Perfect ସ୍ଵାମୀ ହୋଇଥାନ୍ତି ଏହି 4ଟି ନାମର ପୁରୁଷମାନେ- Jyotisha Shastra

ସାଧାରଣତଃ ଅନେକ ଲୋକମାନେ ଧୋକା ଖାଇଛନ୍ତି ପ୍ରେମରେ । କେହି ପ୍ରମର ଛଳନା କରିଥାଏ ତ କେହି ନିଜକୁ ଦେଖାଇବାରେ ସମୟ ନେଇ ଯାଇ ଥାଏ । ତେବେ ଆପଣଙ୍କୁ ଯଦି ଆମେ କହିବା ଏଭଳି କିଛି ଜଣ ଅଛନ୍ତି ଯେଉଁ ମାନେ ଯାହାକୁ ବି ଭଲ ପାଇଲେ ସେମାନଙ୍କ ପାଇଁ ନିଜ ଜୀବନ ଦେଇ ପାରିବେ ।

ଆମେ କେବଳ ପୁଅ ପିଲା କିମ୍ବା ଝିଅ ପିଲା କଥା କହି ପାରିବା ନି କାରଣ ଆମେ ଜାଣିଛେ କି ଉଭୟ ପରସ୍ପରକୁ ଧୋକା ଦେଇ ପାରନ୍ତି । କହିବାର ଅର୍ଥ କେଉଁ ଠାରେ ଏକ ପୁଅ ଧୋକା ଦେଉଥିବା ବେଳେ କେଉଁ ଠାରେ ଏକ ଝିଅ ଧୋକା ଦେଇଥାନ୍ତି ।

ତେବେ ଯଦି ଆପଣ କହିବେ କେବଳ ଗୋଟେ ପୁଅ ହିଁ ସବୁ ପ୍ରକାର ଭୁଲ କରିଥାଏ ଏହା ଏକ ଯୁକ୍ତି ଯୁକ୍ତ କଥା ନୁହେଁ । ଆଜି ଆମେ ଏଭଳି କିଛି ପୁଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ପତ୍ନୀ ଙ୍କୁ ନିଜ ଅପେକ୍ଷା ଅଧିକ ଭଲ ପାଇ ଥାନ୍ତି । ଆସନ୍ତୁ ଜାଣିବେ କେଉଁ ନାମର ପୁଅ ମାନେ ଅଧିକ ଭଲ ଜୀବନ ସାଥି ହୋଇ ଥାନ୍ତି ।

ପ୍ରଥମ ଅକ୍ଷର ହେଉଛି “A” ଏହି ନାମର ପୁଅ ମାନେ ଏକ ରୋମାଣ୍ଟିକ ହିରୋ ଠାରୁ କମ ନୁହନ୍ତି ଏମାନେ ନିଜ ପତ୍ନୀ ଙ୍କୁ ରାଣୀ କରି ରଖୀଥାନ୍ତି । ଏମାନେ ନିଜ ଅପେକ୍ଷା ନିଜର ସ୍ତ୍ରୀ ର ଅଧିକ ଧ୍ୟାନ ରଖୀଥାନ୍ତି । ଏମାନେ ଙ୍କୁ ଅଧିକ ସମୟରେ ଏଭଳି ପତ୍ନୀ ମିଳିଥାଏ ଯେଉଁ ମାନେ ଅଧିକ ସରଲ ଅଟନ୍ତି ଏହି ସରଲା ଗୁଣ ପାଇଁ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ବଢି ଥାଏ ।

ଦ୍ଵିତୀୟ ନାମ ହେଉଛି “G” ଏହି ନାମର ପୁରୁଷ ମାନେ ନିଜ ପତ୍ନୀ ଙ୍କୁ ସବୁ ବେଳେ ଆଗକୁ ଯିବା ପାଇଁ ପ୍ରୋସ୍ଛାହନ ଦିଅନ୍ତି ଏମାନଙ୍କ ଅପେକ୍ଷା ଯଦି ଏମାନଙ୍କ ପତ୍ନୀ ଆଗକୁ ଯାଏ ତେବେ ସେମାନେ ଅଧିକ ଖୁସି ହୋଇଥାନ୍ତି । ଏହି ନାମର ପୁରୁଷ ମାନେ ନିଜ ଅପେକ୍ଷା ନିଜ ପତ୍ନୀ ଙ୍କୁ ଅଧିକ ଭରସା କରିଥାନ୍ତି । ଏହି ନାମର ପୁରୁଷ ମାନେ ଅନ୍ୟ ନାରୀ କୁ ଖରାପ ନିଜର ରେ ଦେଖନ୍ତି ନି ଶେଥି ପାଇଁ ଦୁଇ ଜଣଙ୍କର ସମ୍ପର୍କ ଅଧିକ ଭଲ ହୋଇ ଥାଏ ।

ଏହା ପରେ “R” ନାମର ପୁରୁଷ ମାନେ ଅଧିକ ନମ୍ର ହୋଇ ଥାନ୍ତି । ଏହି ନାମର ପୁରୁଷ ମାନେ ନିଜର ପତ୍ନୀ ଙ୍କୁ ଖୁସି କରିବା ପାଇଁ କିଛି ନା କିଛି କରୁଥାନ୍ତି । ଏହି ଭଳି ପୁରୁଷ ମାନେ ପୁଅ ଝିଅ ଭିତରେ କେବେବି ପାର୍ଥକ୍ଯ କରନ୍ତିନୀ । ସେମାନେ ନିଜ ସ୍ତ୍ରୀ କୁ ସବୁ ବେଳେ ଖୁସି ଦିଅନ୍ତି । ଏଭଳି ପୁରୁଷ ଭାଗ୍ୟରେ ଥିଲେ ମିଳେ ।

ଶେଷରେ ହେଉଛି “S” ଏହି ନାମର ପୁରୁଷ ମାନେ କେବେବି ନିଜ ପତ୍ନୀ ଆଖିରେ କେବେବି ଲୁହ ଦେଖି ପାରନ୍ତିନି । ସେମାନେ ସବୁବେଳେ ନିଜର ସ୍ତ୍ରୀ ର ଖୁସିରେ ଖୁସି ଖୋଜି ନେଇ ଥାନ୍ତି , ସେମାନେ ନିଜ ଆଗରୁ ନିଜର ପତ୍ନୀ କୁ ବେସୀ ଧ୍ୟାନ ଦିଅନ୍ତି । ଯଦି ଆମେ କହିବାକୁ ଯିବା ଏଭଳି ପୁରୁଷ କିମ୍ବା ଏହି ନାମର ପୁରୁଷ ପରଫେକ୍ଟ ସ୍ଵାମୀ ହୋଇଥାନ୍ତି । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *