ମହିଳାମାନେ ସକାଳୁ ଉଠି ରୋଷେଇଘରେ ଦେଖନ୍ତୁନି ଏହି ଜିନିଷ, ନଚେତ ହୋଇଯିବେ ବରବାଦ- Vaastu Tips

ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁଧର୍ମରେ ସମସ୍ତ ଜିନିଷର କିଛି ନା କିଛି ମାନ୍ୟତା ରହିଛି । ତେବେ ଯେଉଁଠାରେ ସମସ୍ତଙ୍କ ଭୋକ ମେଣ୍ଟେଇବା ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରଯାଏ ତାହା ହେଉଛି ରୋଷେଇ ଘର । ସେହି ଘରେ ଲକ୍ଷ୍ମୀଙ୍କ ସଦୃଶ ଅନ୍ନ ତିଆରି ହୋଇଥାଏ । ତେଣୁ ରୋଷେଇ ଘରକୁ ସର୍ବଦା ନୀତି ନିୟମର ସହ ରଖିବା ଉଚିତ । ତେବେ ମହିଳା ମାନେ ସକାଳୁ ଉଠି ରୋଷେଇ ଘରକୁ ପ୍ରଥମେ ରୋଷେଇ କରିବା ପାଇଁ ଯାଇଥାନ୍ତି । ଏହି ସମୟରେ ସେମାନଙ୍କୁ କେଉଁ ସବୁ ଜିନିଷକୁ ଦେଖିବା ଅନୁଚିତ ଅଟେ ଆସନ୍ତୁ ଜାଣିବା ।

ପ୍ରଥମ: ରୋଷେଇ ଘରକୁ ମହିଳାମାନେ ସକାଳୁ ଉଠି ଯିବା ସମୟରେ ପୂର୍ବ ଦିନର ଅଧୁହା ବାସନ ଦେଖିବା ଶୁଭ ହୋଇନଥାଏ । ଅଧୁହା ହୋଇଥିବା ବାସନ ଘରେ ରାତିସାରା ରହିବା ଦ୍ଵାରା ଘରେ ବାସ୍ତୁ ଦୋଷର ଆରମ୍ଭ ହୋଇଯାଇଥାଏ । ମହିଳା ମାନେ ସକାଳେ ଏହି ବାସନ ସବୁକୁ ଦେଖିବା ଦ୍ଵାରା ସବୁବେଳେ ନକରାତ୍ମକ ଭାବନା ଦ୍ଵାରା ଘେରି ହୋଇ ରହିଥାନ୍ତି ।

ସ୍ତ୍ରୀ ମାନେ ଅନ୍ୟ ହାତରେ ସହଜରେ ବଶୀଭୂତ ହେବାର ଆଶଙ୍କା ବଢିଥାଏ । ଏହା ଫଳରେ ଆର୍ଥିକ ଅଭାବ ମଧ୍ୟ ଆରମ୍ଭ ହୋଇଥାଏ । ସେହିଘରୁ ମାତା ଲକ୍ଷ୍ମୀ ମଧ୍ୟ ଛାଡି ଚାଲିଯାନ୍ତି । ଦିତୀୟ: ମହିଳାମାନେ ସକାଳୁ ଉଠି ରୋଷେଇ ଘରକୁ ଯିବା ସମୟରେ ରୋଷେଇ ଘର ଭିତରେ କୌଣସି ଧାରୁଆ ବାସ୍ତୁ ଛୁରି କିମ୍ବା ପନିକି ଉପରେ ପଡିବା ଉଚିତ ନୁହେଁ ।

ଏହାକୁ ମହିଳାମାନେ ଦେଖିବା ଦ୍ଵାରା ସେମାନଙ୍କ ମାନସିକ ସ୍ତରରେ ଅନେକ ପରିବର୍ତ୍ତନ ଆସିଥାଏ । ଯାହାକି ମନରେ ହିଂସା ଭାବନା ଆଣିଥାଏ । ଏବଂ ଦୁର୍ଘଟଣାର ଏକ କାରଣ ହୋଇଥାଏ । ସ୍ଵାମୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ । ତୃତୀୟ: ସକାଳୁ ଉଠି ରୋଷେଇ ଘରେ ମହିଳା ମାନଙ୍କ ନଜର ଅଳିଆ କିମ୍ବା ଦଷ୍ଟବିନ ଉପରେ ପଡିବା ଉଚିତ ନୁହେଁ ।

ଏହି ଦ୍ରୁଷ୍ଟି ମହିଳାମାନଙ୍କର ଗର୍ଭ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଏହା ସହିତ ରୋଷେଇ ଘରେ କେତେକ ଘଟଣା ବାର ବାର ଘଟିବା ମଧ୍ୟ ଅଶୁଭ ହୋଇଥାଏ । ଯେମିତି କି ବାରମ୍ବାର କ୍ଷୀର ଉତୁରିଯିବା ଏକ ସଙ୍କେତ ହୋଇଥାଏ । ଖାଇବାରେ ଲୁଣ ଅଧିକ ହେବା, ଖାଇବା ପୋଡିଯିବା ଅଶୁଭ ସଙ୍କେତ । ରୋଷେଇ ଘରେ ତେଲ ଢାଳିଯିବା ଓ ଆପଣଙ୍କ ହାତ ପୋଡିଯିବା ଇତ୍ୟାଦିର ଅଶୁଭ ।

ଏହି ସବୁ ଆପଣଙ୍କ ଆଗାମୀ ସମୟରେ ଆସିବାକୁ ଯାଉଥିବା ବଡ ସମସ୍ୟା କିମ୍ବା ଦୁର୍ଘଟଣାର ପୂର୍ବ ସୂଚନା ହୋଇଥାଏ । ତେଣୁ ରୋଷେଇ ଘରେ ସର୍ବଦା ଧ୍ୟାନର ସହ କାମ କରନ୍ତୁ । ନୀତି ନିୟମର ସହ ରୋଷେଇ ଘରକୁ ପରିଷ୍କାର ପରିଚ୍ଛନ କରି ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *