ପିମ୍ପୁଡି ଘରକୁ ଆସିଲେ ମା’ ଲକ୍ଷ୍ମୀ ଦେଇଥାନ୍ତି 3ଟି ସଙ୍କେତ, ଭୁଲରେ ବି ଅଣଦେଖା କରନ୍ତୁ ନାହିଁ

ନମସ୍କାର ବନ୍ଧୁଗଣ, ସୃଷ୍ଟିରେ ଜନ୍ମ ନେଇଥିବା ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦଙ୍କର କିଛି ନା କିଛି ଭୂମିକା ରହିଛି ଆମ ଜୀବନରେ । ଯେଉଁ ମାନଙ୍କ ଦ୍ଵାରା ଭଗବାନ ଆମକୁ ସଙ୍କେତ ଦେଇଥାନ୍ତି କିଛି ଭଲ ଖରାପ ଘଟିବାର ଆମ ଜୀବନରେ । ଭଗବାନ ସ୍ଵୟଂ ତ ଆସି କାହାର ସାହାର୍ଯ୍ୟ କରନ୍ତି ନାହିଁ । ତେଣୁ ଏମାନଙ୍କର ଦ୍ଵାରା ହିଁ  କିଛି ସଙ୍କେତ ଦେଇଥାନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସଙ୍କେତ ଗୁଡିକ କଣ କଣ  ।

ମା ଲକ୍ଷ୍ମୀଙ୍କର ପିମ୍ପୁଡି ବହୁତ ପ୍ରିୟ ହୋଇଥାନ୍ତି । ପିମ୍ପୁଡିଙ୍କୁ କେବେ ମଧ୍ୟ ହାନି ପହଞ୍ଚାଇବା ଉଚିତ ନୁହେଁ । କଳା ପିମ୍ପୁଡି ଘରକୁ ଆସିବା ବହୁତ ହିଁ ଶୁଭ ହୋଇଥାଏ । କଳା ରଙ୍ଗର ପିମ୍ପୁଡି ଆପଣଙ୍କ ପରିବାର ଲୋକଙ୍କ ବ୍ୟବହାରକୁ ଦର୍ଶାଇଥାଏ । ଜାଣିନେବେ କି ଆପଣଙ୍କ ଘରେ ରହୁଥିବା ସମସ୍ତ ସଦସ୍ୟ ପରୋପକାର କରିବା ଲୋକ ଅଟନ୍ତି । ଘରେ କଳା ପିମ୍ପୁଡି ଆସିବାର ଅର୍ଥ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆସିବାକୁ ଯାଉଛି । ଚଉଳା ବସ୍ତା ବା ଡବାରୁ କଳା ପିମ୍ପୁଡି ବାହାରିବା ଶୁଭ ହୋଇଥାଏ ।

ଏହାର ଅର୍ଥ ଆପଣଙ୍କ ଘରେ ଭଗବାନ ବିଷ୍ଣୁ ନିବାସ କରୁଛନ୍ତି । କଳା ପିମ୍ପୁଡି ମାନେ ଯଦି ଆପଣଙ୍କ ଘରେ ଗୋଟିଏ ଗୋଲାକାର ଆକୃତିର ହୋଇ ବୁଲନ୍ତି ତେବେ ବୁଝିଯିବେ କି ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହୋଇଛି । ଆପଣଙ୍କ ଘରର ଆର୍ଥିକ ପରିସ୍ଥିତି ବଦଳିବ । କୌଣସି କାମ ପାଇଁ ଆପଣଙ୍କୁ ବହୁତ ଅଧିକ ଧନ ପ୍ରାପ୍ତି ହେବ ।

ଏମାନଙ୍କୁ ଅନ୍ନ ଖାଇବାକୁ ଦେବା ବହୁତ ହିଁ ଶୁଭ ହୋଇଥାଏ । ଆପଣ ଘରେ ରଖିଥିବା ସୁନା ଜିନିଷ ପାଖରୁ କଳା ପିମ୍ପୁଡି ବାହାରିବାର ଅର୍ଥ ଆପଣଙ୍କୁ ଖୁବ ଧନ ଲାଭ ହେବାକୁ ଯାଉଛି । ଆପଣଙ୍କ ଘର ଛାତରେ  ପିମ୍ପୁଡି ବହରିବାର ଦେଖିଲେ ଜାଣିଯିବେ କି ଏବେ ଆପଣଙ୍କୁ ସମସ୍ତ ପ୍ରକାର ସୁଖ ସୁବିଧା ମିଳିବାକୁ ଯାଉଛି । ପିମ୍ପୁଡି ଘର କାନ୍ଥରେ ଚଢି ଉପରକୁ ଯିବାର ଦେଖିଲେ ଜାଣିବେ କି ଆପଣ ନିଜ ଜୀବନରେ ବିକାଶ ଓ ପ୍ରଗତି କରିବାକୁ ଯାଉଛନ୍ତି ।

ଯଦି ପିମ୍ପୁଡି କାନ୍ଥରେ ତଳକୁ ଚାଲିକାରି ଆସୁଥିବାର ଦେଖନ୍ତି ତେବେ ଆପଣଙ୍କୁ ବହୁତ ବଡ କ୍ଷତିର ସାମ୍ନା କରିବାକୁ ପଡିବ । ଆପଣଙ୍କ ଘରକୁ ପିମ୍ପୁଡି ମାନେ ଯଦି ଉତ୍ତର ଦିଗରୁ ଆସୁ ପ୍ରବେଶ କରୁଥାନ୍ତି ତେବେ ଏହା ଅତ୍ୟନ୍ତ ହିଁ ଶୁଭ ହୋଇଥାଏ । ଯଦି ପିମ୍ପୁଡି ମାନେ ଘରର ଦକ୍ଷିଣ ଦିଗକୁ ଯିବାର ଦେଖନ୍ତି ଏହା ବହୁତ ଅଶୁଭ ହୋଇଥାଏ ।

ପୂର୍ବ ଦିଗରୁ ଆପଣଙ୍କ ଘରକୁ ପିମ୍ପୁଡି ଆସିବାର ଅର୍ଥ ଆପଣଙ୍କ ଜୀବନରେ ସକାରାତ୍ମକ ବଢିବାକୁ ଯାଉଛି । ପଶ୍ଚିମ ଦିଗରୁ ପିମ୍ପୁଡି ଆସିବାର ଅର୍ଥ ହେଉଛି ଆପଣ କୌଣସି ଯାତ୍ରା କରିବାର ଯୋଗ ରହିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *