ପ୍ରତିଦିନ ସକାଳୁ ଯେଉଁ ମହିଳାମାନେ କରନ୍ତି ଏହି କାମ, ତାଙ୍କ ସାତ ପୁରୁଷ ପର୍ଯ୍ୟନ୍ତ ହୁଏନି ଧନର ଅଭାବ- Ajira Anuchinta

ନମସ୍କାର ବନ୍ଧୁଗଣ, ମହିଳାମାନେ ହେଉଛନ୍ତି ଗୃହର ଲକ୍ଷ୍ମୀ । ସେମାନଙ୍କ ପାଇଁ ସଂସାର ଗାଡି ଗଡୁଛି । ତେଣୁ ସବୁବେଳେ ମହିଳାମାନଙ୍କୁ ସଂସ୍କାରୀ ହେବା ଉଚିତ । ସମସ୍ତ ନୀତି ନିୟମକୁ ମାନି ଚାଲିବା ଦରକାର । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ପ୍ରତିଦିନ ସକାଳୁ ଉଠି କେଉଁ ସବୁ କାର୍ଯ୍ୟ ମହିଳାମାନେ କରିବା ଦ୍ଵାରା ଘରେ ହୋଇଥାଏ ଧନର ବର୍ଷା । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଧନର ଆଶା ରଖୁଥିଲେ ନିଜ ଜୀବନରେ ପ୍ରଥମେ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ପଡିବ ଏବଂ ଘର ମହିଳା ମାନେ ହେଉଛନ୍ତି ଘରର ଲକ୍ଷ୍ମୀ ତେମନୁ ସେମାନଙ୍କୁ ସବୁବେଳେ ନୀତି ନିୟମ ମନି ଚଳିବାକୁ ପଡିବ । ଯାହା ଫଳରେ ମାନକ କୃପା ଦ୍ରୁଷ୍ଟି ଘର ଉପରେ ରହିବ। ଏବଂ ଘରେ ସୁଖ ସମୃଦ୍ଧିର କୌଣସି ଅଭାବ ରହିବ ନାହିଁ ।

ମହିଳା ମାନେ ସାମର୍ଥ୍ୟ ହୋଇଥାନ୍ତି ଘରକୁ ସ୍ଵର୍ଗ ଭଳି କରିବାରେ । ଗୋଟିଏ ମହିଳା ଚାହିଲେ ଘର ସ୍ଵର୍ଗ ହେବ ଏବଂ ନ ଚାହିଲେ ଘର ନର୍କ ସଦୃଶ ହୋଇଯିବ । ତେଣୁ ଗୋଟିଏ ମହିଳା ହିଁ ହେଉଛି ଘରର ସବୁକିଛି ।  ଶାସ୍ତ୍ର ଅନୁସାରେ ଘରେ ଧନର ବୃଦ୍ଧି ନିମନ୍ତେ ଗୋଟିଏ ଉପାୟ କୁହାଯାଇଛି । ଯାହାକୁ ଘରର ମୁଖ୍ୟ ମହିଳାଙ୍କୁ କରିବାକୁ ପଡିବ । ତେବେ ସେହି ଉପାୟଟି ହେଉଛି, ଏହି ଉପାୟଟିକୁ ପ୍ରତିଦିନ ସକାଳୁ ସକାଳୁ କରିବା ଦରକାର ।

ସବୁଦିନ ସକାଳେ ଘରର ପ୍ରମୁଖ ମହିଳାଙ୍କୁ ବ୍ରହ୍ମ ସମୟ ବା ଭୋର ସମୟରୁ ଉଠିବାକୁ ପଡିବ । ଏହାପରେ ନିଜର ନିତ୍ୟ କର୍ମ ସାରି ଘର ସଫା ସଫି କରନ୍ତୁ । ଏବଂ ଗୋଟିଏ ତମ୍ବା ପାତ୍ରରେ ଜଳ ନେଇ ସେଥିରେ ତୁଲସୀ ପତ୍ର ପକାଇ ସେହି ତୁଲସୀ ପତ୍ରରେ ଘରର  ମୁଖ୍ୟ ଦ୍ଵାରାରେ ଜଳ ଛିଞ୍ଚନ୍ତୁ । ଜଳ ଛିଞ୍ଚିବା ସମୟରେ ମା ଲକ୍ଷ୍ମୀଙ୍କ ଦୁଇ ମନ୍ତ୍ର ଜପ କରିବେ । ତେବେ ପ୍ରଥମ ମନ୍ତ୍ରଟି ହେଉଛି: ଓଁ ମହଲକ୍ଷ୍ମେ ନମଃ । ଏବଂ ଦିତୀୟ ମନ୍ତ୍ରଟି ହେଉଛି: ଓଁ ଶ୍ରୀ ଶ୍ରୀୟେ ନମଃ । ଏମିତି ମନାଯାଇ କି ମା ଲକ୍ଷ୍ମୀ ସକାଳୁ ସକାଳୁ ପୃଥିବୀ ଭ୍ରମଣରେ ଆସିଥାନ୍ତି । ସେହି ସମୟରେ ଯେଉଁ ଘରେ ସଫା ସଫି ଓ ପବିତ୍ରତାର ଧ୍ୟନ ରଖାଯାଇଥାଏ ସେଠି ମା ଲକ୍ଷ୍ମୀ ବାସ କରନ୍ତି ।

ତମ୍ବା ପାତ୍ରରେ ଜଳ ଛିଞ୍ଚିବା ଦ୍ଵାରା ଘର ପାଖା ପାଖି ବାତାବରଣ ମଧ୍ୟ ଶୁଦ୍ଧ ହୋଇଯାଏ । ଏବଂ ଘର ଉପରେ ରହିଥିବା ସମସ୍ତ ଅଶୁଭ ଶକ୍ତି ନଷ୍ଟ ହୋଇଯାଏ । ଘରେ ରହୁଥିବା ସମସ୍ତ ସଦସ୍ୟ ମାନଙ୍କର ସ୍ଵାସ୍ତ ମଧ୍ୟ ଭଲ ରହିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ କଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳ ପ୍ରଦ ହେବ ।

Leave a Reply

Your email address will not be published. Required fields are marked *