ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରେ ଲୁହ ଆସିଯାଏ ତେବେ ଏହାର ଅର୍ଥ କଣ ?

ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ଆପଣ ମାନେ ଦେଖିଥିବେ କିଛି ଲୋକ ପୂଜା କରୁଥିବା ସମୟରେ  ତାଙ୍କ ଆଖିରୁ ଲୁହ ଆସିଥାଏ ତାହେଲେ ଆପଣ ଜାଣନ୍ତୁ କେଉଁ ଦେବୀଙ୍କର ଆପଣଙ୍କ ଉପରେ କୃପା ଦୁଷ୍ଟୀ ପଡିଲା ଆସନ୍ତୁ ଜାଣିବା ତାହାର ରହସ୍ୟ କଣ ହୋଇଥାଏ । ବନ୍ଧୁଗଣ ଯେବେ ଆପଣ ମାନେ ପୂଜା କରୁଛନ୍ତି ସେତେ ବେଳେ ଆପଣ ମାନେ ଭଗବାନଙ୍କ ସହିତ ଜଡିତ ହୋଇ ଯାଇଥାନ୍ତି । ଆପଣଙ୍କର ଆତ୍ମା ଇଶ୍ଵରଙ୍କ ସହିତ ଜଡିତ ହୋଇ ଯାଇଥାଏ । ସେତେବେଳେ ଇଶ୍ଵର ଆପଣଙ୍କୁ କିଛି ସଙ୍କେତ ଦେଇଥାନ୍ତି ।

କିନ୍ତୁ ଆମେ ଇଶ୍ଵରଙ୍କ ସେହି ସଙ୍କେତକୁ ବୁଝି ପାରି ନ ଥାଉ । ଯେତେ ବେଳେ ଆପଣ ପୂଜା କରାଇଥାନ୍ତି ଆପଣଙ୍କର ବାତା ବରଣ ଶାକାରାତ୍ମକ ଶକ୍ତିରେ ବଢିଯାଏ । ସେଥି ପାଇଁ ଆମର ମନ ପ୍ରସନ୍ନ ହୋଇଯାଇଥାଏ । ଦୁଖର ମାହୋଲ ଖୁସିରେ ବଦଳି ଯାଇଥାଏ । ଯଦି ଆପଣ କିଛି ଚିନ୍ତା ରେ ଥିବେ ତାହେଲେ ଆପଣଙ୍କର ମନ ଖୁସି ହୋଇଯିବ । କାରଣ ଆପଣଙ୍କର ଚାରିପଟେ ସାକାରାତ୍ମକ ଶକ୍ତି ଥିବ। ଯଦି କୌଣସି ପିଲା ପଢିବା ସମୟରେ ମାତା ସରସ୍ଵତୀଙ୍କୁ ଡାକିଲା ବେଳେ ଆଖିରୁ ଲୁହ ଆସିଯାଇଥାଏ ତା ହେଲେ ଆପଣ ଜାଣିବେ ଆପଣଙ୍କ ଉପରେ ମାତା ସରସ୍ଵତୀଙ୍କ ଆଶୀର୍ବାଦ ଅଛି ଆପଣ ପରୀକ୍ଷା ରେ କୃତ କାର୍ଯ୍ୟ ହାସଲ କରିବେ ।

ଯଦି ଏକ ସ୍ଥାନରେ ପୂଜା ହେଉଥିବା ସମୟରେ ଆପଣଙ୍କର ଆଖିରୁ ଲୁହ ଚାଲି ଆସିଲା କି ଆପଣଙ୍କର ଦେହର ରୁମ ଛିଡା ହୋଇଗଲା ଆପଣ ଈଶ୍ବରଙ୍କ ଶକ୍ତି କିଛି ଅନୁଭବ କଲେ ଯଦି ଆପଣଙ୍କୁ ଏପରି ସଙ୍କେତ ମିଳିଲା ତାହାଲେ ତାହାର ଅର୍ଥ କଣ ହୋଇଥାୟ ଆସନ୍ତୁ ଜାଣିବା । ଯଦି ଆପଣ ଧ୍ୟାନ କରୁଥିବା ସମୟରେ ଆପଣଙ୍କ ଆଖିରୁ ଲୁହ ଚାଲି ଆସେ ତାହାଲେ ଆପଣଙ୍କୁ ଇଶ୍ଵର କିଛି ସଙ୍କେତ ଦେଉଛନ୍ତି ଯାହାକି ଆପଣଙ୍କର ଆତ୍ମା ଇଶ୍ଵରଙ୍କ ସହିତ ମିସିଯାଇଛି । ଏହି ସମୟରେ ଆପଣ ଈଶ୍ଵରଙ୍କୁ ନିଜର ମନସ୍କାମନା କୁହନ୍ତୁ ଦେଖିବେ ସେହି ମନସ୍କାମନା ନିଶୀଥ ଫଳ ପ୍ରାପ୍ତ ହେବ । କିନ୍ତୁ କିଛି ଲୋକ ଏହାକୁ ଧ୍ୟାନ ଦିଅନ୍ତି ନାହିଁ ।

ଯଦି ଆପଣ ପୂଜା କରିବା ସମୟରେ ଆଖିରୁ ଲୁହ ଚାଲି ଆସେ ତା ହେଲେ ଆପଣଙ୍କ ଜୀବନରେ ଲାଗି ରହିଥିବା ଦୁଖ , କଷ୍ଟରୁ ମୁକ୍ତି ପାଇବା ପାଇଁ ପାର୍ଥନା କରନ୍ତୁ ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଯଦି ଆପଣଙ୍କର ପୂଜା ସମୟରେ ଆଖିରୁ ଲୁହ ଆସିଲା ତା ହେଲେ ଆପଣ ଜାଣିବେ ଆପଣଙ୍କ ମନରେ ଥିବା ସମସ୍ତ ଖରାପ କାର୍ଯ୍ୟ ସରିଗଲା । ଆପଣଙ୍କର ମନ ସଫା ହେବ । ଯଦି  ଆପଣ ଶିବଙ୍କ ପୂଜା କରୁଥିବା ବେଳେ ଦୀପର ଜୋତି ବଢିଗଲା ତା ହେଲେ ଆପଣ ଜାଣିବେ ଆପଣଙ୍କ ପୂଜାରେ ମହାଦେବ ସନ୍ତୁଷ୍ଟ ହୋଇଛନ୍ତି । ଆପଣ ଏହି ସମୟରେ ଈଶ୍ବରଙ୍କ ପାଖରେ ନିଜର ମନସ୍କାମନା କରିବେ ନିଶ୍ଚିତ ଫଳ ପ୍ରାପ୍ତ ହେବେ । ତା ହେଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ପୂଜା କରୁଥିବା ସମୟରେ ଆଖିରୁ ଲୁହ ଆସିଲେ କଣ ସଙ୍କେତ ମିଳିଥାଏ ।

Leave a Reply

Your email address will not be published. Required fields are marked *