ପୁଅ ହେବାର ଅତି ସହଜ ସରଳ ଓ ସାତ୍ତ୍ଵିକ ଉପାୟ, ଋତୁସ୍ରାବ ଠାରୁ କରନ୍ତୁ ଏହି ମହା ଉପାୟ

ଆମ ଜୀବନରେ ଆମେ ଏକ ସନ୍ତାନ ଲାଭ ପାଇଁ ଅନେକ ଚେଷ୍ଟା କରୁ । ଏକ ସନ୍ତାନ ପାଇଁ ଅନେକ ଲୋକ ମାନେ ଅନେକ ଜାଗାରେ ମାନଶୀକ କରୁ ଛନ୍ତି । କେଉଁ ମାନେ ପୁତ୍ର ସନ୍ତାନ ଚାହୁଁ ଥିବା ବେଳେ କେଉଁ ମାନେ ପୁତ୍ରୀ ଟିଏ ଚାହୁଁ ଛନ୍ତି । ମାତ୍ର ସଭ୍ୟ ଙ୍କୁ ଏହି ସୌଭାଗ୍ୟ ମିଳିବା କଷ୍ଟ ହୋଇ ଥାଏ । ଆଜି ଭି କିଛି ଦମ୍ପତ୍ତି ଅଛନ୍ତି ଯେଉଁ ମାନେ ବିବାହର ଅନେକ ଦିନ ପରେ ମଧ୍ୟ ଏକ ପିଲା ର ମୁହଁ ଦେଖିବା ସାମର୍ଥ୍ୟ ହୋଇ ପାରି ନଥାନ୍ତି ।

କିଛି ଜଣ ନିଜକୁ ଏହା ଠାରୁ ବଞ୍ଚାଇବା ପାଇଁ ଅନାଥ ଆଶ୍ରମ ରୁ ଏକ ସନ୍ନତାନ ଆଣିବା ବେଳେ କିଛି ଜଣଙ୍କୁ ଏହା ଠିକ ଲାଗୁନି ଓ ସେମାନେ ଅନେକ ଚେଷ୍ଟା ଜାରି ରଖୁ ଛନ୍ତି । ସେମାନେ କେବଳ ଡାକ୍ତର ମାନଙ୍କ ପାଖକୁ ଯାଉ ନାହାନ୍ତି । ବିଭିନ୍ନ ଧର୍ମ ଗୁରୁ ମାନଙ୍କ ପାଖକୁ ମଧ୍ୟ ଯାଇ ଥାନ୍ତି ଓ ସେମାନେ ଯାହା ଭି କହି ଥାନ୍ତି ତାକୁ ମାନି ଚାଲି ଥାନ୍ତି ଏହା ପରେ ଭି କିଛି ଲୋକଙ୍କୁ ସଫଳତା ମିଳୁଣୀ । ମାତ୍ର ଆଜି ଆମେ କିଛି ଉପାୟ କହିବା ପାଇଁ ଯାଉଛୁ । ହୁଏ ତ ଏହା ଦ୍ଵାରା ଆପଣ ଙ୍କ ସମସ୍ଯା ଦୂର ହୋଇ ପାରେ । କିନ୍ତୁ ଆଜି ଆମେ କହିବା ପାଇଁ ଯାଉଛୁ କି କିଭଳି ଭାବେ ଆପଣ ପୁତ୍ର ସନ୍ତାନ ଲାଭ କରି ପାରିବେ ଏହା ପାଇଁ ସାତ୍ଵିକ ଚେଷ୍ଟା କଣ ରହିବ ।

ପାରାଶର ଶାସ୍ତ୍ର ରେ କୁହା ଯାଇଛି କି ଯଦି ଆପଣଙ୍କ ଜାତକରେ ପ୍ରଥମାଢି ପତି କିମ୍ବା ପଞ୍ଚମାଧି ପତି କେନ୍ଦ୍ର ଭାବରେ ଥାନ୍ତି । କିମ୍ବା ଆପଣଙ୍କ ଲଗ୍ନ ପ୍ରଥମ, ପଞ୍ଚମ, ସପ୍ତମ, ଦଶମ ଭାବରେ ଥାନ୍ତି । ତେବେ ଆପଣଙ୍କ ପୁତ୍ର ପ୍ରାପ୍ତି ହେବ । ଆପଣଙ୍କ ଜାତକରେ ଲଗ୍ନ ରେ ଯଦି ନବମ ରେ ବୃହଷ୍ପତ୍ତି ଥାନ୍ତି । ବୃହସ୍ପତି ଙ୍କ ଠାରୁ ନବମ ରେ ଶୁକ୍ର ଠନଟି କିମ୍ବା ଶୁକ୍ର ଓ ବୃହଷ୍ପତ୍ତି ଏକା ସହ ଥାନ୍ତି ତେବେ ଆପଣଙ୍କ ଡେରିରେ ସନ୍ତାନ ଲାଭ ହୋଇ ଥାଏ । ଆପଣଙ୍କ ବଯଶ 37 ରୁ 40 ବର୍ଷ ର ମଧ୍ୟରେ ହୋଇ ଥାନ୍ତି । ଯଦି ଆପଣ ପୁତ୍ର ପ୍ରାପ୍ତି ପାଇଁ ଚାହୁଁ ଛନ୍ତି ତେବେ ମହିଳା ମାନେ ନିଜ ଋତୁ ସ୍ରାବ କୁ ବଦଳାଇବା ପାଇଁ ଚେଷ୍ଟା କରିବେ ।

ଆପଣ ଯଦି ଶୁକ୍ଳ ପକ୍ଷରେ ଗାଢୌ ଛନ୍ତି ତେବେ ଆପଣ ଏହାକୁ କୃଷ୍ଣ ପକ୍ଷରେ କରିବା ପାଇଁ ଚେଷ୍ଟା କରିବେ ଯଦି କୃଷ୍ଣ ପକ୍ଷ ରେ ଯଦି ଆପଣ ଗାଧଊଛନ୍ତି ତେବେ ଏହାକୁ ଶୁକ୍ଳ ପକ୍ଷରେ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତୁ । ଏହା ସହ ଗାଧୋଇବାର 16 ଦିନ ଭିତରେ ସମ୍ପର୍କ ସ୍ଥାପନା କରିବା ଦ୍ଵାରା ପୁତ୍ର ପ୍ରାପ୍ତି ହୋଇ ଥାଏ । ଆପଣ ଯୁଗ୍ମ ଦିନରେ ସଂଭୋଗ କରିବେ ତେବେ ପୁତ୍ର ଲାଭ ହେବ । ଅଯୁଗ୍ମ ରାତ୍ରିରେ ସହବାଶ କଲେ କନ୍ୟା ଲାଭ କରିବେ । ଏହା କରିବବାର 7 ଘଣ୍ଟା ରୁ ଆଗରୁ ଏକ ପାଚିଲା ଲେମ୍ବୁ ନେଇକି ଏହାକୁ ଭଗବାନ କୃଷ୍ଣ ଙ୍କୁ ଅର୍ପଣ କରିବେ ଦେଖିବେ ନିଶ୍ଚିତ ଭାବେ ପୁଅ ଜନ୍ମ ହେବ ଆପଣଙ୍କ ଘରେ ।

Leave a Reply

Your email address will not be published. Required fields are marked *