କାର୍ତ୍ତିକ ପୁର୍ଣ୍ଣିମା ରାତିରେ ଝାଡୁରେ କରନ୍ତୁ ଏହି ଉପାୟ, ହେବ ଏତେ ଧନର ବର୍ଷା କି ସମ୍ଭାଳି ପାରିବେନି ଆପଣ

ନମସ୍କାର ବନ୍ଧୁଗଣ, ଧର୍ମ ମାସ କାର୍ତ୍ତିକ ମାସର ଆରମ୍ଭ ହୋଇସାରିଛି । ଏହି କାର୍ତ୍ତିକ ମାସକୁ ପୂଣ୍ୟ ମାସ ବୋଲି ମଧ୍ୟ କୁହାଯାଏ । ଏହି ମାସର ବହୁତ ମାନ୍ୟତା ରହିଛି ହିନ୍ଦୁ ଧର୍ମରେ । ତେଣୁ ଲୋକମାନେ ଏହି ମାସରେ ବହୁତ ପୂଜା ବିଧି କରିଥାନ୍ତି । ଏହି ମାସରେ ଝାଡୁରେ କେଉଁ କାର୍ଯ୍ୟ କରିବା ଦ୍ଵାରା ଶୁଭ ଫଳ ବା ଧନର ବର୍ଷା ହେବ ତାହା ଆମେ ଆଜି ଆପଣଙ୍କୁ ଜଣାଇବୁ । ତେବେ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

କୁହାଯାଏ କି ଧନର ଦେବୀ ମାତା ଲକ୍ଷ୍ମୀ ଝାଡୁରେ ଥାନ୍ତି । ଝାଡୁରେ ଘରର ସାଫା ସୁତୁରା କରାଯାଏ । ଏହାର ଅର୍ଥ ହୋଇଥାଏ କି ଘରର ଦରିଦ୍ରତାକୁ ବାହାର କରିଦେଇଥାଏ । ଯଦି ଝାଡୁର ପ୍ରୟୋଗ ପୁର୍ଣିମା ତିଥିରେ କରାଯାଏ ତେବେ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହି ପ୍ରୟୋଗ କରିବା ଦ୍ଵାରା ଜୀବନର ସମସ୍ତ ଦୁଖ ଦୂର ହୋଇଥାଏ ।

ପୁର୍ଣିମା ଦିନ ସକାଳୁ ପାଖରେ ଥିବା କୌଣସି ମନ୍ଦିରକୁ ଯାଇ ଗୋଟିଏ ନୂତନ ଝାଡୁରେ ମନ୍ଦିର ସଫା ସୁତୁରା କରନ୍ତୁ । ଏବଂ ସେହି ଝାଡୁକୁ ସେହିଠାରେ ଛାଡି ଆସନ୍ତୁ । ଏପରି କରିବାଦ୍ବାରା ଆପଣଙ୍କ ଜୀବନରେ ଖୁସି ଆସିଥାଏ । ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଏ । ଏହି ଝାଡୁର ପ୍ରୟୋଗକୁ ଆପଣ ପୁର୍ଣିମା ଦିନ ସକାଳୁ ହିଁ କରନ୍ତୁ ।

ଯେମତି କେହି ଆପଣଙ୍କୁ ସେହି ସମୟରେ ଦେଖିବେ ନାହିଁ । ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ । ଯଦି ଘରର କୌଣସି ବ୍ୟକ୍ତିଙ୍କ ଉପରେ ନଜର ଲାଗିଥାଏ ତେବେ ଝାଡୁରେ ତାଙ୍କୁ ତିନି ଥର ଝଡିଦିଆନ୍ତୁ । ଏପରି କଲେ ନଜର ଦୋଷ ଦୂର ହୋଇଥାଏ । କେବେ ମଧ୍ୟ ନିଜ ଘରର ଝାଡୁକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡି ଚାଲିଯାନ୍ତି ।

ଝାଡୁକୁ କେବେ ମଧ୍ୟ ଠିଆ କରି ରଖନ୍ତୁ ନାହିଁ । ନୂଆ ଝାଡୁ କିଣି ଘରକୁ ଆଣିବା ପରେ ଯଦି ଝାଡୁର ଧରିବା ଜାଗାରେ ବିଭିନ୍ନ ରଙ୍ଗର ସୂତା ବାନ୍ଧି ବ୍ୟବହାର କରନ୍ତି ତେବେ ଜୀବନରେ କୌଣସି ପ୍ରକାର ସମସ୍ୟା ଆସେ ନାହିଁ । ଏହି କାର୍ଯ୍ୟକୁ ଆପଣ କାର୍ତ୍ତିକ ପୁର୍ଣିମା ଦିନ କରନ୍ତୁ । ପୁର୍ଣିମା ଦିନ ସକାଳେ ଘର ପାଖରେ ଥିବା କୌଣସି ମନ୍ଦିରରେ ଗୋଟିଏ କିମ୍ବା 3ଟି ଝାଡୁ ଦାନ କରନ୍ତୁ ।

ଆପଣ ପୁର୍ଣିମା ଦିନ ଘରର ମୁଖ୍ୟ ଦ୍ଵାରରେ ପାଣି ପକାଇ ଝାଡୁ ଲଗାନ୍ତୁ ଏପରି କରିବା ଦ୍ଵାରା ଜୀବନରେ ରହିଥିବା ସମସ୍ତ ଆର୍ଥିକ ସମସ୍ଯା ଦୂର ହେବ । ଧନ କମେଇବାର ନୂଆ ନୂଆ ରାସ୍ତା ମିଳିବ ଆପଣଙ୍କୁ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *