ନମସ୍କାର ବନ୍ଧୁଗଣ, ଦୁନିଆରେ ଏମିତି କେହି ବି ନାହାନ୍ତି ଯିଏ କି କେବେ ଭଲ ପାଇବାରେ ପଡିନଥିବେ । ଭଲ ପାଇବା କଣ ଜାଣିନଥିବେ । ଭଲ ପାଇବା ଏକ ପବିତ୍ର ଶବ୍ଦ ଟିଏ । ଆପଣ ଯେତେବେଳେ ଭଲ ପାଇବାରେ ପଡନ୍ତି ସେତେବେଳେ ଆପଣ ବହୁତ କିଛି ନୂଆ ନୂଆ ଅନୁଭବ କରନ୍ତି । ସେହି ଆଧାରରେ ଭଲ ପାଇବାର କିଛି ପ୍ରକୃତ ସଙ୍କେତ ମିଳିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ ପ୍ରକୃତ ସଙ୍କେତ ଗୁଡିକ ବିଷୟରେ ।
ପ୍ରଥମ: ଆପଣ ଯେତେ ଭିଡ ଭିତରେ ଥିଲେ ମଧ୍ୟ ଆପଣଙ୍କ ଆଖି କେବଳ ଜଣଙ୍କୁ ଖୋଜିବା ଜଣଙ୍କ ବିଷୟରେ ହିଁ ଭାବିବା ଯାହାକୁ ଆପଣ ଭଲ ପାଉଛନ୍ତି । ତେବେ ଆପଣ ଜାଣିଯିବେ ଆପଣ ତାଙ୍କୁ ପ୍ରକୃତରେ ଭଲ ପାଉଛନ୍ତି । ଦିତୀୟ: ବିନା ଡରରେ ବୀନା ଲାଜରେ ସମସ୍ତଙ୍କ ସାମ୍ନାରେ ନିଜ ଭଲ ପାଇବାକୁ ସ୍ଵୀକାର କାରିବା ଭଲ ପାଇବାର ସଙ୍କେତ ଅଟେ ।
ତୃତୀୟ: ଆପଣଙ୍କ ଚିନ୍ତାରେ ଯଦି ସିଏ ଚିନ୍ତା କରିବାକୁ ଲାଗନ୍ତି, ଆପଣଙ୍କ ସବୁ ସୁଖ ଦୁଃଖରେ ଆପଣଙ୍କ ସାଥ ଦିଅନ୍ତି ତେବେ ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି ବୋଲି ଜାଣିଯିବେ । ଚତୁର୍ଥ: ଯେତେବେଳେ ଆପଣ ଆପଣଙ୍କ ଭଲ ପାଇବା ଉପରେ ନିଜଠୁ ବି ବେଶି ବିଶ୍ଵାସ କରନ୍ତି । ତାଙ୍କ ପାଇଁ ଆପଣ କାହାକୁ ମଧ୍ୟ ଡରନ୍ତି ନାହି । ଆଉ ଯଦି ଭାବୁଛନ୍ତି ସେ ଆପଣଙ୍କ ସାଥ କେବେ ଛାଡିବେ ନାହିଁ ତେବେ ଆପଣଙ୍କ ଭଲ ପାଇବା ସଚ୍ଚା ହୋଇଥାଏ ।
ପଞ୍ଚମ: ପ୍ରକୃତରେ ଭଲ ପାଉଥିବା ପିଲା ଆପଣଙ୍କ ପାଇଁ ସବୁକିଛି କରିଥାଏ ଯାହା ଆପଣଙ୍କୁ ଖୁସି ଦେଇଥାଏ । ଷଷ୍ଠ: ଯେତେବେଳେ ଜଣଙ୍କୁ ଜଣଙ୍କ ସହ ସଚ୍ଚା ଭଲ ପାଇବା ହୋଇଯାଇଥାଏ ସେତେବେଳେ ସେ ଆପଣଙ୍କ ମୂଲ୍ୟ ବୁଝିଥାନ୍ତି ତାଙ୍କ ଜୀବନରେ । ଯଦି ସେ ଆପଣଙ୍କ ପାଇଁ କିଛି ବି କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି ତେବେ ସେ ଆପଣଙ୍କୁ ପ୍ରକୃତରେ ଭଲ ପାଇଥାନ୍ତି ।
ସପ୍ତମ: ପ୍ରକୃତ ଭଲ ପାଇବା ତାଙ୍କଠୁ ମିଳିଥାଏ ଯିଏ ଆପଣଙ୍କୁ ଆପଣ ଯେମିତି ଅଟନ୍ତି ସେମିତି ହିଁ ଭଲ ପାଇଥାନ୍ତି । ଅନ୍ୟ କାହା ସହ କେବେ ମଧ୍ୟ ଆପଣଙ୍କୁ ତୁଳନା କରୁନଥିବା ବ୍ୟକ୍ତି ଆପଣଙ୍କ ପ୍ରକୃତ ଭଲ ପାଇବା ଅଟନ୍ତି ବୋଲି ଜାଣିବେ । ଅଷ୍ଟମ: ଯଦି ଆପଣଙ୍କ ସାଥି ସବୁବେଳେ ଆପଣଙ୍କୁ ତାଙ୍କ କଥାରେ ରଖିବା ପାଇଁ ଚେଷ୍ଟା କରନ୍ତି ତାଙ୍କ କଥା ମାନିବା ପାଇଁ ବାଧ୍ୟ କରନ୍ତି ତେବେ ଏହା ପ୍ରକୃତ ଭଲ ପାଇବା ହୋଇନଥାଏ ।
ନବମ: ଯେକୌଣସି ଖରାପ ପରିସ୍ଥିତିରେ ଯଦି ଆପଣଙ୍କ ସାଥି ଆପଣଙ୍କ ସାଥିରେ ଠିଆ ହୋଇଥାନ୍ତି ତେବେ ତାହା ପ୍ରକୃତ ଭଲ ପାଇବା ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।