ବିବାହ ପରେ ବି ପ୍ରଥମ ପ୍ରେମକୁ କେବେ ବି ଭୁଲିପାରନ୍ତି ନାହିଁ ଏହି 2ଟି ନାମର ଝିଅମାନେ- Jyotisha Shastra

କିଛି ନାମ ଏମିତି ରହିଥାଏ କି ନାମରୁ ଜଣା ପଡିଥାଏ ସେ କେମିତି ସ୍ଵଭାବର ଝିଅ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ୨ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ସ୍ଵଭାବ ଓ ଚରିତ୍ର ବହୁତ ପବିତ୍ର ହୋଇଥାଏ ଏହି ୨ ଟି ନାମର ଝିଅ ମାନେ କେବେ ବି ଜୀବନରେ ମିଛର ସାହାରା ନିଅନ୍ତି ନାହି । ବିନା ମିଛ କହି ଏମାନେ ପ୍ରତେକ କାମରେ ସଫଳତା ହାସଲ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ସେହି ୨ଟି ନାମର ଝିଅ ମାନଙ୍କର ସ୍ଵଭାବ ବିଷୟରେ ।

୧- D ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମନଙ୍କ ବିଷୟରେ ଏମିତି କୁହା ଯାଇଥାଏ କି ଏହି ଝିଅ ମାନେ ସ୍ଵଭାବରେ ବହୁତ ଶାନ୍ତ ହୋଇଥାନ୍ତି । ଏମାନଙ୍କ ମନରେ ନିର୍ଧନ ବ୍ୟକ୍ତି ଙ୍କ ପ୍ରତି ଏକ ଅଲଗା ଭାବନା ହୋଇଥାଏ । ଏମାନେ ପ୍ରତେକ ବ୍ୟକ୍ତିଙ୍କର ଯଥା ସମ୍ଭବ ସାହାଜ୍ଯ କରିବାକୁ ଆଗେ ଆସିଥାନ୍ତି ।

ଏହି ନାମର ଝିଅ ମାନେ ଜୀବନରେ କେବେ ବି ମିଛର ସାହାରା ନେଇ ନ ଥାନ୍ତି । ଏହି କାରଣରୁ ଏମାନେ ସମସ୍ତଙ୍କର ଅତି ପ୍ରିୟ ହୋଇଥାନ୍ତି । ଏହି ନାମର ଝିଅ ମାନେ ଭରସା ଯୋଗ୍ୟ ହୋଇଥାନ୍ତି । ଏମାନେ କେବେ ବି ଜୀବନରେ କାହାକୁ ମିଛ କଥା କହି ଧୋକା ଦିଅନ୍ତି ନାହି । ଏମାନେ ଯେଉଁ ବ୍ୟକ୍ତି ଙ୍କ ଜୀବନରେ ର ରହିଥାନ୍ତି ସେମାନଙ୍କ ଜୀବନରେ ଉନ୍ନତି ସୁନିଶ୍ଚିନ୍ତ ଅଟେ ।

ଆପଣ ଏହି ନାମର ଝିଅ ମାନଙ୍କ ଉପରେ ଆଖି ବନ୍ଦ କରି ବିଶ୍ଵାସ କରି ପାରିବେ ଯଦି ଆପଣଙ୍କ ଜୀବନରେ ଏହି ନାମର ଝିଅ ଅଛନ୍ତି । ଏମାନେ କୌଣସି ଭଲ କାମ ହେଉ ବା ଖରାପ କାମ ହେଉ ମିଛର ସାହାରା ନିଅନ୍ତି ନାହି ।

୨- R ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ବିଷୟରେ ଏମିତି ମାନ୍ୟତା ଅହିଛି କି ଏମାନେ କେବେ ବି ଭୁଲ କାମ କରନ୍ତି । ଏମାନେ ଜୀବନରେ ସର୍ବଦା ସତ୍ୟ ମାର୍ଗ ରେ ଚାଲିଥାନ୍ତି । ଯାହା କାରଣରୁ ଏମାନେ ଜୀବନରେ ଉନ୍ନତି ହାସଲ କରିଥାନ୍ତି । କିନ୍ତୁ ଏମାନେ କୌଣସି ଭଲ କାମ କରିବା ପାଇଁ ମିଛର ସାହାରା ନେଇଥାନ୍ତି ।

କିନ୍ତୁ କେବେ କେବେ ଭୁଲ କରିବା ପାଇଁ ଚିନ୍ତା କରନ୍ତି ନାହି । ଏମାନଙ୍କର ହୃଦୟ ସଫା ଓ କୋମଳ ହୋଇଥାଏ । ଏମାନେ ବହୁତ ଚଞ୍ଚଳ ହୋଇଥାନ୍ତି । ଯଦି ଆପଣ ମାନଙ୍କ ଜୀବନରେ ଏହି ନାମର ଝିଅ ମାନେ ଅଛନ୍ତି ତେବେ ଚିନ୍ତା କରିବା ଦରକାର ନାହି । କାରଣ ଏମାନେ ବହୁତ ବିଶ୍ଵସ୍ତ ହୋଇଥାନ୍ତି । ଏମାନଙ୍କ ଉପରେ ଆଖି ବନ୍ଦ କରି ଭରସା କରାଯାଇ ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *