“R” ନାମର ଲୋକ ପ୍ରେମରେ କିପରି ହୋଇଥାନ୍ତି, ଆପଣଙ୍କ ପକାହରେ ଥିଲେ “R” ନାମର ଲୋକ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆଜିର ଏହି ଭଲ ପାଇବାର ଯୁଗରେ ସମସ୍ତେ ନିଜ ସାଥିଙ୍କ ସହ ଖୁସିରେ ରହିବା ପାଇଁ ଚାହୁଁଛନ୍ତି । କିନ୍ତୁ ଭଲ ପାଇବା ପୂର୍ବରୁ ତ କାହା ଗୁଣ ବିଷୟରେ ଜଣା ନଥାଏ ଯାହା ଫଳରେ କିଛି ସମ୍ପର୍କରେ ଫାଟ ସୃଷ୍ଟି ହୋଇ ସମ୍ପର୍କ ଅଧାରୁ ହିଁ ଭାଙ୍ଗିଯାଏ । ତେବେ ଆଜି ଜାଣନ୍ତୁ R ନାମର ପିଲା କିଭଳି ହୋଇଥାନ୍ତି ପ୍ରେମ ସମ୍ପର୍କରେ । ଯାହା ଫଳରେ ଆପଣଙ୍କୁ ତାଙ୍କ ସହ ଆଗକୁ ଯାଇ କୌଣସି ଅସୁବିଧା ଭୋଗ କରିବା ପାଇଁ ପଡିବ ନାହିଁ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଜୋତିଶ ଶାସ୍ତ୍ର ଅନୁଯାୟୀ ଗୋଟିଏ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଆଧାରରେ ସେହି ମଣିଷର ବ୍ୟକ୍ତିତ୍ବ ବିଷୟରେ ଜଣା ଯାଇଥାଏ । ଜାଣନ୍ତୁ R ଅକ୍ଷର ନାମର ବ୍ୟକ୍ତିଙ୍କ ବିଷୟରେ: ଏମାନେ ପ୍ରେମ ସମ୍ପର୍କରେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ସମ୍ପର୍କକୁ ନେଇ ବହୁତ ହିଁ ସମ୍ବେଦନଶିଳ ହୋଇଥାନ୍ତି । ହୃଦୟରୁ ଏମାନେ ବହୁତ ନିର୍ମଳ ଓ ଭଲ ହୋଇଥାନ୍ତି ।

ଅଯଥା ଖର୍ଚ କରିବା ଏମାନଙ୍କୁ ପସନ୍ଦ ହୋଇନଥାଏ । କିନ୍ତୁ ଯେତେବଳେ ଭଲ ପାଇବାର କଥା ଆସିଥାଏ ଏମାନେ ହୃଦୟ ଖୋଲି ଖର୍ଚ କରିଥାନ୍ତି । ଏହି ନାମର ଲୋକ ଅଯଥା କଥା ବଦଳରେ କାମ ସହ ଜଡିତ ଥିବା କଥାରେ ମନ ଲଗାଇବା ପସନ୍ଦ କରନ୍ତି । ଏମାନଙ୍କୁ ବେଶି ଲୋକଙ୍କ ସହ ମିଶିବା ପସନ୍ଦ ହୋଇନଥାଏ । ସମସ୍ତଙ୍କ ସହ ନିଜର ଭଲ ପାଇବାକୁ ବାଣ୍ଟନ୍ତି ନାହିଁ ।

ଏମାନେ ନିଜ ଭଲ ପାଇବା ସମ୍ବନ୍ଧୀୟ କୌଣସି ବି କକଥା କାହା ସହ ଆଲୋଚନା କରନ୍ତି ନାହିଁ । ଏମାନେ ସବୁବେଳେ ଏମିତି ସାଥିଟିଏ ଖୋଜନ୍ତି ଯିଏ ସବୁବେଳେ ଏମାନଙ୍କୁ ବଳ ପାଇବା ଦେଉଥିବ ଏବଂ ଏମାନଙ୍କର ଯତ୍ନ ମଧ୍ୟ ନେଉଥିବ । ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବାର ସ୍ଵାଭାବ ଏମାନଙ୍କର ହୋଇଥାଏ । ସବୁବେଳେ ନିଜ ଭିତରେ ଆଗ୍ରହ ଉତ୍ସହ ଲାଗି ରହିଥାଏ ସମସ୍ତ କାର୍ଯ୍ୟକୁ ନେଇ ।

ନିଜ ଜୀବନକୁ ଖୋଲା ହୃଦୟର ସହ ବଞ୍ଚିଥାନ୍ତି । ନିଜ ଦୁନିଆରେ ହିଁ ଏମାନେ ହଜିଯାନ୍ତି । ଏମାନେ ଦୁନିଆ କଥାକୁ ଶୁଣନ୍ତି ନାହିଁ । ନିଜ ଦୁନିଆରେ ହିଁ ଖୁସିରେ ରହିବା ପସନ୍ଦ କରନ୍ତି । ବହୁତ ଶୀଘ୍ର ଏମାନଙ୍କୁ ରାଗ ଆସିଥାଏ । ରାଗୁଥିବା ସମୟରେ ଏମାନଙ୍କୁ ବୁଝାଇବା ବହୁତ ହିଁ କଷ୍ଟ ହୋଇଥାଏ । କିନ୍ତୁ କିଛି ସମୟ ପରେ ରାଗ ଶାନ୍ତ ହେଲା ପରେ ନିଜ ଭୁଲ ନିଜେ ବୁଝିପାରି ନିଜ ଆଡୁ କ୍ଷମା ମାଗିଦେଇଥାନ୍ତି ।

ଏମାନଙ୍କୁ ସେହି ଜିନିଷ ପସନ୍ଦ ଯାହା ସବୁ ଜିନିଷ ଠାରୁ ସମ୍ପୂର୍ଣ ଅଲଗା ଆଉ ଖାସ ହୋଇଥାଏ । ଭଲ ପାଇବାରେ ଏମାନଙ୍କୁ ସଘର୍ଷ କରିବାକୁ ପଡିଥାଏ । କିନ୍ତୁ ଏମାନେ କେବେ ମଧ୍ୟ ହାର ମାନନ୍ତି ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *