ପୁଅ ହେବାର ଅତି ସରଳ, ସହଜ ଓ ସାତ୍ତ୍ଵିକ ଉପାୟ, ବାସ ଋତୁସ୍ରାବ ଠାରୁ କରନ୍ତୁ ଏହି ମହା ଉପାୟ

ନମସ୍କାର ବନ୍ଧୁଗଣ, ଗୋଟିଏ ନାରୀର ଜୀବନ ମା ହେବା ପରେ ହିଁ ସାର୍ଥକ ହୋଇଥାଏ । ଗୋଟିଏ ନାରୀ ପାଇଁ ତା ସନ୍ତାନ ହିଁ ସବୁକିଛି ହୋଇଥାଏ ଦୁନିଆରେ । କିନ୍ତୁ କିଛି ଲୋକ ସନ୍ତାନ ସ୍ୱରୂପ ଝିଅକୁ ଚାହାନ୍ତି ତ କିଛି ଲୋକ ସନ୍ତାନ ସ୍ୱରୂପ ପୁଅକୁ ଆଶା କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ପୁତ୍ର ସନ୍ତାନ ପ୍ରାପ୍ତିର କିଛି ସହଜ ଓ ସରଳ ଉପାୟ ଯାହା ଆପଣଙ୍କ ଆଶା ଇଚ୍ଛାକୁ ପୂରଣ କରିବ । ପୁତ୍ର ସନ୍ତାନର ମାତା ପିତା ହେବାର ସୁଖ ଦେବ । ଆସନ୍ତୁ ଜାଣିବା ।

ପ୍ରଥମ: ମହିଳାମାନଙ୍କୁ ନିଜ ରଜୋବତୀ ସମୟକୁ ପରିବର୍ତ୍ତନ କରିବାକୁ ହେବ । ଶୁକ୍ଲ ପକ୍ଷରେ ଋତୁସ୍ରାବ ହେଉଥିଲେ ତାହାକୁ ଆପଣଙ୍କୁ କୃଷ୍ଣ ପକ୍ଷକୁ ପରିବର୍ତ୍ତନ କରିବାକୁ ପଡିବ । ଏହିପାଇଁ ଆପଣ ମେଡ଼ିସିନ ଖାଇପାରିବେ । ଯାହାର କୌଣସି ଖରାପ ପ୍ରଭାବ ନଥାଏ । ଦିତୀୟ: ଋତୁସ୍ରାବର 4ଦିନ ଠାରୁ 16 ଦିନ ଭିତରେ ଯଦି ସ୍ଵାମୀ ସ୍ତ୍ରୀଙ୍କ ସମ୍ବନ୍ଧ ରହିଥାଏ ତେବେ ସନ୍ତାନ ପ୍ରାପ୍ତି ଲାଭ ହୁଏ ।

16 ଦିନ ମଧ୍ୟରେ ଯଦି ଆପଣ ଯୁଗ୍ମ ଦିନରେ ତଥା 2,4, 6 ନମ୍ବର ଦିନରେ ସମ୍ପର୍କ ରଖନ୍ତି ତେବେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ । ଯେଉଁ ରାତ୍ରିରେ ଆପଣ ସହବାସ କରିବେ ସନ୍ତାନ ନିମନ୍ତେ ତାହାର 7 ଘଣ୍ଟା ପୂର୍ବରୁ ଗୋଟିଏ ପାଚିଲା ଲେମ୍ବୁକୁ କାଚ ଗ୍ଳାସରେ ଚିପୁଡି ରସ ବାହାର କରନ୍ତୁ । ଏହାକୁ ଶ୍ରୀକୃଷ୍ଣଙ୍କ ଫଟୋ ପାଖରେ ରଖି ପ୍ରଣାମ କରନ୍ତୁ ।

ଏହା ପରେ ସହବାସ କରିବାର ଅଧ ଘଣ୍ଟା ପୂର୍ବରୁ ସେହି ଲେମ୍ବୁ ରସକୁ ଆପଣ ଆଣି ଅଧା ଅଧା କରି ପିଅନ୍ତୁ । ଏହାକୁ ପିଇ ସାରିବା ପରେ ଆପଣ ସହବାସ କରନ୍ତୁ । ଦେଖିବେ ନିଶ୍ଚିନ୍ତ ଆପଣଙ୍କ ଗର୍ଭରେ ପୁତ୍ର ସନ୍ତାନ ଧାରଣ କରିବେ । ତୃତୀୟ: ଗର୍ଭ ଧାରଣ ହେବାର ଖବର ଜାଣିବା ପରେ ଶୁକ୍ଲ ପକ୍ଷର ପ୍ରତ୍ୟକ ସୋମବାର ଦିନ ଖଣ୍ଡେ କର୍ପୁରକୁ ଦୁଇ ଖଣ୍ଡ କରିଦିଅନ୍ତୁ ।

ଗୋଟିଏକୁ ପୂର୍ବ ଅଭିମୁଖ ହୋଇ ନିଜ ଶୋଇବା ଘରେ ଜାଲିଦିଅନ୍ତୁ । ଅନ୍ୟ ଖଣ୍ଡଟିକୁ କୌଣସି ମନ୍ଦିରକୁ ପ୍ରସାଦ ସହିତ ପୂଜା ନିମନ୍ତେ ପଠାଇଦେବେ । ଏହା କରିବା ଦ୍ଵାରା ନିଶ୍ଚିନ୍ତ ଭାବରେ ଆପଣଙ୍କର ପୁତ୍ର ସନ୍ତାନ ପ୍ରାପ୍ତ ହେବ । ଚତୁର୍ଥ: ଗର୍ଭ ଧାରଣର ଚତୁର୍ଥ ମାସରେ ମୟୁର ଚନ୍ଦ୍ରିକା ଉପର ଚୁଟି ସବୁକୁ କାଟିଦେବେ । ମଝି ଚକ୍ରଟିକୁ ଆପଣ ଛୋଟ ଛୋଟ କାଟି ଗୁଡ ସହିତ ମିଶାଇ ଦିଅନ୍ତୁ

ଏହାର ଛୋଟ ଗୁଲି କରିଦିଅନ୍ତୁ । ଏହାପରେ ଏହାକୁ ଗୋଟିଏ ଗୋଟିଏ କରି 3ଦିନ ପର୍ଯ୍ଯନ୍ତ ପ୍ରତ୍ୟକ ସକାଳେ ଖାଲି ପେଟରେ ଖାଅନ୍ତୁ । ଏହା କରିବା ଦ୍ଵାରା ନିଶ୍ଚିନ୍ତ ପୁତ୍ର ସନ୍ତାନ ପ୍ରାପ୍ତି ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *