ପୁରୁଷଙ୍କୁ ସର୍ବଦା ନିଜ ଅଧୀନରେ ରଖନ୍ତି ଏହି 3ନାମର ଝିଅ- Jyotisha Shastra

ସବୁ ବେଳେ ଆମେ ଏକ କଥା କୁ ମାନେ ରଖି ଥାଉ କି ଆମେ ଯଦି କାହାକୁ ଭଲ ପାଇବା ତାହା ସହ ଜୀବନ ବିତାଇବା ଭଲ ହୋଇ ଥାଏ । ମାତ୍ର କିଛି ଜଣ ଅଛନ୍ତି ଯେଉଁ ମାନେ ସବୁ ବେଳେ ଅନ୍ୟ ମାନଙ୍କୁ ନିଜ ଆଗରେ ଝୁକିବା ପାଇଁ ବାଧ୍ୟ କରି ଦେଇ ଥାନ୍ତି । ଏହା ସହ ଆମ ପାଖା ପାଖି ରେ ଥିବା ଲୋକଙ୍କୁ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଅନେକ ପ୍ରକାର ମହିଳା ଅଛନ୍ତି ଯେଉଁ ମାନେ ଅଲଗା ଅଲଗା ପ୍ରକାର ସ୍ଵଭାବ ର ହୋଇ ଥାନ୍ତି ।

କିଛି ରାଶିର ଲୋକମାନେ ସବୁ ବେଳେ ନିଜକୁ ଉପରେ ରଖିବା ପାଇଁ ଭଲ ପାଇ ଥାନ୍ତି । କିଛି ଲୋଗମାନେ ଜ୍ଯୋତିଷ ଶାସ୍ତ୍ର କୁ ମାନି ନଥାନ୍ତି ମାତ୍ର କିଛି ଜଣ ଏହାକୁ ମନୟ ଥାନ୍ତି । ଯେଉଁ ସମୟରେ ଗ୍ରହର ଚଳନ ଅଲଗା ହୋଇ ଯାଇ ଥାଏ  ସେହି ସମୟରେ ରାଶି ଙ୍କ ପ୍ରଭାବ ମଧ୍ୟ ଅଲଗା ହୋଇ ଯାଇ ଥାଏ ।

ଏହାର ପ୍ରଭାବ ଦ୍ଵାରା ସବୁ କିଛି ଅଲଗା ହୋଇ ଯାଇ ଥାଏ । ଏହି ଭଳି କିଛି ଆମେ କହିବା । ଏହି ତିନି ରାଶ ଏମିତି ଥାନ୍ତି କି ଏହି ରାଶିର  ମହିଳା ମାନେ ସବୁ ବେଳେ ପୁରୁଷ ଙ୍କୁ ଝୁକେଇକି ରଖି ଥାନ୍ତି । ପ୍ରଥମ ରାଶି ହେଉଛି ମକର ରାଶି – ଏମାନେ ସ୍ଵଭାବରେ ଗମ୍ଭୀର ହୋଇ ଥାନ୍ତି ।

ଏମାନେ ଏତେ ଜଲ୍ଦି ଭାବୁକ ହୋଇ ନଥାନ୍ତି । ଏମାନେ ନିଜକୁ ବହୁତ ଭାବି ଚିନ୍ତି ଆଗକୁ ନେଇ ଥାନ୍ତି । ଏମାନେ କାହା ଉପରେ ହାବି ହେବା ପାଇଁ ଚାହିଁ ନଥାନ୍ତି । ମାତ୍ର ଏହାଙ୍କ  ରାଗ ପାଇଁ ଏମାନେ ପୁଷ ଙ୍କ ଉପରେ ହାବି ହୋଇ ଯାଇଥାନ୍ତି । ଏହା ପର ରାଶି ହେଉଛି ମେଷ ରାଶି – ଆପଣ ଯଦି ଏହି ମହିଳାଙ୍କ ସ୍ଵଭାବ ଦେଖିବେ ତ ଏମାନେ ଦେଖାଇ ହେବ ପାଇଁ ଭଲ ପାଇ ନଥାନ୍ତି ।

ଏମାନେ ସବୁ ବେଳେ କଷ୍ଟ କମ କରିବା ପାଇଁ ଭଲ ପାଇ ଥାନ୍ତି । ଏମାନେ ସବୁ ବେଳେ ନିଜ କାମକୁ ଓ ନିଜକୁ ସାବ୍ୟସ୍ତ କରି ଥାନ୍ତି ।   ଏମାନେ ନିଜ ନଜର କୁ ବହୁତ ଭଲ ରଖୀ ଥାନ୍ତି ଏମାନେ ସବୁ ବେଳେ ଏହି ଭଳି ଏକ ଜୀବନ ସାଥି ବାଛିବା ପାଇ ଭଲ ପାଇ ଥାନ୍ତି ।

ଯାହା ଦ୍ଵାରା ଏମାନେ ଆଗକୁ ଯାଇକି ତା ସହ ଭଲରେ ରହି ପାରିବ । ଏମାନଙ୍କ ମନରେ ରାଗ ବହୁତ ଥାଏ । ଏହା ପର ରାଶି ହେଉଛି ବିଛା ରାଶି – ଏହାଙ୍କୁ ବୁଝିବା  ବହୁତ କଷ୍ଟ ହୋଇଥାଏ । ଏମାନେ ଯଦି ରାଗି ଯିବେ ନିଜ ସାଥି ସହ ମଧ୍ୟ କଠୋର ହୋଇ ପାରନ୍ତି ଏମାନେ ନିଜ ଭଲ ଗୁଣ ଜାଣି ଥାନ୍ତି ।

ଯାହା ପାଇଁ ଏମାନେ ଅନ୍ୟ ମହିଳା ମାନଙ୍କ ଠାରୁ ନିଜକୁ ଅଲଗା କରି ଦେଇ ପାରିଥାନ୍ତି । ଆଜ୍ଞା ହଁ ଏମାନେ ବହୁତ ଭଲ ଦେଖିବା ପାଇଁ ଥାନ୍ତି ଏମାନେ ପ୍ରତିଶୋଧ ଭାବନା ରଖୀ ଥାନ୍ତି । ଏହି ତିନି ରାଶିର ମହିଳା ମାନେ ସବୁ ବେଳେ ଅନ୍ୟକୁ କଷ୍ଟ ଦେଇ ଥାନ୍ତି ।

Leave a Reply

Your email address will not be published. Required fields are marked *