ପ୍ରବେଶ ଦ୍ୱାରରେ ଯଦି ରଖିଛନ୍ତି 5ଟି ଜିନିଷ ମଧ୍ୟରୁ କୌଣସି 1ଟି ଜିନିଷ, ତେବେ ମା ଲଷ୍ମୀ ସେହି ଘରେ ପ୍ରବେଶ କରନ୍ତି ନାହିଁ

ବନ୍ଧୁଗଣ ଘରର ମୁଖ୍ୟଦ୍ଵାର ପ୍ରମୁଖ ସ୍ଥାନ ହୋଇଥାଏ ପ୍ରବେଶ କରିବା ପାଇଁ । ତାରି ମାଧ୍ୟମରେ ଶୁଭ, ଅଶୁଭ ଶକ୍ତି ଓ ଭଲ ଖରାପ ଲୋକ ଯାଇଥାନ୍ତି । ଯଦି ମୁଖ୍ୟଦ୍ବାରର ବାସ୍ତୁ ଠିକ ହୋଇନ ଥିବ ମୁଖ୍ୟଦ୍ଵାରରେ କିଛି ଏମିତି ଜିନିଷ ରଖାଯାଇଥିବ ଯାହା ଘରକୁ ନେଗେଟିଭ ଊର୍ଜା ପ୍ରବେଶ କରିଥାଏ ବା କିଛି ଏମିତି କିଛି ଜିନିଷ ଯାହାକୁ ମୁଖ୍ୟଦ୍ଵାରରେ ରଖିବାର ଠିକ ସ୍ଥାନ ହୋଇନ ଥାଏ । ଏମିତି ସ୍ଥାନକୁ ଘରକୁ ନେଗେଟିଭ ଊର୍ଜା, ଶକ୍ତିର ବାସ ହୋଇଥାଏ ।

ଘରେ ପ୍ରତିଦିନ କଳହ ହେବ ସହ ଧନ ହାନି ହୁଏ । ଆଜି ଆମେ ଆପଣଙ୍କୁ ଘରର ମୁଖ୍ୟଦ୍ଵାରରେ ୫ଟି ଜିନିଷ ମଧ୍ୟରୁ କେଉଁ ଗୋଟେ ରଖିଲେ ଶୁଭ ହୋଇଥାଏ ତାହା କହିବୁ । ୧- ଘରର ମୁଖ୍ୟଦ୍ଵାର ଆଗରେ କେବେବି ଭୁଲରେ ଜୋତା ଚପଲ ରଖନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ଏହା ଦ୍ଵାରା ନେଗେଟିଭ ଶକ୍ତି ଗୃହକୁ ପ୍ରବେଶ କରିଥାଏ ।

୨- ଘରର ମୁଖ୍ୟଦ୍ଵାରରେ ଅଶୋକ ଫୁଲରେ ସଜାଇଲେ ପଜେଟିଭ ଊର୍ଜା ଘରକୁ ପ୍ରବେଶ କରିଥାନ୍ତି । ମୁଖ୍ୟଦ୍ଵାରକୁ କେବେବି ଅନ୍ଧାର ରଖିବେ ନାହି । ସେଠାରେ ଦୀପ ବା ବଲ ଜଳାଇ ରଖନ୍ତୁ । ଏହା ଦ୍ଵାରା ନେଗେଟିଭ ଉର୍ଜ ପ୍ରବେଶ କରିବା ନାହି ।

୩- ଘରର ମୁଖ୍ୟଦ୍ବାବରେ ଭଗବାନ ଗଣେଶ, ମା ଲକ୍ଷ୍ମୀ ବା ତାଙ୍କର ଚରଣର ପାଦୁକାର ଫୋଟୋ ଲଗାଯାଏ । ଏହା ସହ ଲଗାଇବା ଘର ପାଇଁ ଶୁଭ ହୋଇଥାଏ । ଏହା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଭଗବାନ ଗଣେଶଙ୍କ ଫୋଟୋ ଘରର ଭିତର ଆଡକୁ ରହିବା ଉଚିତ । ମା ଲକ୍ଷ୍ମୀଙ୍କ ଚରଣ ପାଦୁକା ଏମିତି ଲଗାଇବା ଉଚିତ ଯାହାକୁ ଦେଖିବା ମାତ୍ରେ ଏମିତି ପ୍ରତୀତ ହେବକି ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରୁଛନ୍ତି ।

୪- ଘରର ମୁଖ୍ୟଦ୍ବାରକୁ ସଜାଇବା ପାଇଁ ଲୋକେ ଅନେକ ପ୍ରକାରର ଗଛ ଲଗାଇଥାନ୍ତି । ଯାହାକୁ ସୁନ୍ଦରତା ବୃଦ୍ଧି କରିଥାଏ । ମୁଖ୍ୟଦ୍ବାରରେ ଗୋଲାପ ଗଛ ବା କଣ୍ଟା ଜାତୀୟ ଗଛ ଲଗାଇବା ଅନୁଚିତ । ମନିପ୍ଲାଣ୍ଟ ଘର ଭିତରେ ଲଗାଇଲେ ଧନର ବୃଦ୍ଧି ହୋଇଥାଏ ।

୫- ଘରର ବାସ୍ତୁ ଠିକ ରଖିବା ପାଇଁ ତୁଳସୀ ଗଛ ମୁଖ୍ୟଦ୍ଵାର ଆଗରେ ଲଗାଇବା ଉଚିତ । ଏହା ଦ୍ଵାରା ପଜେଟିଭ ଉର୍ଜା ଗୃହକୁ ଆସିଥାଏ । ଏଥିଲାଗି ଘରର ମୁଖ୍ୟଦ୍ଵାର ପାଖରେ ମା ତୁଳସୀଙ୍କ ଗଛ ଲଗାଇବା ଉଚିତ ।

୬- ଘରର ମୁଖ୍ୟଦ୍ଵାର ଆଗରେ ସୁଗନ୍ଧିତ ଫୁଲ ଲଗାଇବା ଉଚିତ । ମୁଖ୍ୟଦ୍ବାରର କାନ୍ଥ ର ରଙ୍ଗ ହାଲକା ହୋଇଥିବା ଉଚିତ । କଳା ରଙ୍ଗ ପ୍ରବେଶ ଦ୍ଵାରରେ ଲଗାଇବା ଅନୁଚିତ ।

୭- ଘରର କବାଟ ବନ୍ଦ ବା ଖୋଲିବା ସମୟରେ ଯେମିତି ଶବ୍ଦ ହେଉ ନ ଥିବ । ଏମିତି ହେଲେ ଘରେ କଳହ ଦେଖାଯାଇଥାଏ । ଘରର ମୁଖ୍ୟ କବାଟ ଯେମିତି ଭାଙ୍ଗିବା ଉଚିତ ନୁହେଁ । ଓମ ଉଚ୍ଚାରଣ ବା ଭଜନ ବାଲା କଲିଙ୍ଗ ବେଲ ଲଗାଇବା ଉଚିତ ମୁଖ୍ୟଦ୍ଵାରରେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *