରକୁ ଆସୁଛନ୍ତି – ତେବେ ଜାଣନ୍ତୁ ଏହି ଭୟଙ୍କର କଥା

ଆଜି ଆମେ ଆପଣ ମାନଙ୍କ ପାଇଁ ନୂତନ ବିଷୟ ବସ୍ତୁ ନେଇ ଆସିଛୁ । ଏହି ବିଷୟଟି ହେଉଛି ଯଦି ଘରକୁ ପାରା ଆସେ ତେବେ କଣ ହୋଇଥାଏ ସେହି ବିଷୟରେ କହିବାକୁ ଅଜଉଛୁ । ମୁଖ୍ୟତ ସବୁ ପକ୍ଷୀ ସରଳ ଓ ଚଞ୍ଚଳ ହୋଇଥାନ୍ତି । କିନ୍ତୁ ପାରା ଏମିତି ଏକ ପକ୍ଷୀ ଯିଏ ବହୁତ ସରଳ ହେବା ସହ ବିଶ୍ରାମ ନେବା ପାଇଁ ଉଚ୍ଚ କୋଠା ବା ଐତିହାସିକ ମହଲ ଖୋଜିଥାଏ । ପାରା ଘରକୁ ଆସିବା ଦ୍ଵାରା ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ଏହ ଖୁବ କମ ଲୋକ ମାନେ ଜାଣିଥାନ୍ତି । ପକ୍ଷୀ ମାନଙ୍କୁ ଦାନା ଦେବା କଥା ଶାସ୍ତ୍ର ରେ ଲେଖା ଯାଇଛି । କିନ୍ତୁ ପାରା କୁ ଶାନ୍ତିର ପ୍ରତୀକ ବୋଲି ମାନାଯାଏ । ଏହା ସହ ପାରା ନିଜ ଜୀବନ ସାଥି ବହୁତ ସଚ୍ଚୋଟ ରହିଥାଏ ।

ପାରାକୁ ଦାନା ଦେବା ପୂଣ୍ୟର କାମ ହୋଇଥିବାରୁ ଅନେକ ଲୋକ ମାନେ ଏହା କରିବାକୁ ପସନ୍ଦ କରିଥାନ୍ତି । ଆଉ କିଛି ଲୋକ ମାନେ ଘରର ଛାତ ଉପରେ ପାରାକୁ ଦାନା ଦେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏଥିପାଇଁ କିଛି ସାବଧାନତା ରଖିବାକୁ ପଡିଥାଏ । କିନ୍ତୁ ପାରାକୁ ଦାନା ଦେବା ପାଇଁ ଘର ବାହାରେ ସ୍ଥାନ ଉଚିତ ଅଟେ । ଯଦି ଆପଣଙ୍କ ଘରେ ବା ବାହାରେ କୌଣସି ଅସୁବିଧା ରହିଛି ତେବେ ଆପଣ ଛାତ ଉପରେ ପାରାକୁ ଦାନା ଦେଇ ପାରିବେ । ଶାସ୍ତ୍ର ଅନୁସାରେ ପାରାକୁ ବୁଦ୍ଧ ଓ ଛାତକୁ ରାହୁ ବୋଲି ବିଚାର କରାଯାଏ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ରାହୁ ଓ ବୁଦ୍ଧ ଏକତ୍ର ହୋଇଥାନ୍ତି ତାଙ୍କର ସ୍ଥିତି ଖରାପ ହୋଇଥାଏ ।

ଯଦି ଏପରି ହୋଇଥାଏ ତେବେ ବ୍ୟକ୍ତି ମାନସିକ ଭାରସମ୍ୟ ହରାଇବା ସହ ଘରେ ଧନ ସମସ୍ଯା ଦେଖା ଯାଇଥାଏ । ସେଥିପାଇଁ ଘରର ଛାତ ଉପରେ ପାରାକୁ ଦାନା ନ ଦେଇ ଘର ଅଗଣା ବା ବାହାରେ ଖାଇବାକୁ ଦାନ ଦିଅନ୍ତୁ । ଯଦି ପାରା ଘରେ ବସା ବାନ୍ଧିଥାଏ ତେବେ ଏହା ଶୁଭ ବୋଲି ବିଚାର କରାଯାଏ । ଯଦି ଆପଣ ନିଜ ଘର ବାହାରେ ପାରା ଦେଖୁ ନହନ୍ତି ତେବେ ଏକ ପାତ୍ରରେ କିଛି ଦାନା ଓ ପାଣି ରକହନ୍ତୁ । ଏପରି କରିବା ଦ୍ଵାରା ପାରା ମାନେ ଆପେ ଆପେ ଆସିଥାନ୍ତି ।

ଏପରି କରିବା ଦ୍ଵାରା ଆମ ଲକ୍ଷ୍ମୀଙ୍କର କୃପା ଲାଭ ହେବା ସହ ଧନ ସହ ଜଡିତ ସମସ୍ଯା ଦୂର ହୋଇଥାଏ । କାରଣ ପାରା ହେଉଛି ମା ଲକ୍ଷ୍ମୀଙ୍କର ସ୍ୱରୂପ । ଯଦି ଆପଣ ମାନେ ପାରାକୁ ଦାନା ଖାଇବାକୁ ଦେବେ ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧିର ମଧ୍ୟ ଆଗମନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *