ମୃତ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କ’ଣ? Swpna Shastra

ନମସ୍କାର ବନ୍ଧୁଗଣ । ଯଦି ଆପଣଙ୍କର ସ୍ଵପ୍ନରେ ଏକ ମୃତ ବ୍ୟକ୍ତିଙ୍କୁ ଦେଖିଲେ ଆପଣ କେବେ ଭାବିଛନ୍ତି ଏହି ସ୍ଵପ୍ନ କଣ ପାଇଁ ଦେଖିଲେ। ଯଦି ଆପଣ ଏହି ସୋପ୍ନ ଦେଖୁଛନ୍ତି ତାହେଲେ ଆପଣ ଭୟ କରନ୍ତୁ ନାହିଁ । ବନ୍ଧୁଗଣ ହିନ୍ଦୁ ଧର୍ମରେ ସ୍ଵପ୍ନ କୁ ନେଇ ଗୋଟେ ଶାସ୍ତ୍ର ଅଛି। ଯାହାକି ଆପଣଙ୍କର ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ। ଆସନ୍ତୁ ଜାଣିବା ମୃତ ବ୍ୟକ୍ତି ର ସ୍ଵପ୍ନ ଦେଖିଲେ କଣ ହୋଇଥାଏ। ବନ୍ଧୁଗଣ ଯଦି କୌଣସି ବ୍ୟକ୍ତିର ରୋଗ ରେ ମୃତ୍ୟୁ ଘଟିଛି କିନ୍ତୁ ଆପଣଙ୍କୁ ସ୍ଵପ୍ନରେ ଜୀବିତ ବୋଲି ଦେଖୁଛନ୍ତି ତା ହେଲେ ଆପଣ ଜାଣିବେ ସେହି ବ୍ୟକ୍ତିର ଜନ୍ମ ଆଉ କୌଣସି ଜାଗାରେ ଭଲରେ ହୋଇ ସାରିଛି।

2ରେ ଯଦି କୌଣସି ଭଲ ଲୋକର ଅକାଳରେ ମୃତ୍ୟୁ ହୋଇ ଯାଇଛି ଆପଣଙ୍କର ସ୍ଵପ୍ନରେ ରୋଗରେ ପଡିବାର ଦେଖୁଛନ୍ତି ତା ହେଲେ ଆପଣ ଜାଣିବେ ମରିଥିବା ବ୍ୟକ୍ତି ଆପଣଙ୍କୁ କିଛି କହିବାକୁ ଚାହୁଁଛନ୍ତି। ଯାହାକି ଅକାଳରେ ମରିବା ପୂର୍ବରୁ କିଛି ଇଛା ଥିଲା ଯାହାକି ସେ ପୂର୍ଣ୍ଣ କରିବାକୁ ଚାହୁଁଥିଲେ। ଯଦି ଆପଣ ଏହି ଇଛା ବିଷୟରେ ଜାଣିଛନ୍ତି ତାହେଲେ ତାହାକୁ ପୁରଣ କରି ଦିଅନ୍ତୁ। 3ରେ ଯଦି କୌଣସି ବ୍ୟକ୍ତିର ସ୍ଵପ୍ନ ରେ ଜୀବିତ ଲୋକ ମୃତ୍ୟୁବରଣ କରୁଥିବାର ଦେଖୁଛନ୍ତି ତା ହେଲେ ଆପଣ ଜାଣନ୍ତୁ ସେହି ବ୍ୟକ୍ତିର ଆୟୁ ଅଧିକ ଦିନ ହୋଇଗଲା ।

4ରେ ଯଦି ଆପଣଙ୍କ ସ୍ଵପ୍ନରେ କୌଣସି ମୃତ୍ୟୁ ବ୍ୟକ୍ତି ଆସିଲେ କିଛି କହିଲେ ନାହିଁ ତାହେଲେ ଆପଣ ଜାଣନ୍ତୁ ଆପଣଙ୍କର ଜୀବନରେ କିଛି ଆପଣ ଖରାପ କାର୍ଯ୍ୟ କରିବାକୁ ଯାଉଛନ୍ତି । ଯଦି ଆପଣ ମୃତ୍ୟୁ ବ୍ୟକ୍ତି କି ସ୍ଵପ୍ନ ରେ ଆଶୀର୍ବାଦ ଦେଉଥିବାର ଦେଖିଲେ ତା ହେଲେ ଆପଣ ଜାଣିବେ ଆପଣଙ୍କର ସୁଖର ସମୟ ଆସିଗଲା । ଯଦି ଆପଣଙ୍କର ସ୍ଵପ୍ନ ରେ ମୃତ୍ୟ ବ୍ୟକ୍ତି ଉଦାସ ହେବାର ଦେଖିବେ ତା ହେଲେ ଆପଣ କିଛି କାର୍ଯ୍ୟ କରିବାକୁ ଥିଲେ ସଙ୍ଗେ ସଙ୍ଗେ ସେହି କାର୍ଯ୍ୟ କୁ ବନ୍ଦ କରି ଦିଅନ୍ତୁ । କାରଣ ଏହା କଲେ ଆପଣଙ୍କର ଅଶୁଭ ହେବ ।

ଯଦି ଆମେ ସେହି ସଙ୍କେତକୁ ଜାଣି ପାରିବାନି ତା ହେଲେ ଆମେ ବହୁତ ବଡ ଭୁଲ କାର୍ଯ୍ୟ କରିବା । ଯଦି ବନ୍ଧୁଗଣ କିଛି ମୃତ ବ୍ୟକ୍ତି ସ୍ଵପ୍ନ ରେ ଆସି କିଛି ବସ୍ତୁ କଥା କହୁଛନ୍ତି ଯେମିତିକି ଆମକୁ ସ୍ଵପ୍ନରେ ଏକ ବ୍ୟକ୍ତିର ଶରୀରରେ ପୋଷାକ ନ ଥିବା, ଗୋଡରେ ଜୋତା ଆଣିଥିବ, କିମ୍ବା ସେ ଭୋକିଲା ହେଇଥିବା ତା ହେଲେ ଆପଣ ଜାଣିବେ ଯାହା ଆପଣ ସ୍ଵପ୍ନ ରେ ଦେଖିଲେ ସେହି ମୃତ ବ୍ୟକ୍ତି ସେହି ବସ୍ତୁ ମାଗୁଛି । ତା ହେଲେ ଆପଣ ସେହି ବସ୍ତୁକୁ ତାଙ୍କର ନାମ ନେଇ  ମନ୍ଦିର ଯାଇ ଗରିବ ଲୋକଙ୍କୁ ଦାନ କରି ଦେବେ। ଏହା କରିବା ଦ୍ଵାରା ସେହି ବ୍ୟକ୍ତିଙ୍କ ଇଛା ପୂର୍ଣ୍ଣ ହେବ ଓ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଯିବ। ତା ହେଲେ ବନ୍ଧୁଗଣ ଆପଣ ଜାଣିଲେ ତ ମୃତ ବ୍ୟକ୍ତି କି ସ୍ଵପ୍ନରେ ଦେଖିଲେ କି ଫଳ ମିଳିଥାଏ ।

Leave a Reply

Your email address will not be published. Required fields are marked *