ଯଦି ଆପଣଙ୍କୁ ମିଳୁଛି ଏହି ସଂକେତ ତ ବୁଝି ଯାଅନ୍ତୁ ଆପଣଙ୍କ ସହ ଅଛି କୌଣସି ଦିବ୍ୟ ଶକ୍ତି, ହୃଦୟରୁ ବାଛନ୍ତୁ ଗୋଟେ ଫୁଲ ଓ ଜାଣନ୍ତୁ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ନୂଆ ଧରଣର ଟାରୋଟ କାର୍ଡ ରିଡିଙ୍ଗ ନେଇ ଆସିଛୁ । ଯେଉଁ କଥାର ଆଭାସ ନିଶ୍ଚୟ ଆପଣଙ୍କୁ କେବେ ନା କେବେ ହୋଇଥିବ । ଯାହାଦ୍ୱାରା ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ କିଭଳି ଏଇଟା ସମ୍ଭବ ହେଲା । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଆପଣଙ୍କ ସହ ଥିବା ଦୈବୀ ଶକ୍ତିର ସଙ୍କେତ । କେବଳ ଆପଣ ଏକ ଫୁଲ ବାଛି ଜାଣିପାରିବେ ଏହା ସମ୍ପର୍କରେ ।

ଉପରେ ଦେଖୁଥିବା 3ଟି ରଙ୍ଗର ଫୁଲ ମଧ୍ୟରୁ ଗୋଟିଏ ଫୁଲକୁ ବାଛି ନିଅନ୍ତୁ । ତେବେ ଆସନ୍ତୁ ଜାଣିବା ବାଛିଥିବା ଫୁଲ ଅନୁଯାୟୀ ଟାରୋଟ କାର୍ଡ ଆପଣଙ୍କୁ କଣ ଜଣାଉଅଛି । ପ୍ରଥମ ଫୁଲ: ଆପଣଙ୍କ ଭିତରେ ରହିଥିବା ସମସ୍ତ ଖରାପ ଗୁଣର ବିନାଶ ହୋଇସାରିଛି । ଆପଣଙ୍କ ଭାବନା ଚାଲି ଚଳନ ସବୁଥିରେ ଆପଣଙ୍କର ପରିବର୍ତ୍ତନ ଆସିଛି । ଧର୍ମ ପ୍ରତି ଆପଣଙ୍କର ଅତୁଟ ବିଶ୍ଵାସ ରହିଛି ।

ଆପଣ ନିଜ ହୃଦୟରୁ ଯେଉଁ ଦେବୀ ଦେବତାଙ୍କୁ ମାନୁଛନ୍ତି ତାଙ୍କ କୃପା ଦୃଷ୍ଟି ସମ୍ପୂର୍ଣ ଭାବରେ ଆପଣଙ୍କ ଉପରେ ରହିଛି । ସେହି ଦୈବୀ ଶକ୍ତି ହିଁ ଆପଣଙ୍କୁ ଆପଣଙ୍କ ସମସ୍ତ କାର୍ଯ୍ୟରେ ସହାୟ ହେଉଅଛି । ଆପଣ ନିଶ୍ଚୟ ଅନୁଭବ କରିଥିବେ ଆପଣ ଆଶା କରୁଥିବା ଜିନିଷଟି କେବେ ନା କେବେ ଅଚାନକ ଭାବରେ ଆପଣଙ୍କୁ ମିଳିଯାଇଥାଏ । ଏହା ହିଁ ହେଉଛି ସେହି ଦୈବ ଶକ୍ତିର ସଙ୍କେତ । ଯାହାକୁ ଆପଣ ଅନୁଭବ ତ କରନ୍ତି ହେଲେ ଜାଣି ପାରନ୍ତି ନାହିଁ ।

ଦିତୀୟ ଫୁଲ: ଆପଣଙ୍କ ଜୀବନରେ ଚାଲିଥିବା ସଂଘର୍ଷର କାରଣ ହେଉଛନ୍ତି ଆପଣ । ଆପଣଙ୍କୁ ଆପଣଙ୍କ କର୍ମର ଫଳ ହିଁ ଭଗବାନ ଦେଉଛନ୍ତି । ତେଣୁ ଏଥିରେ ଆପଣ କାହାକୁ ଦୋଷୀ ମାନିବା ଉଚିତ ନୁହେଁ । ଆପଣଙ୍କ ସହ ରହିଥିବା ଦୈବୀ ଶକ୍ତି ଆପଣଙ୍କୁ ଉଚିତ ରାସ୍ତା ଦେଖାଉଅଛି କିନ୍ତୁ ଆପଣ ସେହି ରାସ୍ତାରୁ ନିଜ ନଜର ଫେରାଇ ନେଉଛନ୍ତି ।

ଏହା ଆପଣଙ୍କ ସହ ଦେବୀ ଶକ୍ତିର ଥିବାର ସଙ୍କେତ ଦେଇଥାଏ ଯେଉଁ ରାସ୍ତାରୁ ଆପଣ ମୁହଁ ଫେରାଇ ନେଉଛନ୍ତି । ତୃତୀୟ: ଆପଣଙ୍କ ସହ ଦୈବୀ ଶକ୍ତିର ସମ୍ପୂର୍ଣ ଆଶୀର୍ବାଦ ରହିଛି । ଯଦି ଆପଣଙ୍କୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ କଳା ପିମ୍ପୁଡି ମାନଙ୍କର ଗୋଷ୍ଠୀ ଦେଖାଦିଏ ଏବଂ ସେମାନେ ଯଦି ଧଳା ରଙ୍ଗର ଦାନ ନିଜ ମୁହରେ ନେଇ ଯାଉଥାନ୍ତି ତେବେ ବୁଝିଯାନ୍ତୁ କି ସମ୍ପୂର୍ଣ ଭାବରେ ଦୈବୀ ଶକ୍ତିର କୃପା ଆପଣଙ୍କ ଉପରେ ରହିଛି ।

ଯାହା ଫଳରେ ଖୁବ ଶୀଘ୍ର ଆପଣଙ୍କ ଘରେ ଧନର ଆଗମନ ହେବ । ଆପଣ ନିଜ ଜୀବନରେ ଅଚାନକ ଭାବରେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ବନିଯିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆଶା କରୁଛୁ ଏହା ଆପଣଙ୍କ  ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *