ପିମ୍ପୁଡି ଘରକୁ ଆସିବାର ସାଂଘାତିକ ଅର୍ଥ, ଥରେ ନିଶ୍ଚୟ ଦେଖନ୍ତୁ- Ajira Anuchinta

ଆମେ ପ୍ରାୟ ପିମ୍ପୁଡି ମାନଙ୍କୁ ଧ୍ୟାନ ଦେଇନଥାନ୍ତି ତାଙ୍କୁ ମାଡି ଦେଇଥାନ୍ତି । କଣ ଆପଣ ଜାଣନ୍ତି ପିମ୍ପୁଡିମାନେ ବିକାରୀକୁ କୋଟି ପତି ଓ କୋଟିପତିକୁ ଭିକାରି କରି ପାରନ୍ତି । ସେମାନେ ବହୁତ ଘଟଣାର ପୂର୍ବନୁମାନ ମଧ୍ୟ କରିପାରନ୍ତି ।

ଯଦି ଆପଣଙ୍କ ଘରେ କେଉଁ ଜାଗାରେ ପିମ୍ପୁଡି ବାହାରନ୍ତି ସେ ରୋଷେଇ ଘରେ ହେଉ କି ଅନ୍ୟ କେଉଁ ଜାଗାରେ । ତାହା ଅନେକ ସଂକେତ ଦେଇଥାଏ ଏବଂ ଏହାର ପରିଣାମ ଭିନ ଭିନ୍ନ ହୋଇଥାଏ । ଏଥି ସହ ଏହା ମଧ୍ୟ ଧ୍ୟାନ ଦେବାକୁ ହୋଇଥାଏକି ପିମ୍ପୁଡି କେଉଁ ରଙ୍ଗର ଅଟେ କଳା କିମ୍ବା ନାଲି ରଙ୍ଗର ହୋଇଥାଏ ।

କାରଣ ଏହା ମଧ୍ୟ ଭିନ ଭିନ୍ନ ସଙ୍କେତ ଦେଇଥାଏ କିମ୍ବା କୌଣସି ଗୋଟେ ଜାଗରୁ ପିମ୍ପୁଡି ବାହାରିବାର ସଙ୍କେତ କଣ ହୋଇଥାଏ ତାକୁ ବିସ୍ତାର ରୂପରେ ଆଲୋଚନା କରିବା । ଏହା ଶୁଭ ହୋଇଥାଏ ନା ଅଶୁଭ କଣ ସଙ୍କେତ ଦେଇଥାଏ ସେହି ବିଷୟରେ ଜାଣିବା । ଯଦି ପିମ୍ପୁଡି ନାଲି ରଙ୍ଗର ହୋଇଥାଏ ଏବଂ ତାହା କୌଣସି ଜାଗରୁ ବାହାରୁଥାଏକି ରୋଷେଇ ଘର ଏହାର ମାନେ ଭୁଝି ଜାଆନ୍ତୁକି ଏହା କରଜ ନେଇ ଆସୁଛି ତା ସହିତ । ସେ ଏହା ସଙ୍କେତ ଦେଇଥାଏକି ଆପଣଙ୍କ ଉପରକୁ ସଙ୍କଟ ଆସୁଛି ।

ଆପଣ ଆସନ୍ତା ସମୟରେ ଧାର କରଜରେ ରହିପାରନ୍ତି । ଯେବେ ଘରେ ନାଲି ରଙ୍ଗର ପିମ୍ପୁଡି ଆସିଥାନ୍ତିତ ଲୋକ କଣ କରନ୍ତି ନା ପିମ୍ପୁଡି ପକାଇବାର ଔଷଧ ଆଣି ମାରି ଦିଅନ୍ତି । କିନ୍ତୁ ଏହା ବହୁତ ଭୁଲ କମ ହୋଇଥାଏ । ପ୍ରଥମତଃ ଆପଣ ଜୀବ ହତ୍ୟାର ପାପ ନିଜ ଉପରକୁ ନେଲେ, ତାହାସହ ଯେଉଁ ସମସ୍ୟା ଆସୁଛି ତାହା ବଢିବାର ମଧ୍ୟ କାରଣ ହୋଇପାରେ । ତେଣୁ ଆପଣ ଅନ୍ୟ ଉପାଯରେ ପିମ୍ପୁଡି ବାହାର କରିଦିଅନ୍ତୁ । କିନ୍ତୁ ଜୀବନରୁ ମାରନ୍ତୁ ନହିଁ ।

ଏହା ମାନେ ରଖନ୍ତୁକି ସେମାନେ ଅଶୁଭର ପ୍ରତୀକ ନୁହନ୍ତି । ସେମାନେ ବିପଦ ଆସିବାର ସଂକେତ ପୂର୍ବରୁ ଦେଇଥାନ୍ତି । ସେହି ନାଲି ରଙ୍ଗର ପିମ୍ପୁଡି ଆପଣଙ୍କୁ କରଜରୁ ମୁକ୍ତି କରିପାରିବ । ଖାଲି ଆପଣ ଠିକ ଭାବରେ ଉପାୟ କରନ୍ତୁ । ଯଦି ଘରେ ପିମ୍ପୁଡି ବାହାରଛୁ ଆପଣ ଗୋଟେ ଲେମ୍ବୁ ନେଇ ଦୁଇଫଳ କରି ପିମ୍ପୁଡି ବାହାରୁଥିବା ଜାଗାରେ ରଖିଦିଅନ୍ତୁ । ଏହା କରିବା ଦ୍ଵାରା ଦେଖିବେକି ପିମ୍ପୁଡି ମଧ୍ୟ ସେ ଜାଗରୁ ଚାଲିଯିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *