ଘରେ ଚେମେଣିଆ ପଶିଲେ ମିଳେ ଏହି ସଂକେତ ? Ajira Anuchin

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କର ଦୈନିକ ଜୀବନରେ ବହୁତ କାମରେ ଆସିପାରେ । ଏହାର ପାଳନ କରିଲେ ଜୀବନରେ ଦୁଖ କଷ୍ଟ ଦୂର ହୋଇଥାଏ ଆଉ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏସବୁର ପାଳନ କରିଲେ ଜୀବନରେ ଖୁସି ର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- ସୂର୍ଯ୍ୟ ଉଦୟ ହେବା ପରେ ଶୋଇବା ଉଚିତ ନୁ ହେଁ ବା ପରିବାରରେ କାହାକୁ ଶୋଇବାକୁ ଦେବା ଉଚିତ ନୁହେଁ । ଏହା ଦ୍ଵାରା ଧନ ହାନୀର ସମ୍ଭାବନା ରହିଛି । ଘରକୁ ଆସିଥିବା ଅତିଥିଙ୍କୁ କେବେ ଅସମ୍ମାନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଧନ ହାନି ହୋଇଥାଏ ।

୨- ପ୍ରତେକ କଥାରେ ମିଛ କହିବା ବା ମିଛର ସାହାରା ନେବା ଅମଙ୍ଗଳକାରୀ ହୋଇଥାଏ । ଯେଉଁ ଘରେ ସ୍ଵାମୀ ସ୍ତ୍ରୀ ପରସ୍ପରକୁ ଅସମ୍ମାନ କରନ୍ତି ସେଠାରେ ଆର୍ଥିକ ସଙ୍କଟ ଦେଖା ଯାଇଥାଏ ।

୩- ଯେଉଁ ଘରେ ରହୁଛନ୍ତି ତାହା ଅପରିଷ୍କାର ରଖିଲେ ଆର୍ଥିକ ଶଙ୍କର ଦେଖା ଯାଇଥାଏ । ଘରେ ଝାଡୁ ଖୋଲା ଜାଗାରେ ରଖିବା ଦ୍ଵାରା ସମସ୍ତଙ୍କ ଦ୍ରୁଷ୍ଟି ଝାଡୁ ଉପରେ ପଡିଥାଏ । ଏହା ଦ୍ଵାରା ଧନ ହାନି ହୋଇଥାଏ । ତେଣୁ ଝାଡୂକୁ ଲୁଚାଇ ରଖିବା ଦ୍ଵାରା ଶୁଭ ହୋଇଥାଏ ।

୪- ଘର ବା ବ୍ୟବସାୟ ଜାଗାରେ ଦକ୍ଷିଣ ଦିଗରେ କ୍ଯାଲେଣ୍ଡର ରଖିବା ଦ୍ଵାରା ଅଶୁଭ ହୋଇଥାଏ । ଏହା ସହ ଧନ ଆଗମନରେ ବାଧା ପ୍ରାପ୍ତ ହୋଇଥାଏ । ଘରେ କେବେ ବି ବଡ ବଡ ପଥର ରଖିବା ଉଚିତ ନୁହେଁ ।

୫- ଘର ବା ଘର ବାହାରେ କଣ୍ଟା ଯୁକ୍ତ ଗଛ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ସମ୍ପର୍କ ଖରାପ ହୋଇଥାଏ । ଘର ପାଖରେ କୌଣସି ବଡ ଗଛ ରଖିବା ଉଚିତ ନୁହେଁ । ଏହାର ଛାଇ ଘରେ ପଡିବା ଦ୍ଵାରା ଅଶୁଭ ହୋଇଥାଏ ।

୬- ନିଜ ପାଖରେ କେବେ ବି ପୁରୁଣା ଟିକେଟ ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ରାତିରେ ଖାଇ ସାରିବା ପରେ ଅଇଁଠା ବାସନ ପକାଇ ରଖିବା ଉଚିତ ନୁହେଁ ।

୭- ରାତିରେ କେବେ ବି ନଖ ବା ବାଳ କାଟିବା ଉଚିତ ନୁହେଁ । ଏହା ଦ୍ଵାରା ଦାରିଦ୍ରତା ଆସିଥାଏ । ଘରେ କଢି ମହୁମାଛି ବସା କରନ୍ତି ତେବେ ତୁରନ୍ତ ହଟାଇବା ଉଚିତ । କାରଣ ଏହା ଅଶୁଭ ହୋଇଥାଏ ।

୮- ଘରେ କେବେ ବି ବୁଢିଆଣୀ ବସା ହେବା ଉଚିତ ନୁହେଁ । ଏହା ଦ୍ଵାରା ଦୁର୍ଭାଗ୍ୟ ଦେଖା ଯାଇଥାଏ । ଘରେ କୌଣସି ଭଙ୍ଗା କାଚ ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।

୯- ଘରେ ଚେମେଣୀ ଚଢେଇ ପଶିଲେ ଦୁର୍ଭାଗ୍ୟ ଦେଖାଯିବାର ସଂକେତ ମିଳିଥାଏ । ଏହା ସହ ସ୍ୱାସ୍ଥ୍ୟ ସମସ୍ଯା ମଧ୍ୟ ଦେଖା ଯାଇଥାଏ । ତେଣୁ ଏଥିପାଇଁ ସତର୍କ ରହିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *