ଏହି 5 ନାମର ଝିଅ ସବୁଦିନ ପାଇଁ ଗୋଟିଏ ପୁଅକୁ ହିଁ ଭଲ ପାଇଥାନ୍ତି, ପ୍ରେମରେ କେବେ ଦିଅନ୍ତି ନାହିଁ ଧୋକା- Jyotisha Shastra

ନମସ୍କାର ବନ୍ଧୁଗଣ, ସବୁ ପୁଅ ଓ ଝିଅଙ୍କର ଗୋଟିଏ ଇଚ୍ଛା ନିଶ୍ଚୟ  ରହିଥାଏ କି ତାଙ୍କ ସାଥି ତାଙ୍କୁ ହିଁ କେବଳ ସାରା ଜୀବନ ପାଇଁ ଭଲ ପାଇବା ଦେଉଥାନ୍ତୁ । ଏହା ଚାହିଁବା ବି ସ୍ଵାଭାବିକ କଥା କାରଣ ଭଲ ପାଇବା ଡୋରୀକୁ କେହି ବି ଛିଡାଇବାକୁ ଚାହିଁନଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ 5ଟି ନାମର ଝିଅ ଜୀବନସରା ପାଇଁ କେବଳ ଗୋଟିଏ ପୁଅକୁ ଭଲ ପାଇଥାନ୍ତି । ଆଉ ଡେରି ନକରି ଆସନ୍ତୁ ଜାଣିବା କେଉଁ ଝିଅ ନିଜ ମନକୁ କେବେ ମଧ୍ୟ ବଦଳାଇ ନଥାନ୍ତି ।

A ଓ N ନାମର ଝିଅ: ଏହି ନାମର ଝିଅ ନିଜ ଭଲ ପାଇବାକୁ ନେଇ ବହୁତ ଗମ୍ଭୀର ଥାନ୍ତି । ଏମାନେ ସବୁବେଳେ ଭାବନ୍ତି କି ଜୀବନକୁ ଗୋଟିଏ ରାସ୍ତାରେ ନେବା ପାଇଁ । ଜୀବନର ରାସ୍ତାକୁ କେବେ ମଧ୍ୟ ଭୁଲିବାକୁ ଏମାନେ ଚାହିଁନଥାନ୍ତି । କାରଣ ଏମାନଙ୍କୁ ଜଣାଥାଏ ଜୀବନରେ ବାଟ ଭୁଲିଗଲେ ସାରାଜୀବନ ଅନ୍ଧକାରମୟ ହୋଇଯାଏ ।

ଏହି ଭାବନା ହେତୁ ଏମାନେ ଜୀବନସାରା ଗୋଟିଏ ପୁଅକୁ ହିଁ ଭଲ ପାଇଥାନ୍ତି ଏବଂ ସାଥି କରି ସରା ଜୀବନର ରାସ୍ତା ଚାଲିଥାନ୍ତି । ଏମାନେ ନିଜ ଜୀବନ ସାଥି ଠାରୁ ମଧ୍ୟ ଭଲ ପାଇବା ଆଶା କରିଥାନ୍ତି ଯେତିକି ଏମାନେ ନିଜ ସାଥୀଙ୍କୁ ଭଲ ପାଇଥାନ୍ତି ତାଠାରୁ ଅଧିକ ଭଲ ପାଇବା ଆଶା କରନ୍ତି ଏହି ନାମର ଝିଅମାନେ । କାରଣ ଏମାନେ ଜାଣନ୍ତି ଭଲ ପାଇବା ହିଁ ଜୀବନରେ କେବେ କାହାକୁ ଅଲଗା କରିବାକୁ ଦେଇନଥାଏ ।

G ଓ B ନାମର ଝିଅ: ଏହି ନାମର ଝିଅ ଭଲ ପାଇବାକୁ ହିଁ ସବୁକିଛି ମାନିଥାନ୍ତି । ଦୁନିଆରେ ତ ସମସ୍ତେ ଆଶା ରଖିଥାନ୍ତି ତାଙ୍କୁ ଭଲ ପାଉଥିବା ସାଥିଟିଏ ମିଳୁ ସେହି ଏହି ନାମର ଇଚ୍ଛାକୁ ଏହି ନାମର ଝିଅ ବେସ ଭଲ ଭାବରେ ପୁରା କରିଥାନ୍ତି । ଏମାନେ ଆଜିକାଲି ଝିଅଙ୍କ ଭଳି ହଜାରେ ପୁଅଙ୍କ ସହ ସମ୍ପର୍କ ରଖନ୍ତୁ ନାହିଁ । ଏମାନେ କେବେ ନିଜ ସାଥୀଙ୍କୁ ବଦଳାଇ ବା କଥା ଭାବି ନଥାନ୍ତି ।

ବଂର ଜଣଙ୍କ ସହ ହଜାର ପ୍ରକାର ଶୈଳୀରେ ଜୀବନ ବଞ୍ଚିବା ପାଇଁ ଚାହିଁଥାନ୍ତି । ଏହା ହିଁ ଏହି ନାମର ଝିଅଙ୍କ ଖାସ ଗୁଣ ହୋଇଥାଏ । କେବେ ମଧ୍ୟ ନିଜ ସାଥିଙ୍କ ହାତ ଛାଡିନଥାନ୍ତି ଶେଷ ନିଶ୍ଵାସ ତ୍ୟାଗ କରିବା ପର୍ଯ୍ୟନ୍ତ । ଦୁନିଆକୁ ଦେଖି ନିଜକୁ ବଦଳାଇବା କଥା ଏମାନେ ଭାବନ୍ତି ନାହିଁ ।

କାରଣ ଏମାନେ ନିଜର ଉଦାହରଣ ଦେଇ ଦୁନିଆକୁ ବଦଳାଇବା ପାଇଁ ଚାହିଁଥାନ୍ତି । ଏହି କାରଣ ହେତୁ ଏମାନେ ଜୀବନସାରା ପାଇଁ ଗୋଟିଏ ପୁଅକୁ ଭଲ ପାଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ଚିନ୍ତାଧାରାକୁ ନିଶ୍ଚୟ ବଦଳାଇ ପାରିବ ।

Leave a Reply

Your email address will not be published. Required fields are marked *