ଦିପାବଳୀ (Diwali) ରାତିରେ ଏଠି ଲଗାନ୍ତୁ ଦୀପ, ଦୁର ହେବ ସବୁ ସମସ୍ୟା… ଘରକୁ ଆସିବେ ସାକ୍ଷାତ ମା ଲକ୍ଷ୍ମୀ 

ବନ୍ଧୁଗଣ ଆମେ ସବୁ ଜାଣିଛେ ଦୀପାବଳିର ପର୍ବ ଖରାପ ଉପରେ ବିଜୟର ପର୍ବ ବୋଲି । ଏହି ପର୍ବରେ ଦୀପର ମହତ୍ଵ ଅଧିକ ରହିଛି । ଏହି ଦିନ ୧୩ଟି ଦୀପ ଜଳାଇବାର ବିଶେଷ ମହତ୍ଵ ରହିଛି । ଏହି ଦୀପକୁ କେଉଁ ପ୍ରକାରରେ ଘରେ ଲଗାଇବା ଉଚିତ ଯାହା ଦ୍ଵାରା ସଙ୍କଟକୁ ହରଣ କରିଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଦିନ ଦୀପ କେଉଁଠି ଜଳାଇବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ ତାହା ମଧ୍ୟ କହିବାକୁ ଯାଉଛୁ । ଏହି ଉପାୟ କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନକୁ ଆଲୋକିତ କରିଥାଏ । ଦୀପାବଳିର ପ୍ରଥମ ଦୀପ ଯମରାଜ ଙ୍କ ନାଁ ରେ ଜଳାଜାଏ । ମାନ୍ୟତା ଅଛି ଯେଉଁ ଘରେ ଯମରାଜଙ୍କ ପାଇଁ ଦୀପ ଜଳାଜାଏ ସେଠାରେ ଧନତେରସ ଦିନ କାହାର ଅକାଳ ମୃତ୍ୟୁ ରୁହେ ନାହି । ଘରର ମୁଖ୍ୟ ଲୋକ ଏହି ଦୀପକୁ ଜଳାଇଥାନ୍ତି । ପ୍ରତେକ କୋଠରୀରେ ଏହି ଦୀପକୁ ବୁଲାନ୍ତୁ । ଦୀପାବଳି ଦିନ ଦ୍ଵିତୀୟ ଦୀପ ଆମେ ମନ୍ଦିରକୁ ଯାଇ ଜଳାନ୍ତୁ । ଏହି ଦିନ ଭଗବାନ ବିଶୁଣୁଙ୍କ ମଦନିରକୁ ଗଲେ ଶୁଭ ଫଳ ମିଳିଥାଏ ।

ତୃତୀୟ ଦୀପ ତୁଳସୀ ମୂଳେ ଓ ଚତୁର୍ଥ ଦୀପ ଘର ବାହାରେ ରଖିବା ଉଚିତ । ପଞ୍ଚମ ଦିନ ଧନତେରସ ଦିନ ଓସ୍ତ ଗଛ ମୂଳେ ଲଗାଇବା ଉଚିତ । ଷଷ୍ଠ ଦୀପ କୌଣସି ମନ୍ଦିରକୁ ଯାଇ ଲଗାନ୍ତୁ । ସପ୍ତମ ଦୀପ ଅଳିଆ ରଖୁଥିବା ଜାଗାରେ ଲଗାନ୍ତୁ ।  ଅଷ୍ଟମ ଦୀପ ବାଥୃମ ପାଖରେ ଲଗାଇବା ଉଚିତ । ନବମ ଦୀପ ଆପଣଙ୍କୁ ଘରର ପାଚେରୀ ଉପରେ ଲଗାଇବା ଉଚିତ । ଦଶମ ଦୀପ ଆପଣଙ୍କ ବନ୍ଦ ଘରର ଥିବା ବନ୍ଧରେ ଲଗାନ୍ତୁ । ଏକାଦଶ ଦୀପ ଝରକା ଉପରେ ଲଗାନ୍ତୁ ।

ଦ୍ଵାଦଶ ଦୀପ ଛାତ ଉପରେ ଓ ତ୍ରୟୋଦଶ ଦୀପ ଆପଣଙ୍କୁ କୌଣସି ମଣ୍ଡପ ଉପରେ ରଖିବା ଉଚିତ । ଦୀପାବଳିରେ ପିତୃ ପୁରୁଷ ଙ୍କ ପାଇଁ ଦୀପ ଆପଣଙ୍କୁ ଧନତେରସ ଦିନ ଲଗାଇବା ଉଚିତ । କୁଳ ଦେବତା ଓ ଦେବୀଙ୍କ ନାମରେ ଆପଣ ଦୀପ ଜଲାନ୍ତୁ ଧନତେରସ ଠାରୁ ଦୀପାବଳି ପର୍ବ ଯାଏଁ । ଆପଣ ମାନେ ଦୀପାବଳି ଦିନ ଏହି ୧୩ଟି ଦୀପ ନିୟମ ସହକାରେ ଆଗନ୍ତୁ । ଏହି ଦୀପ ମଧ୍ୟରୁ ଯମରାଜ ଙ୍କ ଦୀପା ଦାନର ବିଶେଷ ମହତ୍ଵ ରହିଥାଏ । କିଛି ଜାଗାରେ ଧନତେସର ବା ଦୀପାବଳି ଦିନ ଦୀପ ଲଗା ଯାଇଥାଏ ।

ଚତୁର୍ଦ୍ଦଶୀ ଦିନ ଘରର ଅଳିଆ ଜାଗାରେ ଦକ୍ଷିଣ ଦିଗକୁ ମୁହଁ କରି ଦୀପାବଳି ଦିନ ଦୀପ ଲଗାନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ଲାଭ ହେବା ସହ କୁବେର ମହାରାଜ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *