Interesting GK Questions- ଏମିତି କେଉଁ କାମ ଅଛି ଯାହା ମଣିଷ ମଲା ପରେ ବି କରି ପାରିବ ? ଏହା ସହ ଆହୁରି 18 GK Quiz

ଅନେକ ପ୍ରଶ୍ନର ଯାହା ଆମ ପାଖରେ ନାହିଁ । ତାହା ଆମେ କାହାକୁ ପଚାରି ଥାଉ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇ ଥାଉ ।  ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ  ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ଏହି ସବୁ ପ୍ରଶ୍ନ ଓ ଉତ୍ତର କିଛି ମଜାଦାର ଆଉ ଢଗ ଭଳି ରହିଛି । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।

୧- ଭାରତର ସବୁଠାରୁ ବଡ ସରକାରୀ କାର୍ଯ୍ୟ କଣ ଅଟେ ?

ଉତ୍ତର- IAS ଚାକିରି

୨- ପରମାଣୁ ବୋମା ଜାପାନ ଉପରେ କେବେ ପକାଇ ଯାଇଥିଲା ?

ଉତ୍ତର- ୧୯୪୫ ରେ

୩- ମାନବ ଶରୀରର କେଉଁ ଅଙ୍ଗ ଜନ୍ମ ପରେ ଆସେ ଓ ମୃତ୍ୟୁ ପୂର୍ବରୁ ଯାଏ ?

ଉତ୍ତର- ଦାନ୍ତ

୪- କେଉଁ ପକ୍ଷୀ ନିଜ ଶିଶୁକୁ ନିଜ କ୍ଷୀର ଖାଇଥାଏ ?

ଉତ୍ତର- ବାଦୁଡି

୫- ମସ୍ତିସ୍କ ରେ କେତୋଟି ହାଡ ଅଛି ?

ଉତ୍ତର- ୨୯ ଟି

୬- ପାକିସ୍ତାନ ର ଜାତୀୟ ପଶୁ ର ନାମ କଣ ?

ଉତ୍ତର- ମାରକୋର

୭- ଦୁନିଆର ସବୁଠାରୁ ମହଙ୍ଗା ଫଳ କଣ ଅଟେ ?

ଉତ୍ତର- ୟୁବାରି

୮- ଭାରତର ସବୁଠାରୁ ଗରିବ ମୁଖ୍ୟ ମନ୍ତ୍ରୀ କିଏ ଅଟନ୍ତି ?

ଉତ୍ତର- ମାଣିକ ସାର୍କ ୨୬ ଲକ୍ଷ ସମ୍ପତି ସହିତ ତ୍ରିପୁରା ର ମୁଖ୍ୟ ମନ୍ତ୍ରୀ ଥିଲେ ।

୯- କେଉଁ ଜୀବ ପୁରୁଷ ରୁ ସ୍ତ୍ରୀ ରେ ପରିବର୍ତ୍ତନ ହୋଇପାରେ ?

ଉତ୍ତର- ଅକ୍ଟୋପସ

୧୦- କେଉଁ ଜୀବ ଆମର ଅଟେ ?

ଉତ୍ତର- ଜେଲିଫିସ

୧୧- ଆଲାଉଦିନ ଖିଲଜି କେବେ ସମ୍ରାଟ ହୋଇଥିଲେ ?

ଉତ୍ତର- ୧୨୯୬ ରେ

୧୨- ଶରୀରର କେଉଁ ଅଙ୍ଗ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ବଢେ ନାହି ?

ଉତ୍ତର- ଆଖି ର କର୍ଣ୍ଣିକା

୧୩- ନୀଳ ନଦୀର କେଉଁ ଦେଶ ଉପହାର ?

ଉତ୍ତର- ଇଯିପ୍ଟ

୧୪- ସବୁଜ ଯୋଜନା କାହା ସହ ସମ୍ବଧିତ ଅଟେ ?

ଉତ୍ତର- ଜଳ ସମ୍ବଧ ରେ

୧୫- ନାବାର୍ଡ ର ମୁଖ୍ୟାଳୟ କେଉଁ ଠାରେ ଅବସ୍ଥିତ ଅଟେ ?

ଉତ୍ତର- ମୁମ୍ବାଇ

୧୬- ଶୁଖିଲା ରୋଗ କେଉଁ ଭିଟାମିନ ଅଭାବରୁ ହୋଇଥାଏ ?

ଉତ୍ତର- ଭିଟାମିନ ଡି

୧୭- ପ୍ଲାଷ୍ଟିକ ମନି କାହାକୁ କୁହାଯାଏ ?

ଉତ୍ତର- କ୍ରେଡିଟ କାର୍ଡ

୧୮- ଲୁହାରେ କଳଙ୍କି ଲାଗିବାରୁ ରକ୍ଷା କରିବା ପାଇଁ କଣ ପ୍ରୟୋଗ କରା ଯାଇଥାଏ ?

ଉତ୍ତର- କ୍ରୋମିୟମ

୧୯- ଏମିତି କେଉଁ କାମ ମଣିଷ ମଲା ପରେ ବି କରି ପାରିବ ?

ଉତ୍ତର- ଅଙ୍ଗ ଦାନ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *